ବଫରଷ୍ଟକ ଲାଗି ୨୫ ହଜାର ଟନ୍‌ ପିଆଜ ସଂଗ୍ରହ

ନୂଆଦିଲ୍ଲୀ,୧୫।୬: ବିଭିନ୍ନ କୃଷକ ଉତ୍ପାଦକ ଅନୁଷ୍ଠାନ ଏବଂ କୃଷି ସମବାୟ ସମିତିଗୁଡିକଠାରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ ପ୍ରାୟ ୨୫ ହଜାର ଟନ୍‌ର ପିଆଜ ସଂଗ୍ରହ କରିଛି। ସରକାରଙ୍କ ଲାଗି ବଫରଷ୍ଟକ ଉଦ୍ଦେଶ୍ୟରେ ଏଭଳି କ୍ରୟ କରାଯାଇଥିବା ଜଣାପଡଛି। ଗତ ବର୍ଷ ନାଫେଡ ୫୭ ହଜାର ଟନ୍‌ ପିଆଜ କ୍ରୟ କରିଥିଲା। ଚଳିତ ବର୍ଷ ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡିକଠାରୁ ଚଳିତ ବର୍ଷ ୧ ଲକ୍ଷ ଟନ୍‌ ପିଆଜ ସଂଗ୍ରହ ନେଇ ଯୋଜନା ରଖାଯାଇଥିବା ନାଫେଡ ପକ୍ଷରୁ ସୂଚନା ରହିଛି। ଘରୋଇ ବଜାରରେ ଦରଦାମକୁ ନିୟନ୍ତ୍ରଣ କରିବା ଏବଂ ୧ ଲକ୍ଷ ଟନ୍‌ର ଏକ ଷ୍ଟକ ରଖିବାକୁ ସରକାର ଯୋଜନା ରଖିଛନ୍ତି। ଏଗୁଡିକ ପିଆଜ ଅଭାବ ଦେଖାଯାଉଥିବା ମାସରେ ବଜାରକୁ ଛଡାଯିବ ବୋଲି ଏହା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ନାହିଁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ, ୯।୯ : ମହାମାରୀ ବର୍ତ୍ତମାନ ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରି ରଖିଛି। ସରକାର ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ କରୁଥିଲେ ମଧ୍ୟ ସବୁ...

ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ...

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇକୁ ୧୬୧୭ କୋଟି

ନୂଆଦିଲ୍ଲୀ,୨୧।୮: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଜରୁରିକାଳୀନ ପୁଞ୍ଜି ଯୋଗାଣ ଯୋଜନା ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲ୍‌ଜିଏସ୍‌)ରେ ଓଡ଼ିଶାର ଅଣୁ କ୍ଷୁଦ୍ର ମଧ୍ୟମ...

ମୂଲ୍ୟ ବଢ଼ାଇଲେ ୨ ଚକିଆ ଯାନ କମ୍ପାନୀ

  ନୂଆଦିଲ୍ଲୀ: ଦେଶର ୨ ଚକିଆ ଯାନ ନିର୍ମାତା କମ୍ପାନୀଗୁଡିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଯାନର ମୂଲ୍ୟ ୨% ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହା ମଧ୍ୟରେ ହିରୋ...

ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ୍‌ ଗେନ୍‌

ଭୁବନେଶ୍ୱର,୪।୮:ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଉପତ୍ାଦ ‘ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ ଗେନ୍‌’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଯାହା ଏକ ବିସ୍ତୃତ ଲାଇଫ୍‌ ଇନ୍‌ସ୍ୟୁରାନ୍ସ...

୩ ମାସ ଯାଏ ହେବନି ଇନ୍‌ସଲଭେନ୍ସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇନ୍‌ସଭଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କାର୍ଯ୍ୟାନୁଷ୍ଠାନକୁ ଆଗାମୀ ୩ ମାସ ବାତିଲ ରଖିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ଏହି ପ୍ରକ୍ରିୟା ନ...

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ରାଶି ଭରଣା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳକୁ ୬...

ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ରନ୍ଧନ ଗ୍ୟାସ୍‌ ଦାମ୍‌

ନୂଆଦିଲ୍ଲୀ,୧।୧: ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ବୁଧବାରଠାରୁ ରନ୍ଧନ ଗ୍ୟାସ୍‌ ଦାମ୍‌ ୧୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଅଣ-ସବସିଡ୍‌...

Advertisement
Archives

Model This Week