ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି ଏକ ମାସ୍କ ତିଆରି କରିଛି ବ୍ୟାଙ୍କକ୍‌ର ଥାଇ ବ୍ୟୁଟି କ୍ଲିନିକ୍‌। ଏହି ମାସ୍କ ପିନ୍ଧିବା ଫଳରେ ବ୍ୟୁଟିସିଆନ୍‌ କିମ୍ବା ଡାକ୍ତରଙ୍କର ଗ୍ରାହକଙ୍କ ସହିତ ସିଧାସଳଖ ସମ୍ପର୍କରୁ ବର୍ତ୍ତି ହେବ।
ମିନି ବ୍ୟୁଟି ମାସ୍କଟି ନାକ ଏବଂ ମୁହଁରେ ରହିଥାଏ ଏବଂ ମୁହଁର ଅଧିକ ଅଂଶ ଖାଲି ରହୁଥିବାରୁ ମାସ୍କକୁ ପିନ୍ଧି ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିହେବ। କ୍ଲିନିକରେ ଏହି ମାସ୍କ ବିକ୍ରି କରାଯାଇ ନ ଥାଏ କିନ୍ତୁ ଗ୍ରାହକମାନଙ୍କୁ ଏହା ପିନ୍ଧିବାକୁ ଦିଆଯାଏ। ଏହାକୁ ଧୋଇ ପୁଣି ଥରେ ବ୍ୟବହାର କରାଯାଏ। କ୍ଲିନିକରେ ଫେସିଆଲ ଟ୍ରିଟମେଣ୍ଟ ସମୟରେ ଏହି ମାସ୍କ ପିନ୍ଧି ଗ୍ରାହକମାନେ ନିଜକୁ ସୁରକ୍ଷିତ ମନେକରୁଛନ୍ତି। ତ୍ୱଚାର ଉପଚାର ସମୟରେ ଏକ ପ୍ଲାଷ୍ଟିକ୍‌ ସିଲ୍ଡ ବି ବ୍ୟବହାର କରାଯାଉଛି। ଏହା ସହ କ୍ଲିନିକରେ ତାପମାତ୍ରା ଯାଞ୍ଚ ଓ ସାନିଟାଇଜ୍‌ ଆଦିର ବ୍ୟବସ୍ଥା ବି କରାଯାଇଛି। ତେବେ କ୍ଲିନିକରେ ଏତେ ସବୁ ବ୍ୟବସ୍ଥା ପରେ ବି ଗ୍ରାହକଙ୍କ ସଂଖ୍ୟା ବହୁତ କମିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆ-ଲା କ୍ୟୁବ୍‌

ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍‌ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍‌...

କ୍ଷତିକାରକ ହୋଇପାରେ ହର୍ବାଲ ସିଗାରେଟ୍‌

ହର୍ବାଲ ସିଗାରେଟ୍‌: ଇ-ସିଗାରେଟ୍‌ କୌଣସି ଗୁଣରେ ସାଧାରଣ ସିଗାରେଟ୍‌ଠାରୁ କମ୍‌ ବିପଜ୍ଜନକ ନୁହେଁ ବୋଲି ଜଣାପଡ଼ିଲା ପରେ ଏହାର ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା...

କୋକୋନଟ ମଫିନ୍‌

ଆବଶ୍ୟକ ସାମଗ୍ରୀ: ଅଧା କପ୍‌ କ୍ଷୀର, ଦେଢ କପ୍‌ ମଇଦା, ଏକ କପ୍‌ କୋରା ନଡିଆ, ଅଣ୍ଡା ୧ଟି, ୧/୪ କପ୍‌ ତେଲ, ଦୁଇ ଚାମଚ୍‌...

କ’ଣ ଆପଣଙ୍କ ସଫଳତା ଦେଖି ଚିଡୁଛନ୍ତି କି ପାର୍ଟନର..

ଅନେକ ସମୟରେ ଆପଣଙ୍କ ସଫଳତାରେ ପାର୍ଟନର ଖୁସି ହେବା ଅପେକ୍ଷା ଅଧିକ ଚିଡ଼ିବା ଭଳି ମନେ ହୋଇଥାଏ। ଏଥିଯୋଗୁ ଉଭୟଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେବା...

ଲୋ ବ୍ଲଡ୍‌ପ୍ରେସର ଓ ଅଙ୍ଗୁର

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି...

ଏହି ଦୁଇଟି ଜିନିଷରୁ ହୋଇପାରେ ବ୍ରେନ୍‌ କ୍ୟାନ୍‌ସର୍‌

ଦୂଷିତ ଜଳ ଏବଂ ଦର ସିଝା ମାଂସରେ ମିଳୁଥିବା ଏକ ସାଧାରଣ ପରଜୀବୀ ଲୋକଙ୍କ ମଧ୍ୟରେ ବ୍ରେନ୍‌ କ୍ୟାନ୍‌ସର୍‌ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।...

ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ।...

ଏସବୁ ସମସ୍ୟା ଦୂର କରେ କଳାଜିରା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।...

Advertisement


Archives

Model This Week