Posted inଖେଳ

ବାଙ୍ଗାଲୋର ଏଫ୍‌ସିକୁ ଫେରିଲେ ଲିଙ୍ଗ୍‌ଦୋ

ବେଙ୍ଗାଲୁରୁ, ୧୮ା୬ (ପି.ଟି.)-ଏଟିକେ ସହିତ ଦୁଇ ସିଜନ ଅତିବାହିତ କରିବା ପରେ ୟୁଜେନସନ ଲିଙ୍ଗ୍‌ଦୋ ତାଙ୍କ ପୂର୍ବ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ସୋମବାର କ୍ଲବ ତରଫରୁ ଘୋଷଣା କରାଯାଇଛି। ଶିଲଂର ଏହି ମିଡ୍‌ଫିଲ୍‌ଡର ବର୍ଷିକିଆ ଚୁକ୍ତି କରିଛନ୍ତି। ୟଙ୍ଗଷ୍ଟର ପ୍ରଭସୁଖନ ସିଂ ଗିଲ୍‌ ଏବଂ ସୁରେଶ ଓ୍ବାଙ୍ଗଜାମ୍‌ଙ୍କ ପରେ କ୍ଲବ ଏହି ସିଜନ ପାଇଁ ୩୨ବର୍ଷୀୟ ଲିଙ୍ଗ୍‌ଦୋଙ୍କୁ ତୃତୀୟ ଭାରତୀୟ ଫୁଟ୍‌ବଲ ଖେଳାଳି ଭାବେ ଅନୁବନ୍ଧିତ କରିଛି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୧୭ ସଂସ୍କରଣରେ ଏହି ମିଡ୍‌ଫିଲ୍ଡର ପ୍ଲେମେକର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ୍‌ସିଏ ମୁଖ୍ୟଙ୍କୁ ଭେଟିବେ ସଚିନ

ମୁମ୍ବାଇ,୯।୧୦(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ମୁମ୍ବାଇ କ୍ରିକେଟ ଏକାଡେମୀ (ଏମ୍‌ସିଏ) ସଭାପତି ବିଜୟ ପାଟିଲଙ୍କୁ ଭେଟିବେ। ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ସିଏ ପକ୍ଷରୁ...

ଟି୨୦ ବିଶ୍ୱକପ୍‌ ଦଳରେ ରହିପାରିବେ ୧୫ ଖେଳାଳି

କରାଚୀ, ୧୩।୮- ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳରେ ୧୫ ଖେଳାଳି ସ୍ଥାନ ପାଇବେ। କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ...

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର...

ଆଉଟ୍‌ ହୋଇଯିବାରୁ ଫିଲ୍ଡରଙ୍କୁ ବ୍ୟାଟ୍‌ରେ ପିଟିଦେଲେ ବ୍ୟାଟ୍ସମ୍ୟାନ୍‌, ଆଉ ତା’ପରେ

ଗ୍ବାଲିୟର୍‌,୫।୪: କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଝଗଡା ସାଧାରଣ ଅଟେ। ସ୍ଲେଜିଂ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ କ୍ରିକେଟ ପଡ଼ିଆରେ ଦେଖାଯାଏ। ଯଦି...

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୮।୩: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନୀରଜ...

ହକିକୁ ଜାତୀୟ ଖେଳ ଘୋଷଣା ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ଏସ୍‌ସି…

ନୂଆଦିଲ୍ଲୀ,୭।୯: ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଶୁଣାଣି କରିବାକୁ ମନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହକିକୁ ଅଧିକାରିକ ଭାବେ ଜାତୀୟ ଖେଳର...

ସଂଘର୍ଷ କରୁଛି ଆର୍‌ସିବି

ମୁମ୍ବାଇ,୩୦।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲିଂ ଲାଇନ ଆଗରେ ୧୨୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)...

ଜାମଶେଦପୁର ଏଫ୍‌ସିର କ୍ରମାଗତ ଦ୍ୱିତୀୟ ବିଜୟ

ଜାମସେଦପୁର,୩୦ା୧୦: ସ୍ଥାନୀୟ ଜେଆର୍‌ଡି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ମଙ୍ଗଳବାର ଚଳିତ ୬ଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ)ର ଦଶମ ମ୍ୟାଚରେ ନବାଗତ ହାଇଦ୍ରାବାଦ ଏଫ୍‌ସିକୁ ୩-୧...

Advertisement
Archives

Model This Week