ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅନ୍ତଗର୍ର୍ତ ରଘୁନାଥପୁର ଗ୍ରାମର ହରିହର ତରେଇ (୪୬)ଙ୍କ ମୃତଦେହକୁ ରବିବାର ବୁଢ଼ାବଳଙ୍ଗ ନଦୀରୁ ପୋଲିସ ଉଦ୍ଧାର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୩/୨୦) ରୁଜୁ କରି ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି। ଗତ ୧୬ ତାରିଖରୁ ହରିହର ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ବୁଢ଼ାବଳଙ୍ଗ ନଦୀର ଫାଣ୍ଡି ମାଳିଆମୁହଁ ନିକଟରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ଉମାକାନ୍ତ ଧଳ ନଦୀରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କେସିସିବି ଉପାଧ୍ୟକ୍ଷା ଲାଗି ନାମାଙ୍କନ ଦାଖଲ

ଖୋର୍ଦ୍ଧା ଅଫିସ,୨୧ା୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ଉପାଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ପଦବୀ ପାଇଁ ସୋମବାର...

ଡିଭାଇଡରରେ ପିଟି ହେଲା କାର୍‌: ଜଣେ ମୃତ, ୫ ଆହତ

ଗଞ୍ଜାମ,୨୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍‌ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ...

ଖୋର୍ଦ୍ଧା: ୩ ପଞ୍ଚାୟତର ୧୦ ଗାଁ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୮ା୮: ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାର ଜଳସ୍ତର ବୃଦ୍ଧି ପାଇଛି। ଖୋର୍ଦ୍ଧା ବ୍ଲକ ଓରବରସିଂ,...

ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍‌ : ଗୃହରକ୍ଷୀ ମୃତ, ଶିଶୁ କନ୍ୟା ଓ ବଡ଼ ବାପା ଗୁରୁତର

ରିଆମାଳ,୧୬।୧୨(ଡି.ଏନ୍‌.ଏ)- ଦେବଗଡ଼ ଜିଲା ରିଆମାଳ ଥାନା ଅଧିନ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମିନିଟ୍ରକ...

ଚିତ୍ରକୋଣ୍ଡା ଥାନାର ୬ କର୍ମଚାରୀ କରୋନା ଆକ୍ରାନ୍ତ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଚିତ୍ରକୋଣ୍ଡା,୨୯ା୭(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା ଥାନାର ୯ ଜଣ କର୍ମଚାରୀଙ୍କର ସ୍ବାବ୍‌ ଟେଷ୍ଟ୍‌ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ହେରଫେର: ସରପଞ୍ଚ ନିଲମ୍ବିତ

ବରଗଡ଼ ଅଫିସ,୨୯।୫: ବରଗଡ଼ ଜିଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ପଞ୍ଚାୟତର ସରପଞ୍ଚ ଉଦିଆଁ ଲୁହାଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫସି) ଅନୁଦାନ...

ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ

ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ...

୧୬,୫୦୦ ଫୁଟ ଉଚ୍ଚରେ ଉଡ଼ିଲା ଏନ୍‌ସିସି ପତାକା

ପୁରୀ ଅଫିସ,୧୩ା୧୨: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର କ୍ୟାଡେଟ୍‌ ଆଶିଷ ଜେନା ଓଡ଼ିିଶାର ଏକମାତ୍ର କ୍ୟାଡେଟ ଭାବେ...

Advertisement
Archives

Model This Week