ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଷ୍ଟାର କିଡ୍ସ ଓ ତାଙ୍କୁ ଲଞ୍ଚ କରୁଥିବା ବ୍ୟକ୍ତିଙ୍କୁ ୟୁଜର୍ସ ଅନ୍‌ଫଲୋ କରୁଥିବା ଦେଖାଗଲାଣି। ଏହି ସମୟରେ ଅଭିନେତ୍ରୀ କାଜଲ ଇନଷ୍ଟାଗ୍ରାମରେ ନିଜ ଝିଅ ନ୍ୟାସାଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଚମକାଇବା ଭଳି ଖବର ଦେଇଛନ୍ତି। କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ କାଜଲ କହିଛନ୍ତି, ନ୍ୟାସାଙ୍କୁ ସେ ବଲିଉଡ୍‌ରେ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି। ଆଉ ଏକ ପ୍ରଶ୍ନରେ ନ୍ୟାସାଙ୍କର ବଲିଉଡ୍‌କୁ ଆସିବାକୁ ଇଚ୍ଛା ଅଛି କି ନା ପଚାରିବାରୁ କାଜଲ କହିଥିଲେ ନା। ସୂଚନାଯୋଗ୍ୟ, ଅଜୟ ଦେବଗନ ଓ କାଜଲଙ୍କ ଝିଅ ନ୍ୟାସା ଏବେ ମାତ୍ର ୧୭ ବର୍ଷର ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଖୁବ୍‌ ଲୋକପ୍ରିୟ।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କୁ ଦିନରେ ଏତିକି ଥର ଖୋଜନ୍ତି କୁନି ତୈମୁର

ବଲିଉଡର ବେବୋ ଅର୍ଥାତ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। କରିନା...

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା...

ଅର୍ଜୁନଙ୍କ ଇଂରାଜୀ ପ୍ରଫେସର ହେଲେ ତାରା

ମୁମ୍ବାଇ: ଫିଲ୍ମ ‘ଏକ ଭିଲେନ ରିଟନର୍ସ’ର କୋ ଷ୍ଟାର ତାରା ସୁତାରିଆ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ନିକଟରେ...

କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….

ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍‌ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ...

‘ଅଭିନେତ୍ରୀ ଅପେକ୍ଷା ସ୍ତ୍ରୀ ହୋଇ ଖୁସି ଥିଲି’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ହିନ୍ଦୀ ସିନେମାକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କାମ ବ୍ୟତିତ ନିଜର ରୋକଠୋକ୍‌ କଥାକୁ ନେଇ ସର୍ବଦା...

ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍‌

ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୪, ଜୁଲାଇ...

ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି...

କାହିଁକି ସର୍ବଦା ବ୍ରେସ୍‌ଲେଟ୍‌ ପିନ୍ଧନ୍ତି ସଲମାନ

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ ସର୍ବଦା ହାତରେ ଏକ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଏବେ ସେ ପିନ୍ଧୁଥିବା ବ୍ରେସ୍‌ଲେଟ୍‌ ଯୁବପିଢିଙ୍କ ମଧ୍ୟରେ ଏକ ଟ୍ରେଣ୍ଡ ପାଲଟିଲାଣି। ସଲ୍ଲୁ...

Advertisement
Archives

Model This Week