ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା । ଏହି ସଂନ୍ଧ୍ୟାରେ ମହୋତ୍ସବର ମୁକ୍ତାକାଶ ମଂଚଞ୍ଚରେ ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟଗୀତ ,ମଡର୍ଣ୍ଣଡ୍ୟାନ୍ସ,ଲୋକନୃତ୍ୟ,ପାଇକ ଅଖଡାଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ା ସଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପାଖୁଡାରେ ଆଂଚଳିକ ସାଂସ୍କତିକ କାର୍ଯ୍ୟକ୍ରମରେବେଗୁନିଆ ବ୍ଲକ କଂଟାମଳିମ ଗ୍ରାମର ମା’କାଳିକାସଂଘର ପାଇକ ଆଖଡା ର ସାମରିକ ରଣ କୈାଶଳ ଦର୍ଶକ ମାନଙ୍କୁ ପାଇକ ବିଦ୍ରୋହ କୁ ମନେପାକଇଦେଇଥିଲା । ଅନ୍ୟପମଂଚରେ ପରିବେଷିତ, ସଂଙ୍କିର୍ତନ ଡ୍ୟାନ୍ସ ଡ୍ୟାନ୍ସ ଓ ନାଟକ ବେଶ ଉପଭୋଗ୍ୟ ଥିଲା ।

ସଂସ୍କୃତିକ କାର୍ଯ୍ୟକ୍ରମର ୨ୟ ପାଖୁଡାରେ ଭାରତ ସରକାରଙ୍କ କୋଲକତା ସ୍ଥିତ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଂଟର ପ୍ରାୟୋଜିତ ପୁରୁଲିଆର ଛଉ ନୃତ୍ୟ ଦର୍ଶକ ମାନଙ୍କ ପାଇଁ ଅକର୍ଷଣୀୟ ଥିଲା । ସେହିପରି ରାଜ୍ୟସଂସ୍କୃତି ବିଭାଗ ସୈାଜନ୍ୟରେ କଳାହାଣ୍ଡି ରୁ ଆସିଥିବା ବଜାସାଲ ନୃତ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାସଂସ୍କୃତି ବିଭାଗ ପକ୍ଷରୁ ଭରବଙ୍କନଶ୍ୱରୁ ଆସିଥିବା ଲୋକନୃତ୍ୟ ଓଡିଶା କଳା ସଂସ୍କୃତି କୁ ଉଦଯିବିତ କରିଥିଲା । ଅପରପକ୍ଷରେ ବୋଲଗଡର ଆରଧନା ପ୍ରିନସେସ ଡ୍ୟାନ୍ସ ଡ୍ୟାନ୍ସ ଏକାଡେମୀ ର କ୍ରିଏଟିଭ ଡ୍ୟାନ୍ସ ଓ ରାଜସୁନାଖଳା ରକଷ୍ଟାର ଗ୍ଲୋଭି ବଏଜ ଟିମର ମଡର୍ଣ୍ଣ ଡ୍ୟାନ୍ସକୁ ଯୁବକ ମାନେ ମନଭରି ଉପଭୋଗ କରିଥିଲେ ।

ମହୋତ୍ସବ କମିଟି ଉପସଭାପତି କୃଷ୍ଣ ମହୋନ ପାଲଟାସିଂହ ପୈାରୋହିତ୍ୟରେ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସତ୍ୟ ପ୍ରକାଶ ନାୟକ , ସମ୍ମାନୀତ ଅତିଥି ଭାବେ ଯୁବନେତା ପ୍ରଦୀପ କୁମାର ସାହୁ ,ପୃଥିବଲ୍ଲଭ ପଟ୍ଟନାୟକ, ସୁଶ୍ରୀ ଗୈାରୀ ଦେବୀ ,ଧିରେଶ ମହାପାତ୍ର,ଗଦାଧର ଚମ୍ପତି,ଶ୍ରୀନିବାସ ଛୋଟ୍ଟରାୟ ଅମ୍ବିକା ପ୍ରସାଦ ମହା‘ି,ମହୋସତ୍ବ ସ୍ମରଣୀକା କମିଟିରସମ୍ପାଦକ ପାର୍ବତିକା‘ ଚମ୍ପତିରାୟ ପ୍ରମୁଖ ମଂଚାସିନ ଥିଲେ । ପୁଜ୍ୟପୂଜା କାର୍ଯ୍ୟକ୍ରମରେ ବୋଲଗଡ ରନତ୍ ସମ୍ମାନରେ ଡକ୍ଟର ରୋହିଣୀକା‘ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯଅଇଛି । ସେହିପରି ବୋଲଗଡ ସମ୍ମାନରେ ଶତ୍ରୁଷ୍‌ନ ମାନସିଂହ ଏବଂ ସୁଶ୍ରୀ ଆରୋଶିଖା ଦିବ୍ୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri