Posted inଫୁରସତ

ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ମାଛ କରନ୍ତି ଲିଙ୍ଗ ପରିବର୍ତ୍ତନ

କାଲିଫର୍ନିଆ: ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା କେତେକ ମାଛ ପ୍ରଜାତି ନିଜ ଜୀବନକାଳ ମଧ୍ୟରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଏନେଇ ଆମେରିକା କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡେଭିସ୍‌ କଲେଜରେ ଗବେଷକମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଇଭୋଲ୍ୟୁଶନ ଏବଂ ଇକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ପ୍ରଫେସର ଜେନିଫର ହୋଜ୍‌ଙ୍କ ନେତୃତ୍ୱରେ ହୋଇଛି। ପ୍ରବାଳ ପ୍ରାଚୀର ନିକଟରେ ବାସ କରୁଥିବା ଏଭଳି ମାଛ ଜୀବନର ପ୍ରଥମ ପ୍ରର୍ଯ୍ୟାୟରେ ମାଈ ଥିବାବେଳେ ପରେ ଅଣ୍ଡିରା ହୋଇଯାଇଥାନ୍ତି। ତେବେ ଏହା ମାଛ ଦଳ ଉପରେ ହିଁ ନିର୍ଭର କରିଥାଏ। ଯଦି ମାଛ ଦଳରେ ଅଧିକ ମାଈ ମାଛ ଥାନ୍ତି ତେବେ କିଛି ମାଛ ଲିଙ୍ଗ ପରିବର୍ତ୍ତନ କରି ଅଣ୍ଡିରା ହୋଇଯାଆନ୍ତି। ପ୍ରଜନନ ଋତୁରେ ସୁବିଧା ଲାଗି ମାଛମାନେ ଏଭଳି କରୁଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…

ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ...

‘ମହିଳାଙ୍କ ‘ନା’ର ଅର୍ଥ କଣ ଜାଣନ୍ତି? ଯଦି ନୁହେଁ ତେବେ ଦେଖନ୍ତୁ ପୋଲିସର ଏହି ଭିଡିଓ

ନୂଆଦିଲ୍ଲୀ: ଯଦି ଆପଣ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡର୍‌’ ଦେଖିଥିବେ, ତେବେ ଆପଣଙ୍କୁ ଏହାର ଗୀତ ‘ତୁ ହାଁ କର୍‌ ୟା ନାଁ କର୍‌, ତୁ...

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ...

ଅଜବ ଜିନ୍ସ

ଜିନ୍ସ ଫ୍ୟାଶନ କେବେ ଆଉଟ୍‌ଡେଟେଡ୍‌ ହୋଇ ନ ଥାଏ। ସବୁବେଳେ ଏହାର ଚାହିଦା ରହି ଆସିଛି। କାରଣ ସମୟକ୍ରମେ ଏହାର ଷ୍ଟାଇଲ୍‌ରେ ଆସିଛି ଅନେକ ପରିବର୍ତ୍ତନ।...

ଟଏଲେଟ୍‌ ଡିଜାଇନିଂ କଲେ ନାସା ଦେଉଛି ୨୬ ଲକ୍ଷ ନଗଦ ପୁରସ୍କାର

ଓ୍ବାଶିଂଟନ, ୨୯।୬: ଚନ୍ଦ୍ର ତଥା ମହାକାଶକୁ ଯାଉଥିବା ଯାନରେ ସୁବିଧା ସୁଯୋଗ ଯେଭଳି ମିଳିପାରିବ ସେନେଇ ନାସା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ମହାକାଶ ଯାନରେ...

ଯେଉଁ ସମୁଦ୍ରରେ ମଣିଷ ବୁଡେ ନାହିଁ

ଦୁନିଆରେ ଏମିତି ଅନେକ କିଛି ଘଟଣା ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞ। ଏମିତି ଘଟଣା ରହିଛି ଏକ ସମୁଦ୍ରକୁ ନେଇ, ଯେଉଁଠାରେ ବିନା...

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ।...

କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି

ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର...

Advertisement
Archives

Model This Week