ବିଶୋଧନ ହେଲା ଝାରପଡ଼ା କେଶୁରା ଅଞ୍ଚଳ

କଟକରୋଡ,୯ା୪(ଡି.ଏନ.ଏ.): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ପରେ ବୁଧବାର ସକାଳୁ ଉକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ସାନିଟାରି ଇନ୍ସପେକ୍ଟର ବିଜୟ ମହାପାତ୍ର ଓ ଅଗ୍ନିଶମ ବିଭାଗ ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କ ସମେତ ୩ଜଣ ଅଧିକାରୀ, ୨୫ଜଣ ଅଗ୍ନିଶମ କର୍ମଚାରୀ ୫ଟି ଦମକଳ ମାଧ୍ୟମରେ ଝାରପଡ଼ା କେଶୁରା, ମଙ୍ଗରାଜ ପଏଣ୍ଟ ଆଦି ଅଞ୍ଚଳରେ ବିଶୋଧନ କାର୍ଯ୍ୟ କରିଛନ୍ତି। ସେହିଭଳି ବମିଖାଲ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଜାରି ରହିଥିବାବେଳେ ସତ୍ୟନଗର ଓ ଶହୀଦ ନଗର ଅଞ୍ଚଳରେ ମଧ୍ୟ ସାନିଟାଇଜ କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ରେଲ୍‌ଓ୍ବେରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର...

ଆଜି ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୫।୩(ବ୍ୟୁରୋ): ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଶୁକ୍ରବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ନେଇ ଗୁରୁବାର...

ଉଛୁଳୁଛି ନଦନଦୀ

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ଲଘୁଚାପ ବର୍ଷା ପରେ ରାଜ୍ୟରେ ବନ୍ୟା ବିପତ୍ତି ଦେଖାଦେଇଛି। ଉତ୍ତର ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଜିଲାରେ ହଜାର...

କେନ୍ଦ୍ର, ରାଜ୍ୟକୁ କୋର୍ଟ ନୋଟିସ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଶୁକ୍ରବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଜାତୀୟ ସ୍ମାରକୀ...

ରାଜଧାନୀରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ୍‌, ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)...

ପୁଣି ଘନେଇଲା ବିପଦ, ୪ ଭାରିଆଣ୍ଟ୍‌ ନେଇ ସତର୍କ ସୂଚନା ଜାରି କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ…

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ଦେଶ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ବିଶେଷଜ୍ଞ...

ଲକ୍‌ଡାଉନ ହୋଇ ନ ଥିଲେ ୮.୨ ଲକ୍ଷରେ ପହଞ୍ଚିଥାଆନ୍ତା ସଂକ୍ରମଣ

ନୂଆଦିଲ୍ଲୀ,୧୨।୪(ଆଇଏଏନ୍‌ଏସ୍‌): ଲକ୍‌ଡାଉନ ଓ ଅନ୍ୟାନ୍ୟ ପ୍ରତିକାରମୂଳକ ପଦକ୍ଷେପ ଯୋଗୁ ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍‌ ରହିଛି। ତାହା ହୋଇ ନ ଥିଲେ ଏପ୍ରିଲ...

ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି...

Advertisement
Archives

Model This Week