ବଲିଉଡ୍‌ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ ଜ୍ୟାକଲିନ। ସେ କୁହନ୍ତି ଏପର୍ଯ୍ୟନ୍ତ ବଲିଉଡ୍‌ରେ ସେ ଯେତିକି ଫିଲ୍ମରେ କାମ କରିଛନ୍ତି ସବୁଥିରୁ ସେ କିଛି ନା କିଛି ଶିକ୍ଷା କରିଛନ୍ତି। ଆଉ ଆଗକୁ ସେ ଆକ୍ସନ ଆଇକନ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏପର୍ଯ୍ୟନ୍ତ ସେ କିକ, ମର୍ଡର ୨, ଢିସୁମ, ଜୁହଓ୍ବା ୨ ଓ ରେସ୍‌ ୩ ଭଳି ଫିଲ୍ମରେ କାମ କରି ସାରିଛନ୍ତି। ଆଉ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ବଲିଉଡ୍‌ରେ କାମ କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ବୋଳି ମନେକରନ୍ତି। ଦୀର୍ଘ ୧୧ ବର୍ଷ ଭିତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରାୟ ବଡ ବଡ ଲୋକଙ୍କ ସହ କାମ କରିବାର ସୁଯୋଗ ପାଇଥିବା କଥା ପ୍ରକାଶ କରିଛନ୍ତି ଜ୍ୟାକଲିନ। ଏପର୍ଯନ୍ତ ଜ୍ୟାକଲିନ ଥ୍ରିଲର, ଆକ୍ସନ, ଡ୍ରାମା ଓ କମେଡି ଭଳି ଫିଲ୍ମରେ କାମ କରିସାରିଛନ୍ତି। ଆଗକୁ ମଧ୍ୟ ଫିଲ୍ମ ଜରିଆରେ ବହୁତ କିଛି ଶିଖିବାର ଲକ୍ଷ୍ୟ ରଖିଛନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ...

ଘର ବିକିଦେଲେ ବିଗ୍‌ ବି! ଜାଣନ୍ତୁ କେତେ କୋଟିରେ ହେଲା ଡିଲ୍‌

ବମ୍ବେ: ଘର ବିକିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ। ଦକ୍ଷିଣ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ନିଜ ଘରକୁ ବିକିଛନ୍ତି ସେ। ଉକ୍ତ ଘରେ ବିଗ୍‌ବିଙ୍କର...

ଭିନ୍ନ ଲୁକ୍‌ରେ କରୀନା

ବଲିଉଡ୍‌ର ଫ୍ୟାଶନ କୁଇନ୍‌ କରୀନା କପୁର ଖାନ୍‌ଙ୍କ ଭିନ୍ନ ଲୁକ୍‌ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ...

ସଲମାନଙ୍କ ଭାଇ ସୋହେଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଘରୁ ପଳାଇ ଯାଇ ଆର୍ଯ୍ୟ ସମାଜ ମନ୍ଦିରରେ..

ବମ୍ବେ: ବଲିଉଡ୍‌ ଅଭିନେତା ସୋହେଲ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ।...

ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ...

ଏ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ; ପୁଅଙ୍କ ସହ ଫଟୋ ହେଉଛି ଭାଇରାଲ…

ବମ୍ବେ: ଆଗାମୀ ଫିଲ୍ମ ଲାଗି ଶୁଟିଂ କରୁଛନ୍ତି ଅଭିନେତା ବବି ଦେଓଲ। ଏହି ସମୟରେ ସେଟ୍‌ରେ ପହଞ୍ଚିଥିଲେ ମା’ ପ୍ରକାଶ କୌର। ଏହାପରେ ଅଭିନେତା ତାଙ୍କ...

ଶହେ କୋଟି କ୍ଲବରେ ‘ବାଲା’, ପାର୍ଟି କରି ଖୁସି ମନାଇଲା ଟିମ୍‌

ବମ୍ବେ: ପରଦାକୁ ଆସିବାର ତିନି ସପ୍ତାହ ମଧ୍ୟରେ ଶହେ କୋଟି କ୍ଲବରେ ଏଣ୍ଟ୍ରି ମାରିଛି ‘ବାଲା’। ଫିଲ୍ମରେ ନାୟକ ଆୟୁଷ୍ମାନ ଖୁରାନ୍ନା ଓ ନାୟିକା ଭୂମି...

ଅଟୋରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର

ଜଣାଶୁଣା ତାମିଲ ଅଭିନେତା ଭିରୁଟଚଙ୍ଗାକିନ୍ଥଙ୍କ ମୃତଦେହକୁ ବୁଧବାର ଏକ ଅଟୋରୁ ଉଦ୍ଦାର କରାଯାଇଛି। ଦୀର୍ଘଦିନ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମର ଅନୁସନ୍ଧାନରେ ରହିଥିଲେ। ଏବେ...

Advertisement
Archives

Model This Week