Posted inଜାତୀୟ

ପୂର୍ବତନ ବିଧାୟକଙ୍କ ଅଜବ ଦାବି: ହନୁମାନ ଚାଳିଶା ପଢିଲେ କରୋନା ସଙ୍କଟରୁ ମିଳିବ ମୁକ୍ତି

ଭୋପାଳ,୧୨।୬: ମଧ୍ୟପ୍ରଦେଶର ସେହୋର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସାକ୍ସେନା କରୋନା ସମ୍ପର୍କରେ ଅଜବ ଦାବି କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରମେଶ କହିଛନ୍ତି ଯେ, କରୋନା ପାଇଁ ଡାକ୍ତରୀ ବିଜ୍ଞାନରେ କୌଣସି ଔଷଧ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ତେଣୁ କେବଳ ଭଗବାନଙ୍କ କୃପା ମନୁଷ୍ୟକୁ ଏଭଳି ସଙ୍କଟରୁ ରକ୍ଷା କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ହନୁମାନ ଚାଳିଶା ଉଲ୍ଲେଖ ଅଛି ‘ନାସୈ ରୋଗ ହରୈ ସବ ପିରା, ଜପତ ନିରନ୍ତର ହନୁମତ ବିରା’, ଏଥିରୁ ସ୍ପଷ୍ଟ ଯେ ହନୁମାନଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ସହ ପ୍ରତିଦିନ ହନୁମାନ ଚାଳିଶା ପାଠ କଲେ କରୋନା ସଙ୍କଟରୁ ମୁକ୍ତି ମିଳିବ ବୋଲି ସକ୍ସେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଜାଲ ଭାକ୍ସିନ୍‌ ଭାରତରେ ଛୋଟ ପିଲାଙ୍କୁ କରୋନାରୁ ଦେବ ସୁରକ୍ଷା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଲୀ,୨୩।୫: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ତୃତୀୟ ଲହର ଆଶଙ୍କାକୁ ନେଇ ଦେଶ ସତର୍କ ରହିବା ଆବଶ୍ୟକ ବୋଲି...

ଗୋବରରୁ ପ୍ରସ୍ତୁତ ୩୫ ଫୁଟ୍‌ର ହନୁମାନଙ୍କ ମୂର୍ତ୍ତି: ହଜାର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ କ୍ଷତି

ଜୟପୁର,୧୫।୨: ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ...

ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ

ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି।...

ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି...

ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ୫୦୦ କୋଟିରୁ ଅଧିକ କାରବାର …

ନୂଆଦିଲ୍ଲୀ, ୧୪।୮ : ସମଗ୍ର ଦେଶରେ ଭାରତୀୟ ତ୍ରିରଙ୍ଗାକୁ ପ୍ରତିଟି ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର୍‌ ଘର୍‌...

ଟିଏମସି ନେତାଙ୍କ ନିର୍ମାଣାଧିନ ଘର ଉପରେ ଦେଶୀ ବୋମା ଆକ୍ରମଣ, ୨ ରାଜମିସ୍ତ୍ରୀ ଆହତ

କୋଲକାତା, ୬ ।୧୧: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ରବିବାର ଟିଏମସିିର ପଞ୍ଚାୟତ ସଦସ୍ୟଙ୍କ ନିର୍ମାଣାଧିନ ଘର ଉପରେ ଦେଶୀ ବୋମା ପକାଯାଇଛି ।...

ବ୍ୟାଙ୍କ ଠକେଇ: ୪ ବର୍ଷରେ ୩୮ ଅଭିଯୁକ୍ତ ଛାଡ଼ିଛନ୍ତି ଦେଶ

ନୂଆଦିଲ୍ଲୀ, ୧୫।୯: ବ୍ୟାଙ୍କ ଠକେଇ ଅଭିଯୋଗରେ ଗତ ୪ ବର୍ଷ ମଧ୍ୟରେ ୩୮ ଅଭିଯୁକ୍ତ ଦେଶ ଛାଡ଼ିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏନେଇ...

କହୁକହୁ କହିଦେଲେ ସତ: କମଳନାଥଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ମୋଦି

ଇନ୍ଦୋର,୧୭।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାଚ୍ୟୁତ କରିଥିଲେ। ଏସମ୍ପର୍କରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କହିଛନ୍ତି। ଇନ୍ଦୋରଠାରେ ଏକ...

Advertisement
Archives

Model This Week