‘ପାତାଳ ଲୋକ’ରୁ ହଟିଲା ଭାଜପା ନେତାଙ୍କ ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଯୋଜନାରେ ନିର୍ମିତ ‘ପାତାଳ ଲୋକ’ ଏବେ ବିବାଦ ଘେରରେ ରହିଛି। ବିନା ଅନୁମତିରେ ଭାଜପା ନେତା ନନ୍ଦକିଶୋର ଗୁଜରଙ୍କ ଫଟୋ ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହେବାରୁ ଉକ୍ତ ଫଟୋଟିକୁ ହଟାଇଦିଆଯାଇଛି। ଅନୁଷ୍କାଙ୍କ ନାଁରେ ରାଷ୍ଟ୍ରଦ୍ରୋହ ମାମଲା ମଧ୍ୟ ରୁଜୁ କରିଛନ୍ତି। ଓ୍ବେବସିରିଜ୍‌ ‘ପାତାଳ ଲୋକ’ ସିଜିନ-୧ର ଏପିସୋଡ-୬ରେ ନନ୍ଦକିଶୋରଙ୍କ ଫଟୋ ବ୍ୟବହାର କରାଯାଇଥିଲା। ଏହି ଶୋ’ରେ ତାଙ୍କ ଫଟୋକୁ ଜଣେ ଅପରାଧୀ ଭାବେ ଦର୍ଶାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏନେଇ ସେ ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି ଶୋ’କୁ ନିଷିଦ୍ଧ କରିବା ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଏହି କାରଣ ପାଇଁ ଝିଅର ନାମ ‘ଭାମିକା’ ରଖିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୨୦୨୧ ଜାନୁୟାରୀ ୧୧ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।...

ପ୍ରେମରେ ପଡିଲେ ହୁମା

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ଏବେ ପୁଣି ଏକ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଯୋର ଧରିଛି। କାରଣ ବଲିଉଡ୍‌ ଅଭିନେତ୍ରୀ...

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ଅପେରା ଖବର ସ୍ବର୍ଣ୍ଣ ମହଲର ସୁନା ବୋହୂ

ସେ ବୋହୂ ନୁହଁ, ସୁନା ବୋହୂ। ତା’ ନୀତି ଆଦର୍ଶ, ଆଚାର ବ୍ୟବହାର ସମସ୍ତଙ୍କୁ ଏପରି ପ୍ରଭାବିତ କରିଛି ସେ ସମସ୍ତଙ୍କ ମୁହଁରେ ଯେ କେହି...

ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ...

ବିବାହ କଥା ଉଠିବାରୁ ଏହି ଅଭିନେତ୍ରୀଙ୍କ ସହ କଥା ହେଉ ନ ଥିଲେ ବାପା

ଆଜି ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ବିବାହ ବାର୍ଷିକୀ। ଉଭୟ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର...

ଅଭିନେତ୍ରୀ ଭାବେ ପ୍ରଥମ କରୋନା ଟିକା ନେଲେ ଶିଳ୍ପା

ମହାମାରୀ କରୋନା ସହ ଲଢ଼ିବା ପାଇଁ ଟିକାକରଣ ଆରମ୍ଭ ହୋଇଛି। ନୂଆ ବର୍ଷରେ ଲୋକଙ୍କୁ ଏହି ଉପହାର ମିଳିଛି। ଇତିମଧ୍ୟରେ ଭାରତରେ ମଧ୍ୟ ଟିକାକରଣ ଆରମ୍ଭ...

ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ...

Advertisement


Archives

Model This Week

Why Dharitri