ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ ଓ୍ବାର୍ଡ ସଭ୍ୟଠାନୁ ମୂଲ କରି ପଁଚେତ୍‌ରେ ସରପଁଚ୍‌, ବ୍ଲକରେ ଚେୟାରମ୍ୟାନ, ଜିଲାସ୍ତରରେ ଜିଲାପରିଷଦ ଅଧ୍ୟକ୍ଷ କାଯ୍‌ କରୁଛନ୍‌। ସେ ହିସାବେ ସରକାରୀ ସ୍ତରରେ ବି ବେବସ୍‌ତା ରହିଛେ। ସରକାରକଁର ସବୁ ବିକାଶ ମୂଲକ ଯୋଜନା ଇମାନକର ଜରିଆରେ ହେଉଛେ। ହେଲେ ଆଏଜ୍‌ ବି ଅନେକ ଜାଗାରେ ସରକାରୀ ଅଧ୍‌କାରୀ, ଜନପରତିନିଧିକର ଉଦାସିନତା ଲାଗି ଲୋକ ନିଜର ପରିଚଏ ଖୁଜୁଛନ୍‌। ସେମାନକର ଘରଦୁଆର କି କିଠାକାନା ବଲି କିଛି ନଁାଇଁନ। ଦେଶରେ ଜନମ ହେଇ ବି ସମକର ଲାଗି ବିଦେଶୀ ପାଲଟିଯାଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ସାଲଣା ଗଁାରେ।
ସୂଚନା ହିସାବେ ଭେଡେନ ବ୍ଲକ ଚିିଚିଣ୍ଡା ଗଁାର ଦୁର୍ଜନ ନାଇକ(୭୫)। ଜନ୍‌ମୁ ସେ ଦିବ୍ୟାଙ୍ଗ ଆଏ। ତାକର ଡେବ୍‌ରି ଗୋଡ଼ କାମ୍‌ ନାଇଁକରବାର। ସେନ୍‌ତା ସେ ବହୁତ୍‌ କମ୍‌ ଶୁନିପାରୁଛନ୍‌। ଠାରନାରରେ ଯାହା ବୁଝୁଛନ୍‌ କହୁଛନ୍‌। ଗଁାରୁ ଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌। ଯେନ୍‌ ଗଁାରେ ବେଲବୁଡ଼ଲା ସେଟା ତାକର ଠିକାନା ପାଲ୍‌ଟୁଛେ। ଏନ୍‌ତା ଘଡ଼ିସଁଧି ସମିଆରେ ଦୁର୍ଜନକୁଁ ଥାନୀଅ ଧରିତ୍ରୀ ପରତିନିଧି ସାଲଣା ଗଁା ହରିଜନପଡ଼ାର କମ୍ୟୁନିଟି ସେଣ୍ଟରରେ ହବଡ଼େଇଥିଲେ। ଦୁର୍ଜନକଁର ଗୁଲ୍‌ଗୁଲା ଦେଖି ସେ ତାକର ବାବ୍‌ଦେ ପଚାରିଥିଲେ। ଦୁର୍ଜନ ନିଜର ଦୁଖ୍‌ ବଖାନି କହିଥିଲେ ଯେ, ମୋର ନିଜର ଗଁା ଚିଚିଣ୍ଡା। ହେଲେ ଜମିବାଡ଼ି କି ସଁପତି ବଲି କିଛି ନାଇଁ। ଆମେ ଦୁଇ ଭାଇ ବହେନ୍‌ ଛୁଆଦିନୁ ଦିବ୍ୟାଙ୍ଗ। ସାନ ଥିଲାବେଲେ ମା’ବାପ୍‌କେ ହରେଇଥିଲୁଁ। ସେଥିରଲାଗି ଭାଇବହେନ୍‌ ଛୁଆଦିନୁ ଗଁାଗଁଡ଼ା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିଲୁଁ। ଭିନ୍ନକ୍ଷମ ବଲି ବିହାଚୁରା ବି ନାଇଁ ହେଇ। ଏହେଦେ ଦୁନିଅଁାରେ ମୋର ନିଜର ବଲି କେହି ନଁାଇଁନ। ଗଲା ବଛର ବହେନ୍‌ ମିଞ୍ଜୋ ମୋତେ ଛାଡ଼ି ଆରପାରକେ ଚାଲିଯାଇଛେ। ମୋର ଘରଦୁଆର, ଭୋଟର କାର୍ଡ, ଆଧାର କାର୍ଡ କି ରାଶନ କାର୍ଡ କିଛି ନଁାଇଁନ। କେହେନ୍‌ସି ପରକାର ସରକାରୀ ସୁବିଧା ସୁଯୋଗ ନାଇଁ ପାଏବାର। ଦେଶରେ ଜନମ୍‌ ହେଇଛେଁ ସତ୍‌ ଆଗିଅଁା, ହେଲେ ମୋର ପରିଚଏ କି ଠିକାନା ବୋଲି କିଛି ନାଇଁ। ମୁଇଁ ଝନେ ବିଦେଶୀ ଜୀବନ୍‌ ବିତଉଛେଁ। ଏନ୍‌ତା ଜୀବନ୍‌ ଜିଁବାର ଯାହା ମରିଗଲେ ଭଲ ବଲି ସେ କହିଥିଲେ। ଦୁଖି ଦୁର୍ଜନକଁର ଉପରେ ଜିଲା ପରଶାସନ, କେହେନ୍‌ସି ସାମାଜିକ ସଂସ୍ଥା ଦୁରୁଷ୍‌ଟି ଦେଇ କେହେନ୍‌ସି ବୃଦ୍ଧାଶ୍ରମରେ ଥଇଥାନ କରବାର ସଂଗେ ସବୁପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଚିଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୬।୬(ଡି.ଏନ.ଏ)- ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ...

