ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି ଏକ ମାସ୍କ ତିଆରି କରିଛି ବ୍ୟାଙ୍କକ୍‌ର ଥାଇ ବ୍ୟୁଟି କ୍ଲିନିକ୍‌। ଏହି ମାସ୍କ ପିନ୍ଧିବା ଫଳରେ ବ୍ୟୁଟିସିଆନ୍‌ କିମ୍ବା ଡାକ୍ତରଙ୍କର ଗ୍ରାହକଙ୍କ ସହିତ ସିଧାସଳଖ ସମ୍ପର୍କରୁ ବର୍ତ୍ତି ହେବ।
ମିନି ବ୍ୟୁଟି ମାସ୍କଟି ନାକ ଏବଂ ମୁହଁରେ ରହିଥାଏ ଏବଂ ମୁହଁର ଅଧିକ ଅଂଶ ଖାଲି ରହୁଥିବାରୁ ମାସ୍କକୁ ପିନ୍ଧି ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିହେବ। କ୍ଲିନିକରେ ଏହି ମାସ୍କ ବିକ୍ରି କରାଯାଇ ନ ଥାଏ କିନ୍ତୁ ଗ୍ରାହକମାନଙ୍କୁ ଏହା ପିନ୍ଧିବାକୁ ଦିଆଯାଏ। ଏହାକୁ ଧୋଇ ପୁଣି ଥରେ ବ୍ୟବହାର କରାଯାଏ। କ୍ଲିନିକରେ ଫେସିଆଲ ଟ୍ରିଟମେଣ୍ଟ ସମୟରେ ଏହି ମାସ୍କ ପିନ୍ଧି ଗ୍ରାହକମାନେ ନିଜକୁ ସୁରକ୍ଷିତ ମନେକରୁଛନ୍ତି। ତ୍ୱଚାର ଉପଚାର ସମୟରେ ଏକ ପ୍ଲାଷ୍ଟିକ୍‌ ସିଲ୍ଡ ବି ବ୍ୟବହାର କରାଯାଉଛି। ଏହା ସହ କ୍ଲିନିକରେ ତାପମାତ୍ରା ଯାଞ୍ଚ ଓ ସାନିଟାଇଜ୍‌ ଆଦିର ବ୍ୟବସ୍ଥା ବି କରାଯାଇଛି। ତେବେ କ୍ଲିନିକରେ ଏତେ ସବୁ ବ୍ୟବସ୍ଥା ପରେ ବି ଗ୍ରାହକଙ୍କ ସଂଖ୍ୟା ବହୁତ କମିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରଠାରୁ ଦୂରେଇ ରଖେ ମସଲାଯୁକ୍ତ ଖାଦ୍ୟ

ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିଥାଏ। ହେଲେ ଏହି ରୋଗ ସମ୍ପର୍କରେ ନିକଟରେ ୟୁନିଭର୍ସିଟି ଅଫ୍‌ ଲଣ୍ଡନର ବିଶେଷଜ୍ଞମାନେ...

କିଡ୍‌ନୀ ରୋଗ ବିଶ୍ୱ ପାଇଁ ଚିନ୍ତାର ବିଷୟ

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ଅର୍ଥାତ ୧୨ତାରିଖରେ ବିଶ୍ୱ କିଡ୍‌ନୀ ଦିବସ ପାଳନ କରାଯାଉଛି। ୨୦୨୦ର ମନ୍ତ୍ର ହେଉଛି,‘କିଡ୍‌ନୀର...

ଶୀତରେ ଶିଶୁଙ୍କ ଯତ୍ନ

ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ। ଆଉ ମା’ମାନଙ୍କଠାରେ ବଢୁଛି ପିଲାଙ୍କ ସ୍ବାସ୍ଥ୍ୟ ଚିନ୍ତା। କାରଣ ବର୍ଷର ଅନ୍ୟଦିନ ତୁଳନାରେ ଏଦିନେ ଶିଶୁଙ୍କଠାରେ ଦେଖାଦେଇଥାଏ ବିଭିନ୍ନ...

ଉପକାରୀ ନିମ୍ବ ଜୁସ୍‌

ନିମ୍ବର ସ୍ବାଦ ପିତା। ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍‌ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା...

ଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

ଶ୍ରାବଣ ମାସ ସୋମବାର ବ୍ରତ ସମ୍ପର୍କରେ…

ଦେବ ଦେବ ମହାଦେବଙ୍କର କରୁଣା କାହାକୁ ବା ଅଗୋଚର। ଭକ୍ତି ଭାବରେ ତାଙ୍କୁ ଯିଏ ଆବାହନ କରନ୍ତି ସେ ତାଙ୍କର ସମସ୍ତ ଦୁଃଖ ହରି ନେଇଥାନ୍ତି।...

ଚର୍ବି ହ୍ରାସ କରେ ଭଜା ଚଣା

ଭଜା ଚଣା ତ ଅନେକଥର ଖାଇଥିବେ। ତେବେ ଏହା ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ।...

ଫୁଡ୍‌ ଥିମ୍‌ ଇୟରିଂ: ମଡର୍ନ ଆଉଟ୍‌ଫିଟ୍‌ ସହ ଟ୍ରାଏ କରି ପାଆନ୍ତୁ…

କିଛି ନୂଆ ଓ ଅଜବ ଫ୍ୟାଶନ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇବାକୁ ଅନେକଙ୍କର ଇଛା ଥାଏ । ସେଇମାନେ ଏଇ ଫୁଡ୍‌ ଥିମ୍‌ ଇୟରିଂ...

Advertisement
Archives

Model This Week