ଦେଶଦ୍ରୋହ ମାମଲାରେ ବିଧାୟକ ଗିରଫ

ଗୁଆହାଟୀ,୮ା୪: କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଆସାମର ବିଧାୟକ ଅମିନୁଲ ଇସ୍‌ଲାମଙ୍କୁ ମଙ୍ଗଳବାର ଗିରଫ କରାଯିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଆସାମରେ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକ ବିପଜ୍ଜନକ ଓ ଏହାର ଅବସ୍ଥା ଅଟକ କେନ୍ଦ୍ରଠାରୁ ଅଧିକ ଖରାପ ବୋଲି ଏଆଇଡିୟୁଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଅଭିଯୋଗ କରିଥିଲେ। ଗତମାସରେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଲୋକଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ସ୍ବାସ୍ଥ୍ୟକର୍ମୀମାନେ ଦୁର୍ବ୍ୟବହାର କରୁଥିବା ଓ ସୁସ୍ଥ ଲୋକଙ୍କୁ ଇଞ୍ଜେକ୍‌ସନ ଦେଇ ଅସୁସ୍ଥ କରୁଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋର ଟେଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ,୨୮ ।୬: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକନାଥ ସିନ୍ଧେ ଗ୍ରୁପଙ୍କୁ ମିଳିଥିବା ଆଶ୍ୱସ୍ତି ପରେ ଏବେ ଫ୍ଲୋର ଟେଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତି ହୋଇଛି ସରଗରମ ।...

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି।...

‘୧୦୦ କୋଟି ଟଙ୍କା ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୦।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନାଁରେ ଠକେଇ ଉଦ୍ୟମ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ...

ପ୍ରତି ବୁଧବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ…

କାଭରତ୍ତି, ୫।୪ : ଦ୍ରୁତଗତିରେ ବାୟୁ ଗୁଣବତ୍ତା ସମଗ୍ର ବିଶ୍ୱରେ ଖରାପ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ଅବସ୍ଥା ଅଧିକ ଖରାପ ହେବାରେ...

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌

ବେଙ୍ଗାଲୁରୁ, ୧୯।୭: କରୋନା ମହାମାରୀ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଆଗରେ...

ଜେଲକୁ ଫେରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲଖିମପୁର ଖେରି, ୨୭ା୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ  ହସ୍ପିଟାଲରୁ ଜେଲକୁ ଫେରିଛନ୍ତି। ଡେଙ୍ଗୁରେ...

ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ

ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ...

୨୬ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୭।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week