Posted inଖେଳ

ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି। ଭାରତୀୟ ଦଳର ଷ୍ଟାର୍‌ ସପନର ଶିଖର ଧାଓ୍ବନ ନିଜ ଫ୍ୟାନଙ୍କ ସହ ଯୋଡି ହୋଇ ରହିବା ପାଇଁ ପ୍ରତିଦିନ ନିଜ ଇନ୍‌ଷ୍ଟାଗ୍ରାମରେ କିଛି ନା କିଛି ମଜାଦାର ଭିଡିଓ ଶେୟାର କରିଥାଏ। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସେ ପୁଅ ଜୋରାଭର ସହ ରାସ୍ତାରେ ବୁଲୁଥିବା ଗାଈଙ୍କୁ ଖାଦ୍ୟ ଦେଉଥିବା ଦେଖାଯାଇଛି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ଜଣେ ପିତା ଭାବରେ, ମୋ ପୁଅକୁ ଜୀବନର ପ୍ରକୃତ ମୂଲ୍ୟବୋଧ ଶିଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ଅନ୍ୟମାନଙ୍କ ପ୍ରତି ଦୟାଳୁ ହେବା। ପ୍ରତ୍ୟେକଙ୍କ ଜୀବନରେ ଏହାର ବିଶେଷ ଆବଶ୍ୟକତା ରହିଛି। ଏହି କଠିନ ସମୟରେ ଭୋକିଲା ପଶୁମାନଙ୍କୁ ଖାଇବାକୁ ଦେବା ଗୁରୁତ୍ୱପୂର୍ଣ୍ଣ। ତେଣୁ ପୁଅକୁ ଏପରି ଶିକ୍ଷା ଦେଇ ନିଜକୁ ଗର୍ବିତ ଅନୁଭବ କରୁଛି। ସମସ୍ତଙ୍କୁ ଏଭରି କରିବାକୁ ଅନୁରୋଧ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ, କୋହଲିଙ୍କୁ କ୍ଲାର୍କଙ୍କ ପ୍ରଶଂସା

ମେଲବୋର୍ନ,୧୦।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ମାଇକେଲ କ୍ଲାର୍କ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନ୍‌ଙ୍କ ଭଳି...

କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ, ସେହ୍ବାଗଙ୍କ ପ୍ରେମ କାହାଣୀ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ...

ସର୍ବାଧିକ ଥର ଇନିଂସ ବିଜୟ ହାସଲ କରିଥିବା ଭାରତୀୟ ଅଧିନାୟକ କୋହଲି

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ଓ ୧୩୦ ରନ୍‌ରେ ଜିତି ନେଇଛି।...

ସଂସ୍କୃତିରେ ପରିବର୍ତ୍ତନ, ଫିଟ୍‌ନେସ୍‌ର ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲିଂରେ ଉନ୍ନତି ହୋଇଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬।୭: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦ୍ରୁତ ବୋଲିଂରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌...

୧୨ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ

ପାଲିକେଲ୍‌,୨ା୭: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି।...

ଗୋଟିଏ ଇନିଂସରେ ୧୦ ଉଇକେଟ ନେଲେ ଏଜାଜ ପଟେଲ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି।...

ପ୍ୟାରିସ ଲୋକାରଣ୍ୟ

ପ୍ୟାରିସ୍‌,୨୧ା୧୨(ପି.ଟି): ବିଶ୍ୱକପ୍‌ ଫାଇନାଲରେ ଫ୍ରାନ୍ସ ଦଳ ପରାଜିତ ହୋଇଥିଲେ ହେଁ ପ୍ୟାରିସରେ ଦଳକୁ ମିଳିଛି ଅଦ୍ଭୂତପୂର୍ବ ସ୍ବାଗତ। କିଲିଆନ୍‌ ଏମ୍‌ବାପେ ଏବଂ ଦଳର ଅନ୍ୟ ସମସ୍ତ...

ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ

କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ...

Advertisement
Archives

Model This Week