Posted inଜାତୀୟ

ବୋର୍ଡ ପରୀକ୍ଷା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନିଅ

ନୂଆଦିଲ୍ଲୀ,୧୮ା୬(ପି.ଟି.): କରୋନା ମହାମାରୀ ଯୋଗୁ ଅଟକି ରହିଥିବା ବୋର୍ଡ ପରୀକ୍ଷା ହେବ କି ନାହିଁ ସେନେଇ ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ଦୃଷ୍ଟିରେ ରଖି ବାକି ରହିଥିବା ବିଷୟଗୁଡ଼ିକର ପରୀକ୍ଷା ନ କରିବାକୁ ଅଭିଭାବକମାନଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ପରୀକ୍ଷା କରା ନ ଯାଇ ଇଣ୍ଟରନାଲ ପରୀକ୍ଷା ମୂଲ୍ୟାଙ୍କନ ଆଧାରରେ ନମ୍ବର ଦିଆଯାଇପାରିବ କି ନାହିଁ ତାହା ଅନୁଧ୍ୟାନ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଜୁଲାଇ ୧ରୁ ୧୫ ମଧ୍ୟରେ ଅବଶିଷ୍ଟ ବିଷୟରେ ବୋର୍ଡ ପରୀକ୍ଷା କରାଇବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଅଭିଭାବକମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଥୁରାମ ଗଡ୍‌ସେଙ୍କୁ ପ୍ରଶଂସା କରିଥିବା ଆଇଏଏସ୍‌ ଅଧିକାରୀଙ୍କ ଉପରେ ଖପ୍ପା ହେଲା କଂଗ୍ରେସ

ନୂଆଦିଲ୍ଲୀ,୨।୬: କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଆଇଏଏସ୍‌ ଅଧିକାରୀ ନିଧି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।...

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ...

ମୁଁ ଥିଲେ ଇସ୍ତଫା ଦେଇଥାନ୍ତି : ଶିନ୍ଦେ ସରକାରଙ୍କୁ ଆଦିତ୍ୟ ଠାକରେଙ୍କ ସମାଲୋଚନା…

ମୁମ୍ବାଇ,୩୦।୧୦ : ଟାଟା-ଏୟାରବସ ପ୍ରକଳ୍ପ ହରାଇବା ମହାରାଷ୍ଟ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିରୋଧୀ ଦଳ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ଘେରିବାରେ...

ମିଥ୍ୟା ନପୁଂସକତା ଅଭିଯୋଗ ନିଷ୍ଠୁରତା

ନୂଆଦିଲ୍ଲୀ, ୨୨।୧୧(ପି.ଟି.): ମିଥ୍ୟା ନପୁଂସକତା ଅଭିଯୋଗ ଆଣିବା ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା...

ଅନୁଚ୍ଛେଦ ୩୭୦ ହଟିବା ପରେ ୭୫ କମିଛି ଅନୁପ୍ରବେଶ ଘଟଣା…

ନୂଆଦିଲ୍ଲୀ,୧୩।୧୨ : ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମା ପାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ...

ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…

ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ...

ଆଜି ଲୋକ ସଭାରେ ଆଗତ ହେବ ‘ଟ୍ରିପଲ ତଲାକ’ ବିଲ୍‌: ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ...

ଉତ୍ତର କୋରିଆ ସହ ସମାନ ପଶ୍ଚିମବଙ୍ଗ ପରିସ୍ଥିତି: ଜ୍ୟୋତିର୍ମୟ ମହତୋ

କୋଲକାତା,୧୦ ।୧୨: ପଶ୍ଚିମବଙ୍ଗରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍‌ପି ଜ୍ୟୋତିର୍ମୟ...

Advertisement
Archives

Model This Week