ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ କାନାଡ଼ା ଆଡ଼କୁ ଧୀରେଧୀରେ ବଢ଼ିବାରେ ଲାଗିଥିବା କୁହାଯାଉଛି। ଏହି ହିମଖଣ୍ଡର ଆକାର ୧୫୦ଟି ଜାହାଜ ସଦୃଶ ହେବ। ଏନେଇ ଜଣେ ନାବିକ ଗେରାଇ ମକାଓ୍ବ ସୂଚନା ଦେଇଛନ୍ତି। ମକାଓ୍ବଙ୍କ ସୂଚନା ପରେ ପରିବେଶ ବିଜ୍ଞାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି ତରଳୁଥିବା ହିମଖଣ୍ଡ ଯୋଗୁ କାନାଡ଼ାର ଉପକୂଳ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’

ବ୍ରିଟେନ,୨୩ା୯: କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ...

ପୃଥିବୀରେ ୬ ଜଣରେ ଜଣେ ବନ୍ଧ୍ୟାତ୍ୱର ଶିକାର…

ଜେନେଭା,୪।୪ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର ଏକ ନୂତନ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱସ୍ତରରେ ୬ ଜଣଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାତ୍ୱର ଶିକାର ହୋଇଥିବା...

ତାଲିବାନ ନିକଟରେ ଏବେ ବିଶ୍ୱର ୮୫ ପ୍ରତିଶତ ଦେଶରୁ ଅଧିକ ବ୍ଲାକ ହଙ୍କ ହେଲିକପ୍ଟର!

ନୂଆଦିଲ୍ଲୀ,୨୮ ।୮: ତାଲିବାନ କେବଳ ଯେ ଆଫଗାନିସ୍ତାନ ଉପରେ କବଜା କରିଛି ତା’ନୁହେଁ । ଏବେ ତାଲିବାନ ନିକଟରେ ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ...

ଚାଇନାର ଚାଲାକି: ପଡୋଶୀ ଦେଶକୁ ସାହାଯ୍ୟ କରି ଭାରତକୁ ଘେରିବାକୁ କରୁଛି ଚେଷ୍ଟା

ବେଜିଂ,୯।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ, ଅବଶିଷ୍ଟ ବିଶ୍ୱ ଅପେକ୍ଷା ନୀତି ଆପଣାଇଛି। କିନ୍ତୁ ଚାଇନା ଆଫଗାନିସ୍ତାନର ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ...

ଟ୍ରମ୍ପ ପାଳିବେ ଦୀପାବଳି

ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର...

ମୋଦିଙ୍କୁ ଭେଟିବେ ଜିନ୍‌ପିଙ୍ଗ୍‌: ହେବନି କଶ୍ମୀର ପ୍ରସଙ୍ଗରେ ଆଲୋଚନା

ବେଜିଂ,୧୮।୯: ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଏକ ଶିଖର ସମ୍ମିଳନୀରେ ଭେଟିବେ। ତେବେ ଏହି ସାକ୍ଷାତ୍‌କାରରେ କଶ୍ମୀର ପ୍ରସଙ୍ଗ...

ବଢିବାରେ ଲାଗିଛି ଇସ୍ରାଏଲ ସଙ୍କଟ

ତେଲ ଆଭିବ,୧୭ ।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦେଶର ଆଇନ ପ୍ରଣାଳୀରେ ପରିବର୍ତ୍ତନକୁ ନେଇ ଜାରି କରାଯାଇଥିବା ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ପ୍ରସ୍ତାବକୁ...

ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ...

Advertisement
Archives

Model This Week