Posted inଖେଳ

ବେଡ୍‌ ରୁମ୍‌ରେ ଏହି ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଅଧିକାଂଶ ସମୟରେ ତାଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସ୍ତ୍ରୀ ସାକ୍ଷୀ ମଧ୍ୟ ଧୋନୀଙ୍କ ଅପଡେଟ୍‌ ଫ୍ୟାନ୍ସଙ୍କୁ ଦେଇଥାନ୍ତି। ସମସ୍ତେ ଜାଣନ୍ତି ଧୋନୀ କ୍ରିକେଟ ପରେ ଫୁଟବଲ୍‌ ଏବଂ ଟେନିସ୍‌ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି କି ଧୋନୀ ପବଜି ଗେମ୍‌ ଖେଳିବାକୁ ବହୁତ ପସନ୍ଦ କରନ୍ତି। ଏହା ଏତେ ପ୍ରିୟ ଯେ ଖେଳିବା ବେଳେ ଆଖପାଖରେ କିଏ ଅଛି ବି ଧ୍ୟାନ ଦେଇ ନ ଥାନ୍ତି। ଏମିତିକି ସାକ୍ଷୀଙ୍କ କଥା ବି ଶୁଣି ନ ଥାନ୍ତି ବୋଲି କହିଛନ୍ତି ସେ। ଏଥିପାଇଁ ସେ ମାହିଙ୍କ ଉପରେ ବେଳେ ବେଳେ ରାଗିଯାଆନ୍ତି ବୋଲି ସାକ୍ଷୀ କୁହନ୍ତି। ତେବେ ପବଜି ଖେଳିବା ଦ୍ୱାରା ଧୋନୀ ଚିନ୍ତାମୁକ୍ତ ରହୁଥିବାରୁ ସେ ତାଙ୍କୁ କେବେ ରୋକି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇରେ ଆଇପିଏଲ୍‌: ଏସିୟୁକୁ ଦାୟିତ୍ୱ ତୁଲାଇବା ସହଜ ହେବ

ନୂଆଦିଲ୍ଲୀ, ୨୭ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିରୋଧୀ ଶାଖା...

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍‌ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…

ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍‌ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା...

ହରଭଜନଙ୍କ ବୋଲିଂ ଶୈଳୀ କପି କଲେ କୋହଲି

ଇନ୍ଦୋର,୮।୧- ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବୋଲିଂ ଶୈଳୀ ଅନ୍ୟ ସ୍ପିନରଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏକଥା କ୍ରିକେଟ ପ୍ରଶଂସକଙ୍କୁ ଜଣା। ତାଙ୍କର...

୩ଟିସି ସଲିଡାରିଟି କପ୍‌ରୁ ଓହରିଲେ ଡିକକ୍‌

ଜୋହାନ୍ସବର୍ଗ,୧୮।୭(ପି.ଟି.): କାଇଟ୍ସ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୩ ଟିମ କ୍ରିକେଟ (୩ଟିସି) ସଲିଡାରିଟି କପ୍‌ର ପ୍ରାରମ୍ଭିକ ସଂସ୍କରଣରୁ ଓହରିଯାଇଛନ୍ତି। ଏହି କପ୍‌ ମାଧ୍ୟମରେ ଦକ୍ଷିଣ ଆଫ୍ରିକାକୁ...

ବଢ଼ୁଛି ଆଇପିଏଲ ଆଶା

ନୂଆଦିଲ୍ଲୀ, ୧୭ ।୬- ଚଳିତ ବର୍ଷର ଟି୨୦ ବିଶ୍ୱକପ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିଲେ ହେଁ ଇଣ୍ଡିଆନ ପ୍ରିମିୟରଲିଗ୍‌(ଆଇପିଏଲ) ଆୟୋଜନ...

ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ

ପ୍ୟାରିସ୍‌, ୩୧।୫ (ଏଏଫ୍‌ପି)- ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ...

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ...

ସରକାରୀ ନିଯୁକ୍ତିରେ କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁଯୋଗ

ନୂଆଦିଲ୍ଲୀ,୧।୯ (ପି.ଟି.): କେନ୍ଦ୍ର ସରକାର ମେଧାବୀ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସିଧା ନିଯୁକ୍ତି ନିମନ୍ତେ ତାଲିକାରେ ଅଧିକ ସଂଖ୍ୟକ କ୍ରୀଡ଼ାବର୍ଗକୁ ସାମିଲ କରିଛନ୍ତି। ଏହି...

Advertisement
Archives

Model This Week