ନୀରବତା ବି କହି ଦେଇଥାଏ ବହୁ କଥା: ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଭାବୁକ ହେଲେ ବିଦ୍ୟୁତ୍‌ ଜାମଓ୍ବାଲ

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ସୋସିଆଲ୍‌ ମିଡ଼ିଆରେ ବହୁ ୟୁଜର ନାନା ମନ୍ତବ୍ୟ ଦେଉଛନ୍ତି। ତେବେ ଦୁଇ ଦିନ ଧରି ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ ସୁଶାନ୍ତଙ୍କ ସମ୍ପର୍କରେ ସୋସିଆଲ୍‌ ମିଡ଼ିଆରେ କିଛି କହି ନ ଥିଲେ। ଏନେଇ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ବେଳେବେଳେ ନୀରବତା ବି ବହୁ କଥା କହି ଦେଇଥାଏ । ଦୁଃଖରେ ଆଖିରେ ଲୁହ ନ ଥିଲେ ଅବା ଭାବାବେଗ ପ୍ରକାଶ ପାଇଁ ନ ଲେଖି ପାରିଲେ ବି ନୀରବତାରେ ଶୋକ ପ୍ରକାଶ କରି ହୋଇଥାଏ ବୋଲି ସେ ଟୁଇଟ୍‌ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସିନେମାର ପ୍ରଥମ, ଗ୍ରୀସରେ ରିଲିଜ୍‌ ହେବ ଫିଲ୍ମ

ସାଉଥ୍‌ ସିନେମାର ରକିଂ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’କୁ ଅପେକ୍ଷା କରିଛନ୍ତି ଦର୍ଶକ। ଏହି ଫିଲ୍ମଟି ଆସନ୍ତା ୧୪ ରେ ମୁକ୍ତିଲାଭ କରିବାକୁ ଯାଉଛି...

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର...

ରିଲେଶନଶିପକୁ ନେଇ ମୁହଁ ଖୋଲିଲେ ନର୍ଗିସ

ମୁମ୍ବାଇ: ବଲିଉଡ୍‌ର ନାଁ କରା ଅଭିନେତ୍ରୀ ନର୍ଗିସ ଫାକରି କରୋନା ମହାମାରୀ ପରଠାରୁ ୟୁଏସ୍‌ରେ ରହି ଆସୁଛନ୍ତି । ଏହି ସମୟରେ ସେ ସୋସିଆଲ ମିଡିଆ...

ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ...

ମୁଁ କ’ଣ ମେଶିନ୍‌? ତୃତୀୟ ଥର ମା’ ହେବାକୁ ନେଇ…

ବମ୍ବେ: କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଅଭିନେତ୍ରୀ କରିନା କପୁର ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋ ଦେଖି ଅନେକେ ସେ ମା’ ହେବାକୁ...

ଏଭଳି ଢ଼ଙ୍ଗରେ ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସନା ଖାନ୍‌: କହିଲେ ମିଳିଛି ‘ଶ୍ରେଷ୍ଠ ସ୍ବାମୀ’

ବମ୍ବେ: ବିବାହ ପରେ ଏବେ ହନିମୁନ୍‌ରେ ବିଗ୍‌ବସ୍‌ ଫେମ୍‌ ସନା ଖାନ୍‌। ଅଭିନୟଜଗତକୁ ବାଏ ବାଏ କହିବା ପରେ ଏବେ ମୁଫ୍‌ତି ଅନସ ସଈଦଙ୍କ ହାତ...

ସଲ୍‌ମାନଙ୍କ ଶୋ’ରେ ଧମାଲ କରିବେ ରେଖା

ମୁମ୍ବାଇ: ବିଗ୍‌ ବସ ଓଟିଟିର ୫ ସପ୍ତାହର ଯାତ୍ରା ବାକି ଅଛି। ଏହା ଶେଷ ହେବା ପରେ ସଲମାନଙ୍କ ଶୋ’ ବିଗ୍‌ ବସ୍‌ -୧୫ ଆରମ୍ଭ...

ଜ୍ୟାକଲିନ୍‌ଙ୍କ ବଢିଲା ଅଡ଼ୁଆ

ନୂଆଦିଲ୍ଲୀ, ୧୭ା୮: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଦିଲ୍ଲୀ...

Advertisement
Archives

Model This Week