ଭାଇଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ସାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ଅଚାନକ ପରଲୋକ ଘଟିଛି। ଏଥିରେ ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ୍‌ ଖାନ୍‌। ସେ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏକ ଭାବପ୍ରବଣ ମେସେଜ୍‌ ଲେଖିଛନ୍ତି। ଭିଡିଓରେ ଓ୍ବାଜିଦ୍‌ ହସ୍ପିଟାଲ୍‌ ବେଡ୍‌ରେ ବସି ପିଆନୋ ବଜାଉଥିବାର ଦେଖାଯାଇଛି। ସବୁ କିଛି ପରେ ନା ତୁ ମ୍ୟୁଜିକ୍‌ ଛାଡିଲୁ,ନା ମ୍ୟୁଜିକ୍‌ ତୋତେ କେବେ ଛାଡିବ। ମୋ ଭାଇ କିମ୍ବଦନ୍ତୀ। ଆଉ କିମ୍ପଦନ୍ତୀ କେବେ ମରନ୍ତି ନାହିଁ। ମୁଁ ସବୁବେଳେ ତୋତେ ଭଲ ପାଇବି। ମୋ ଖୁସି, ପ୍ରାର୍ଥନା ଏବଂ ମୋ ନାଁରେ ତୁ ସବୁବେଳେ ରହିବୁ ବୋଲି ସାଜିଦ୍‌ ଲେଖିଛନ୍ତି।
ସାଜିଦ୍‌ ନିଜ ଭାଇଙ୍କ ସହ ମିଶି ବଲିଉଡ୍‌ରେ ଅନେକ ଲୋକପ୍ରିୟ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ। ଅଭିନେତା ସଲମାନ ଖାନ୍‌ଙ୍କ ସେ ଅତି ପ୍ରିୟ ଯୋଡି ଥିଲେ। ୧୯୯୮ରେ ସେ ସଲମାନଙ୍କ ଫିଲ୍ମ ପ୍ୟାର୍‌ କିୟା ତୋ ଡର୍‌ନା କିୟାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।ଏହାପରେ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ଏକ ଆଲବମ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଏହି ଆଲବମ୍‌ର ଗୀତ ଅବ୍‌ ମୁଝେ ରାତ୍‌ ଦିନ୍‌.., ଇସ୍‌ କଦର୍‌ ପ୍ୟାର୍‌ ହୈ ଗୀତଗୁଡିକ ବେଶ୍‌ ଲୋକପ୍ରିୟ ହୋଇଥିଲା। ସାଜିଦ୍‌-ଓ୍ବାଜିଦ୍‌ ଯୋଡି ନାମରେ ବଲିଉଡରେ ପରିଚିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ପାଇଁ ଦୀପ ଜାଳୁଛନ୍ତି ପୂର୍ବତନ ପ୍ରେମିକା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ଦୁନିଆରୁ ବିଦାୟ ଦେବାର ଏକ ମାସ ବିତିଗଲାଣି। କାହିଁକି ସୁଶାନ୍ତ ଏହା କରିଛନ୍ତି, ପୋଲିସ ମଧ୍ୟ ଏହି...

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

କାନ୍ସର ରେଡ୍‌ କାର୍ପେଟରେ ଚାଲିବେ ଅନୁଷ୍କା

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଭାବେ ପରିଚିତ କାନ୍ସ ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ମେ’ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ...

‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍‌

ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଲିଡ୍‌ ରୋଲରେ ପରଦାକୁ ଆସିବ ‘ପଙ୍ଗା’। ଶନିବାର ଅଭିନେତ୍ରୀ ନିନା ଗୁପ୍ତା ଏହାର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ପୋଷ୍ଟରରେ...

୭୫ ବର୍ଷରେ ପାଦ ଥାପିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୯।୧୨-ବଲିଉଡର ଭେଟରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ବୁଧବାର ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ସମେତ ବହୁ ବଲିଉଡ...

ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ...

ଅମିତାଭଙ୍କ ଏକ ଟୁଇଟ୍‌ ବଦଳାଇଦେଲା ୮ ବର୍ଷ ଝିଅର ଭାଗ୍ୟ

କୁହାଯାଏ, ପ୍ରତିଭା ଥିଲେ ତାହା ଆପେ ଆପେ ଲୋକ ଲୋଚନକୁ ଆସିଯାଏ। କୌଣସି ବିଧା ବିଘ୍ନ ତାହାକୁ ରୋକିପାରି ନ ଥାଏ। ଏମିତି କିଛି ଘଟିଛି...

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ...

Advertisement
Archives

Model This Week