ବିମାନ ଦୁର୍ଘଟଣାରେ ୨ ପାକ୍‌ ସେନା ପାଇଲଟ ନିହତ

ରାଓ୍ବଲପିଣ୍ଡି,୧୩।୪: ପାକିସ୍ତାନ ସେନାର ମୁସକ ପ୍ରଶିକ୍ଷଣ ବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଗୁଜରାଟ ନିକଟରେ ହୋଇଥିବା ପାକିସ୍ତାନ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସେସ୍‌ ପବ୍ଲିକ ରିଲେସନ୍ସ (ଆଇଏସ୍‌ପିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ମେଜର ଉମେର ଯିଏକି ଜଣେ ଇନଷ୍ଟ୍ରକ୍ଟର ପାଇଲଟ ଓ ପ୍ଟେନାଣ୍ଟ ଫଇଜାନ ଯିଏକି ଜଣେ ଷ୍ଟୁଡେଣ୍ଟ ପାଇଲଟ ବୋଲି କହିଛି ଆଇଏସ୍‌ପିଆର୍‌। ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ ପାକିସ୍ତାନ ଡେ’ ରିହରସାଲ ପରେଡ ସମୟରେ ପିଏଏଫ୍‌ ଏଫ୍‌-୧୬ ବିମାନ ଦୁର୍ଘଟଣା ହେବା ଫଳରେ ପାକିସ୍ତାନ ଓ୍ବିଙ୍ଗ କମାଣ୍ଡର ନୌମନ ଅକ୍ରମଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ କୋଭାକ୍ସିନ ଝଡ଼

ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ...

ବ୍ୟାକ୍‌ ଫୁଟରେ ଋଷି ସୁନକ, ଲିଜ ଟ୍ରସ୍‌ଙ୍କ ଭଳି ବିଫଳ ହେବା ନେଇ ଚର୍ଚ୍ଚା ଆରମ୍ଭ…

ଲଣ୍ଡନ,୨୭।୧୧ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ଆଗରେ ପର୍ବତ ଭଳି ଚ୍ୟାଲେଞ୍ଜ ଅଛି।...

କାନ୍ଦୁଥିବା ପାଲେଷ୍ଟାଇନ୍‌ ନାବାଳିକାଙ୍କ ଭିଡ଼ିଓ ଭାଇରାଲ…

ରାମାଲାହ,୧୭।୫: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଦୁଇଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ସ୍ଥିତି ଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ...

ତିରୁପତି ମନ୍ଦିର କର୍ମଚାରୀ କରୋନା ପଜିଟିଭ୍‌: ୨ ଦିନ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ତିରୁପତି,୧୨।୬: ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ର ଜଣେ କର୍ମଚାରୀ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଟିଟିଡିର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।...

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି...

ଆମିଷ ଦୋକାନରେ ଭିଡ଼, ମାନିଲେନି କଟକଣା

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ...

ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍‌: ରିପୋର୍ଟ…

ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି,...

Advertisement
Archives

Model This Week