ନୀରବତା ବି କହି ଦେଇଥାଏ ବହୁ କଥା: ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଭାବୁକ ହେଲେ ବିଦ୍ୟୁତ୍‌ ଜାମଓ୍ବାଲ

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ସୋସିଆଲ୍‌ ମିଡ଼ିଆରେ ବହୁ ୟୁଜର ନାନା ମନ୍ତବ୍ୟ ଦେଉଛନ୍ତି। ତେବେ ଦୁଇ ଦିନ ଧରି ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ ସୁଶାନ୍ତଙ୍କ ସମ୍ପର୍କରେ ସୋସିଆଲ୍‌ ମିଡ଼ିଆରେ କିଛି କହି ନ ଥିଲେ। ଏନେଇ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ବେଳେବେଳେ ନୀରବତା ବି ବହୁ କଥା କହି ଦେଇଥାଏ । ଦୁଃଖରେ ଆଖିରେ ଲୁହ ନ ଥିଲେ ଅବା ଭାବାବେଗ ପ୍ରକାଶ ପାଇଁ ନ ଲେଖି ପାରିଲେ ବି ନୀରବତାରେ ଶୋକ ପ୍ରକାଶ କରି ହୋଇଥାଏ ବୋଲି ସେ ଟୁଇଟ୍‌ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୟାନୁବର୍ତ୍ତୀ ଜାହ୍ନବୀ

ଜାହ୍ନବୀ କପୁରଙ୍କ ପାଖରେ ଏବେ ବିଶ୍ରାମ ନେବାକୁ ଟାଇମ ନାହିଁ। କାରଣ ଏକାଥରେ ତାଙ୍କର ଦୁଇଟି ଫିଲ୍ମ- ‘ଗୁଞ୍ଜନ ସାକ୍‌ସେନା-ଦ କାର୍‌ଗିଲ ଗର୍ଲ’ ଏବଂ ‘ତକ୍‌ତ’ର...

ମୁଣ୍ଡରେ ଟିକିଲି ଲଗାଇଲେ ଏହି ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଫିଲ୍ମ ‘ଲକ୍ଷ୍ମୀ’ରେ କିନ୍ନର ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅକ୍ଷୟ କୁମାର କିନ୍ନର ବା ତୃତୀୟ ଲିଙ୍ଗଙ୍କ ଅଧିକାର ପାଇଁ ଏକ ନୂତନ ପଦକ୍ଷେପ...

ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ...

ଏକଦା ଦିନକୁ ୩୫ ଟଙ୍କା ରୋଜଗାର କରୁଥିଲେ ରୋହିତ, ଏବେ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଲାଗି ନେଉଛନ୍ତି ୧୫ କୋଟି

ବମ୍ବେ: ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ସେଟ୍ଟୀ। ତାଙ୍କର ପ୍ରତିଟି ସିନେମାରେ ଥାଏ ଆକ୍ସନ, ରୋମାନ୍ସ, କମେଡିର ତଡକା। ଆଜି ହେଉଛି...

ଅଭିନେତ୍ରୀ ଅମୃତାଙ୍କ ସହ ଥିଲା ରବି ଶାସ୍ତ୍ରୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀଙ୍କ ସହ କ୍ରିକେଟ୍‌ ଖେଳାଳୀଙ୍କ ସମ୍ପର୍କ କିଛି ନୂଆ କଥା ନୁହେଁ। ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ଅଭିନେତ୍ରୀଙ୍କୁ ପ୍ରେମ କରି...

ସାରାଙ୍କ ପାଇଁ କାର୍ତ୍ତିକ ଧରିଲେ ଛତା, ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଶୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମରେ ଉବୁଟୁବୁ। ପ୍ରଥମେ ସାରା କରନ୍‌ ଜୋହରଙ୍କ ଶୋ’ରେ ତାଙ୍କୁ କ୍ରଶ୍‌ ବୋଲି...

ପୁଣି ଜଣେ ବଲିଉଡ୍‌ର ପ୍ରସିଦ୍ଧ କଳାକାରଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ...

ମହାନାୟକଙ୍କ ସହ କେବେ ବି ଫିଲ୍ମରେ କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ ମାଧୁରୀ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ...

Advertisement
Seven Jackpot


Archives

Model This Week