ମହୁମାଛି ଆକ୍ରମଣରେ ଯୁବକଙ୍କ ପ୍ରାଣଗଲା, ୨ ଗୁରୁତର

କପ୍ତିପଦା,୧୦ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମାଙ୍କଡ଼ପଡ଼ା ପଞ୍ଚାୟତ ଅନ୍ତର୍ଗତ ଚେମଚଟା ଗ୍ରାମରେ ମଙ୍ଗଳବାର ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିତ୍ବା ବେଳେ ଅନ୍ୟ...

ସମୁଦ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ

ଛତ୍ରପୁର,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ମଙ୍ଗଳବାର ପାରାଦ୍ୱୀପର ଏକ ବୋଟ୍‌ରେ ଆସିଥିବା ମତ୍ସ୍ୟଜୀବୀମାନେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ କରିଥିବା...

ଋଣ ଚିନ୍ତାରେ ବିଷ ପିଇଲେ ଚାଷୀ

ଜଳେଶ୍ୱର, ୧୬।୧୧(ଡି.ଏନ.ଏ.): ଚକଡ଼ା ପୋକ ଲାଗି ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା...

ଅନିଶ୍ଚିତତାରେ ଗୁଣପୁର-ଥେରୁବାଲି ରେଳପଥ

ଗୁଣପୁର,୧୮ । ୨(ଡି.ଏନ୍‌.ଏ.) କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଛନ୍ଦି ହୋଇ ଅନିଶ୍ଚିତତା ଆଡ଼କୁ ଚାଲିଯାଉଛି ଗୁଣପୁର-ଥେରୁବାଲି ରେଳପଥ। କେନ୍ଦ୍ର ସରକାର ଏହି ପ୍ରକଳ୍ପ ଲାଭଦାୟକ...

ବର୍ଷାରେ ଭିଜିଲା ଅମଳ ଧାନ

ବନ୍ତ,୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇଛି। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ...

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ...

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି...

Advertisement
Archives

Model This Week