ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ ଚାନ୍ଦପୋଷ ଗ୍ରାମ ନିକଟ ଏକ ଖୋଲାପଡ଼ିଆରେ ବୁଲୁଥିବା ୮ ଗୋରୁଙ୍କର ମୃତ୍ୟୁ ଘଟିଛି। ସେଥିରେ ୬ଟି ବଳଦ ଓ ୨ଟି ଗାଈ ଥିବା ଜଣାପଡ଼ିଛି। ଖବର ପାଇ ପଦ୍ମପୁର ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ, ସାମାଜିକକର୍ମୀ ଟିକେଶ୍ୱର କାଲୋ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କୁଆଁରମୁଣ୍ଡା ରାଜସ୍ବ ନିରୀକ୍ଷକ, କୁଆଁରମୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ। ରାଜସ୍ବ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମ୍ପୃକ୍ତ ଗୋପାଳକମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ମୃତ ୮ଗୋରୁଙ୍କୁ ଗାତଖୋଳି ପୋତିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନୟାଗଡ଼ ଅଫିସ, ୫।୪:ନୟାଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଇଟାମାଟି ପାଇକସାହିର ଦଣ୍ଡପାଣି ପ୍ରଧାନଙ୍କୁ ଇଟାମାଟି ଫିଲ୍ମ ହଲ ନିକଟରୁ ଗିରଫ କରି ୪୭ ଗ୍ରାମ...

ରାସ୍ତା ପାଇଁ ଗଛ କଟାକୁ ଛାତ୍ରୀଛାତ୍ରଙ୍କ ବିରୋଧ

ଜଗତ୍‌ସିଂହପୁର ଅଫିସ, ୧୩।୪: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରୁ ଗଛ କଟା ଚାଲିଛି। ଇଣ୍ଡୋର ଷ୍ଟାଡିୟମକୁ ସଂଯୋଗ କରିବାକୁ...

ଏସ୍‌ଆଇଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ

ରାଉରକେଲା ଅଫିସ,୧୭।୨: ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ...

ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ

ସୁନ୍ଦରଗଡ଼,୮।୩(ଡି.ଏନ୍‌.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮ ମସିହାର ଖରିଫ୍‌ ଧାନଚାଷ ବୀମାରାଶି ପ୍ରଦାନ ନେଇ ଉଭୟ ପ୍ରଶାସନ ଓ ବୀମା କମ୍ପାନୀ ବିଭିନ୍ନ...

କଲେଜ ବାର୍ଷିକ ଉତ୍ସବକୁ ନେଇ ଛାତ୍ର ଗୋଷ୍ଠୀ ଛକାପଞ୍ଝା

ନାଉଗାଁ,୧୮ା୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ କଲେଜ ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗୋଟିଏ ଛାତ୍ର ଗୋଷ୍ଠୀ ବାର୍ଷିକ...

ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ: ବ୍ଲକ ପକ୍ଷରୁ ମନ୍ଦିରକୁ ଷ୍ଟିଲ୍‌ ଗ୍ଲାସ୍‌ ପ୍ରଦାନ

ବଅଁରପାଳ,୨।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନୁଗୋଳ ଲାୟନ୍ସ କ୍ଲବ ହାର୍‌ମୋନି ପକ୍ଷରୁ ବୁଧବାର ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ କୁଲାଡ଼ ଶିବମନ୍ଦିର ଓ...

ଜିଏସ୍‌ଟି ଚଢ଼ାଉ, ୧୭.୮୧ ଲକ୍ଷ ଟଙ୍କା ଜବତ

କଟକ ଅଫିସ,୮ା୨: ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ ମଙ୍ଗଳବାର କଟକର ଜଣେ ବ୍ୟବସାୟୀଙ୍କ...

Advertisement
Archives

Model This Week