Posted inଜାତୀୟ

ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଭାରତୀୟ ଯବାନ ଶହୀଦ

ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ପୁଞ୍ଛ ସେକ୍ଟରରେ ଥିବା ଅଞ୍ଚଳ ଉପରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ମୋର୍ଟାର ସେଲିଂ ମାଡ଼ କରାଯାଇଥିଲା। ଏହାର ଜବାବରେ ଭାରତୀୟ ପୋଷ୍ଟ ଗୁଡ଼ିକରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ପାକିସ୍ତାନର ମୋର୍ଟାର ସେଲିଂ ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ପାକିସ୍ତାନ ୨୦୨୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ ସଙ୍କଟ: ଦିଲ୍ଲୀ ଗଲେ ରାଜ୍ୟପାଳ

ରାଞ୍ଚି,୩ା୯: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାବେଳେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟର ବିଧାୟକମାନେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ନିର୍ବାଚନ କମିଶନଙ୍କ ସୁପାରିସ ଉପରେ ତୁରନ୍ତ ନିଷ୍ପତ୍ତି...

୫ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ସୁପାରିସ

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କଲେଜିୟମ୍‌ ବୈଠକ ମଙ୍ଗଳବାର ବସି ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିସ କରାଯାଇଛି। ରାଜସ୍ଥାନ...

ଦ୍ୱନ୍ଦ୍ୱ ଦୂର ପ୍ରୟାସ ସହ ଧମକ

ନୂଆଦିଲ୍ଲୀ,୨୦।୬: ସୈନ୍ୟବାହିନୀରେ ଠିକା ନିଯୁକ୍ତି ଯୋଜନା ଅଗ୍ନିପଥକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେବା ପରେ ଏହାକୁ ପ୍ରଶମିତ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ...

ଘାଟିକୁ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌: ୬ ଶହୀଦ,୩୦ ଆହତ

ଶ୍ରୀନଗର,୧୬।୮: ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଜମ୍ମୁ କଶ୍ମୀରର ପହଲଗାମରେ ଏକ ଘାଟରେ ଖସି ପଡିଛି। ଏହି ଦୁର୍ଘଟଣାରେ ୬ ଯବାନ ଶହୀଦ...

ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ଉଦୟପୁର ଓ ଜୟପୁର

ନୂଆଦିଲ୍ଲୀ,୧୩।୭: ଏସିଆର ଶ୍ରେଷ୍ଠ ୧୦ ସୁନ୍ଦର ସହର ମଧ୍ୟରେ ରାଜସ୍ଥାନର ୨ ସହର ରହିଛନ୍ତି। ଏନେଇ ପର୍ଯ୍ୟଟନ ପ୍ରତିକା ଟ୍ରାଭେଲ ପ୍ଲସ୍‌ ରେଜର ମାଗାଜିନ୍‌ରେ ରିପୋର୍ଟ...

ଡବ୍ଲ୍ୟୁଏଚ୍‌ଓ ପୂର୍ବରୁ ଭାରତ ଜାରି କଲା କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଘଟିଥିବା ମୃତକଙ୍କ ସଂଖ୍ୟା ରିପୋର୍ଟ ଭାରତ ପକ୍ଷରୁ ଜାରି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)...

ଫେବୃୟାରୀ ୨ରେ ଘୋଷଣା କରାଯିବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଶୀ ବୋର୍ଡ ପରୀକ୍ଷା ଲାଗି ଫେବୃୟାରୀ ୨ରେ ପରୀକ୍ଷା ସୂଚୀ ଘୋଷଣା କରାଯିବ...

୨୬ ବର୍ଷରେ ଏମ୍‌ପିରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ; ଏମିତି ଥିଲା ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ

ଲକ୍ଷ୍ନୌ,୫।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଜୁନ ୫, ୧୯୭୨ରେ ଉତ୍ତରାଖଣ୍ଡର ପୌଡି ଗଡୱାଲଙ୍କ ପଞ୍ଚୁର ଗ୍ରାମରେ ଜନ୍ମଗ୍ରହଣ...

Advertisement
Archives

Model This Week