ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୩

ସିନ୍ଧ,୨୦।୩: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଶୁକ୍ରବାର ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରୀ ଡା. ଆଜ୍ରା ଫାଜଲ ପେଚୁହୋ ଏହି ସୂଚନା ଦେଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ। ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୫୧। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଛି କହିଲେ ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧୦ ବର୍ଷ ଜେଲ

ମସ୍କୋ,୩ା୩: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍‌ ବିଆଲିଆତ୍‌ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

ଗାନ୍ଧୀ ବାଦୀ ବିଚାରଧାରା ପ୍ରତି ହୋଇଛି ବିଶ୍ୱାସଘାତ: ଆମେରିକା ସାଂସଦ…

ଓ୍ବାଶିଂଟନ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଚ ଦଣ୍ଡାଦେଶ ଏବଂ ପରେ ଲୋକସଭା ସଦସ୍ୟତା ହରାଇବା ପ୍ରସଙ୍ଗରେ, ଭାରତରେ ସମଗ୍ର ବିରୋଧୀ ଦଳ ଏକଜୁଟ ହୋଇଛନ୍ତି।...

ହାଇକୋର୍ଟର ଦ୍ୱାରସ୍ଥ ହେଲେ ମୁଶରଫ

ଇସ୍‌ଲାମାବାଦ,୨୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ଶାସକ ପରଭେଜ ମୁଶରଫ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଶଦ୍ରୋହ ମାମଲାରେ ତାଙ୍କୁ ଏକ ସ୍ପେଶାଲ କୋର୍ଟ...

ବର୍ଷେ ପରେ ବଦଳିବେ ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀ ଧରିବେ ଡୋର…

ଟୋକିଓ,୨୯।୯: ବର୍ଷେ ପରେ ପୁଣି ଜାପାନରେ ପ୍ରଧାନମନ୍ତ୍ରୀ ବଦଳିବାକୁ ଯାଉଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ବଦଳରେ ଏବେ ଫୁମିଓ କିଶିଦା ଦାୟିତ୍ୱ ସମ୍ଭାଳିବେ। ୬୪...

ଶସ୍ତା ହୋଇପାରେ ଶସ୍ୟ, ଯୁଦ୍ଧ ପରେ ପ୍ରଥମ କରି ୟୁକ୍ରେନରୁ ବାହାରିଲା ଏକ ଶସ୍ୟ ଭର୍ତ୍ତି ଜାହାଜ

କ୍ୱିଭ,୨ ।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମଥର ଲାଗି ୟୁକ୍ରେନର ବନ୍ଦର ଓଡେଶାରୁ ଶସ୍ୟ ଭର୍ତ୍ତି ଏକ ଜାହାଜ ବାହାରିଛି । ଏଥିରୁ ଅନୁମାନ କରାଯାଉଛି...

କୋଭିଡ-୧୯: ବ୍ରାଜିଲରେ ମୃତଦେହ ରଖିବାକୁ ସ୍ଥାନର ଅଭାବ!

ବ୍ରସିଲିଆ,୨୫।୪: କରୋନା ସଂକ୍ରମଣ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ଆମେରିକାରେ ପ୍ରତିଦିନ ସର୍ବାଧିକ କରୋନା ସଂକ୍ରମିତଙ୍କ...

ବାଇଡେନ୍‌ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍‌…

ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍‌...

ଇମ୍ରାନଙ୍କୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ୨ ମନ୍ତ୍ରୀ

ଇସଲାମାବାଦ୍‌,୩୦।୩: ପାକିସ୍ତାନରେ ଏକ ରାଜନୈତିକ ଅସ୍ଥିରତା ଜାରି ରହିଛି। ଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଦେଶକୁ ସମ୍ବୋଧିତ...

Advertisement
Archives

Model This Week