ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା ପ୍ରଶାସନ ଏବେ ରାସ୍ତାର ଗାଡି ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ବିନା ପାସ୍‌ରେ ଆଉ ରାସ୍ତାରେ ଦୁଇ କିମ୍ବା ଚାରି ଚକିଆ ଯାନବାହନ ଚଳାଚଳ କରି ପାରିବ ନାହିଁ ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ବୁଧବାର ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ସେହିପରି ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ପେଟ୍ରୋଲ ଯୋଗାଣରେ ଅଙ୍କୁଶ ଲଗାଯାଇ ଥିବା ବେଳେ ମୁହଁକୁ ମାସ୍କ କିମ୍ବା ରୁମାଲରେ ଘୋଡାଇ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଟା ଭିଡ଼ିଲେ ଗାଁ ଲୋକେ: ୫୦ ଟ୍ରାକ୍ଟରରେ ଚାଷକଲେ ୨୫୦ ବିଘା ଜମି

ଯୋଧପୁର, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ରାଜସ୍ଥାନ ଯୋଧପୁରରେ ଗାଈଗୋରୁଙ୍କ ଖାଇବା ପାଇଁ ଘାସର ଅଭାବ ଦେଖାଦେଇଛି। ତେବେ...

ଠିକ୍‌ ସମୟରେ ସାମଗ୍ରୀ ପାଉନାହାନ୍ତି ହିତାଧିକାରୀ

ନାଉଗାଁ,୬ା୪(ସ୍ବ.ପ୍ର.): ରାଶନ କାର୍ଡ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ଢ଼େହାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀଙ୍କୁ...

ଅଭିଭାବକଙ୍କୁ ମିଳିଲା ମଧ୍ୟାହ୍ନଭୋଜନ ଚାଉଳ ଟୋକନ୍‌

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୋମବାର...

ଅଭିଯୋଗ ସତ୍ତ୍ୱେ ନୀରବ ରହିଲା ପୋଲିସ: ମରଣାନ୍ତକ ଆକ୍ରମଣକାରୀକୁ ଥାନାକୁ ଅଣାଗଲା ନାହିଁ

ବଡ଼ଗାଁ, ୭।୭ (ଡି.ଏନ.ଏ)-ବଡ଼ଗାଁ ଥାନା ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୋଗ ସତ୍ତ୍ବେ ଥାନାକୁ ନ ଆଣି ହାତବାନ୍ଧି ବସି ରହିବା ଭଳି...

ବାଇକ୍‌ ଦୁର୍ଘଟଣାରେ ବିଧାୟକ ଆହତ

ଫୁଲବାଣୀ ଅଫିସ,୪।୧୦: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସୋମବାର ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି...

ଆଜି କୋର୍ଟରେ ହାଜର ହେବେ ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୮ା୪: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ...

ସାଇକେଲ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ଦିଗପହଣ୍ଡି,୨ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ରାଜପୁର ରୋଡରେ ସୋମବାର ଜଣେ ସାଇକେଲ ଆରୋହୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୫ ଭରି ଓଜନର ସୁନା ଅଳଙ୍କାର ମୁଣିକୁ ଲୁଟି ନେଇଛନ୍ତି।...

୨ ବେଆଇନ କରତକଳରେ ଚଢ଼ାଉ: ୨୬ ଲକ୍ଷ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଗୋପ,୧୦।୬(ଡି.ଏନ୍‌.ଏ)- ଗୋପ ବ୍ଲକ ଅଞ୍ଚଳର ୨ ବେଆଇନ କରତକଳ ଉପରେ ବୁଧବାର ସକାଳୁ ପୁରୀ ବନଖଣ୍ଡ ଡିଭିଜନ ଓ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ...

Advertisement
Archives

Model This Week