Posted inଜାତୀୟ

ବିହାରରେ ଭୀଷଣ ଗରମ: ଗୋଟିଏ ଦିନରେ ଗଲା ୧୧୨ଜଣଙ୍କ ଜୀବନ

ପାଟନା, ୧୭।୬: ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ବିହାର। ରବିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭୀଷଣ ଗରମ ଯୋଗୁ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିହାରର ଔରାଙ୍ଗବାଦ, ଗୟା, ନଓୱଦା ଜିଲ୍ଲାରେ ଗତକାଲି ତାପମାତ୍ରା ସବୁଠୁ ଅଧିକ ରହିଥିବା ଜଣାପଡ଼ିଛି। ଗତ ଦୁଇଦିନ ମଧ୍ୟରେ ଅଂଶୁଘାତରେ ୧୭୩ଜଣଙ୍କ ମୃତ୍ୟୁ ହେଲାଣି। କେବଳ ଗୟା ଜିଲାରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ ଅଧିକ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସନପୁରରେ ତେଜପ୍ରତାପ ପଛୁଆ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତିପୁର ଜିଲାର ହସନପୁର ଆସନରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ପଛୁଆ ରହିଛନ୍ତି। ଜେଡ଼ିୟୁର ରାଜ କୁମାର ରାୟଙ୍କଠାରୁ...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ପର୍ନ ଫିଲ୍ମ ମାମଲା: ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ,୧୯।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ସେ ଅଶ୍ଳୀଳ...

କବାଟ ନବ୍‌-ମୋବାଇଲ୍‌-ଲାପଟପ୍‌ ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ !

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ସଂକ୍ରମଣ ନେଇ ବିଭିନ୍ନ ସମୟରେ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତେବେ...

ଶାନନ ଢାକା ଏନଡ଼ିଏ ମହିଳା ଟପ୍ପର…

ନୂଆଦିଲ୍ଲୀ, ୨୨।୬ : ହରିୟାଣାର ରୋହତକ ଶାନନ ଢାକା ଭାରତୀୟ ସେନାରେ ମହିଳାମାନଙ୍କ ପ୍ରଥମ ଏନଡିଏ ବ୍ୟାଚରେ ଟପ୍ପର ହୋଇଛନ୍ତି। ଏହାକୁ ନେଇ ତାଙ୍କ ଗାଁ...

ଚାଇନା ବିରୋଧରେ ବିଶ୍ୱ ଶକ୍ତି ଏକାଠି

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ କରାଇଥିବା ଚାଇନା ଦୋଷ ଲୁଚାଇବାକୁ ଜୋର୍‌ଦାର ପ୍ରଚାର ଚଳାଇଛି। ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ବେଜିଂ...

ରାଜଧାନୀରେ ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲାଗୁ ହୋଇଥିବା ଲକ୍‌ ଡ଼ାଉନ୍‌...

୮୦ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍‌

ଯୋଦ୍ଧାଇୟା ବାଇ ବୈଗା। ବୟସ ୮୦। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ। ପାଠ ଆଦୌ ପଢି...

Advertisement
Archives

Model This Week