Advertisement

ବାକି ମଜୁରୀ ଟଙ୍କା ମାଗିବାରୁ ନିସ୍ତୁକ ମାଡ଼ ଘଟଣା: ଅଭିଯୁକ୍ତଙ୍କ ନାମରେ ଏତଲା

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁର ଜି. ଭୀମ ରେଡ୍ଡୀଙ୍କୁ ଜଣେ ଠିକାଦାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରବିବାର ଭୀମଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରି କେସ୍‌ ନଂ.୮୫/୨ ଅନୁଯାୟୀ ଅଭିଯୁକ୍ତ ଠିକାଦାରଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଠିକା କାମରେ ନିୟୋଜିତ ଭୀମ ଗତ ୯ ତାରିଖ ପୂର୍ବାହ୍ନରେ ତାଙ୍କ ମଜୁରୀ ବାବଦ ବକେୟା ଟଙ୍କା ଠିକାଦାରଙ୍କୁ ମାଗିବାରୁ ସେ ଉତ୍ତେଜିତ ହୋଇ ଏକ ଠେଙ୍ଗାରେ ପିଟିଥିଲେ। ଏଥିରେ ଭୀମଙ୍କ ଡାହାଣ ଗୋଡ଼ର ୩ଟି ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଭୀମ ଚିକିତ୍ସା ହୋଇ ଡାକ୍ତରଖାନାରୁ ଫେରିବା ପରେ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼

ପିପିଲି,୨୬।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍‌ଏସି ଅଞ୍ଚଳରେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଇକୋ ରିଟ୍ରିଟ୍‌

ଦାରିଙ୍ଗବାଡି,୨୪ା୧୦(ଡି.ଏନ୍‌.ଏ.): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ପାରଦ ତଳମୁହାଁ ହେଉଛି। ସେପଟେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ...

ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ...

କଣ୍ଟେନମେଣ୍ଟ ଜୋନରେ ସ୍ଥିତି ପରଖିଲେ ଅଧିକାରୀ

ବଲାଙ୍ଗୀର ଅଫିସ, ୫ା୫-ବଲାଙ୍ଗୀର ଜିଲା ତୁଷରା ସହରାଞ୍ଚଳ, ଗୁଡଭେଲା ବ୍ଳକ ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ ନେଇ ଗଠିତ କଣ୍ଟେନମେଣ୍ଟ ଜୋନ୍‌କୁ ମଙ୍ଗଳବାର ଜିଲାପାଳ...

କୋଟିଆର ଡୋଲିଆମ୍ବରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୨।୧(ସ୍ବ.ପ୍ର.) – ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ଡୋଲିଆମ୍ବ ଗ୍ରାମରେ...

ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା...

ମାଲକାନଗିରିରେ ଆଜି ୧୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ମାଲକାନଗିରି ପୌରପରିଷଦ, କୋରୁକୋଣ୍ଡା, କାଲିମେଳା, ଖଇରିପୁଟ...

ବିଜେଡିର ମିଶ୍ରଣ ପର୍ବ: ଯୋଗଦେଲେ ନରସିଂହପୁର ସରପଞ୍ଚ, ସମିତିସଭ୍ୟ

ବାସୁଦେବପୁର,୧।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତ ବାସନ୍ତୀ ପଡ଼ିଆଠାରେ ବିଜେଡିର ମିଶ୍ରଣପର୍ବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି। ବିଜେଡି ନବନିଯୁକ୍ତ ବ୍ଲକ ସଭାପତି...

Advertisement
Archives

Model This Week