ନିୟମ ମାନି ଘରେ ରହିବାକୁ ଛାତ୍ରୀଛାତ୍ରଙ୍କୁ କୁଳପତିଙ୍କ ପରାମର୍ଶ

ସମ୍ବଲପୁର, ୬।୪ (ବ୍ୟୁରୋ)- ସଂପ୍ରତି ଦେଶରେ କରୋନା କଟକଣା ଲାଗି ରହିଛି । ତେଣୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅସୁବିଧା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ସ୍ନାତକୋତ୍ତର ଶେଷ ବର୍ଷର ୨୩୫ ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । କରୋନା ଭୂତାଣୁର ପ୍ରତିଷେଧକ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରାମର୍ଶକୁ ମାନି ଘରେ ରହିବା ଆବଶ୍ୟକତା ରହିଛି ବୋଲି ପ୍ରଥମେ କୁଳପତି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। କୁଳସଚିବ ଡ. ମାନସରଞ୍ଜନ ପୂଜାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲରେ ସରକାରୀ ଜାଗା

ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି।...

ଅନ୍‌ଲାଇନ ଟିସିକୁ ନେଇ ଅଡୁଆରେ ପ୍ରଧାନଶିକ୍ଷକ

ଶେରଗଡ,୨୬ା୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ସମସ୍ତ ବିଦ୍ୟାଳୟରେ ଅନଲାଇନ ଟିସି (ଟ୍ରାନ୍ସଫର ସାର୍ଟିଫିକେଟ୍‌) ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଛାଡି ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବେ...

ଝାଡ଼ାବାନ୍ତିରେ ଜଣେ ମୃତ, ୩ ଆକ୍ରାନ୍ତ

ପାପଡ଼ାହାଣ୍ଡି,୧୦ା୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସୋରିଷପଦରଠାରେ ଝାଡ଼ାବାନ୍ତି ବ୍ୟାପୀ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି।...

ସାଧାରଣତନ୍ତ୍ର ଦିବସ ଆଜି: ବାରିପଦା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାରିପଦା ଅଫିସ,୨୬।୧-ମୟୂରଭଞ୍ଜ ଜିଲା ସଦରମହକୁମା ବାରିପଦାରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆରେ ପାଳନ କରାଯିବ। ରାଜ୍ୟ ସରକାରଙ୍କ ସୂଚନା ଓ...

ସରିଲା ୫ମ ରାଉଣ୍ଡ ଗଣତି: ଆଗରେ ଅଛନ୍ତି ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ପୂର୍ବ ୪ଟି ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ...

ମେଳିରେ ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ

ଆର.ଉଦୟଗିରି,୧୭।୭(ଡି.ଏନ୍‌.ଏ.): ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ। ଗଜପତି ଜିଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ମୋନହା ବ୍ଲକ ଅଧୀନ...

ଶେଷ ପର୍ଯ୍ୟାୟରେ ପଞ୍ଚୁଦୋଳ ପ୍ରସ୍ତୁତି

ଗଞ୍ଜାମ,୧୧ା୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟପଡ଼ିଆରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରାର ସାହି ଯାତ୍ରା ଶନିବାର ସନ୍ଧ୍ୟାରୁ ଆରମ୍ଭ ହେଉଛି l...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୩୧୪ ବ୍ଲକ ପରିକ୍ରମା : ଯୋଡ଼ାରେ ପହଞ୍ଚିଲେ ସତ୍ୟବ୍ରତ

ଯୋଡ଼ା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିଂଘ ଗ୍ରାମର ସତ୍ୟବ୍ରତ ଦାସ...

Advertisement
Archives

Model This Week