ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଲେଖକ ଚେତନ ଭଗତ ମୁହାଁମୁହିଁ ହୋଇଛନ୍ତି। ଚେତନ ଟୁଇଟ୍‌ କରି କହିଥିଲେ ଯେ, ଦୁନିଆ ଚନ୍ଦ୍ରରେ ପହଞ୍ଚିଥିବାବେଳେ ଆମେ ଏବେ ବି ହିନ୍ଦୁ-ମୁସଲମାନ୍‌ କହି ବୁଲୁଛେ। ଇତିମଧ୍ୟରେ ଦେଶର ସ୍ବାଧିନତାକୁ ୭୨ ବର୍ଷ ବିତି ଯାଇଛି ମାତ୍ର ଆମର ମନୋଭାବରେ ପରିବର୍ତ୍ତନ ଆସିନି। ଏହାକୁ ନେଇ ଅନୁପମ ଟୁଇଟ୍‌ କରିଛନ୍ତି, ଏପରି ମନ୍ତବ୍ୟ ଦେଇ କୋଟିକୋଟି ଭାରତୀୟଙ୍କ ମନରେ ଦୁଃଖ ଦେବା ଠିକ୍‌ ନୁହେଁ। ଏହାର ଉତ୍ତରରେ ଚେତନ କହିଛନ୍ତି ଯେ, ସାର୍‌ ଆପଣ ଯାହା କହୁଛନ୍ତି ତାହା ଠିକ। ତେବେ ଆମେ କାହିଁକି ହିନ୍ଦୁ-ମୁସଲମାନ୍‌ କହି ବୁଲୁଛେ। ଟୁଇଟରରେ ଦୁଇ ଜଣ ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭ୍ୟାକ୍ସିନକୁ ନେଇ ସମୀକ୍ଷା କଲେ ମୋଦି

ଅହମଦାବାଦ,୨୮ ।୧୧: କରୋନା ଭାଇରସ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ବା ଟିକା ସମ୍ପର୍କରେ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର...

ଜ୍ଞାନବ୍ୟାପି ମାମଲା, ସର୍ଭେ ଉପରେ ରୋକକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଶିବଲିଙ୍ଗ ସଂରକ୍ଷଣ-ନମାଜ ପଢ଼ିବା ଜାରି ରଖିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ଜ୍ଞାନବ୍ୟାପି ମସଜିଦର ସର୍ଭେ ଉପରେ ରୋକ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି...

୧୧ ଦିନ ପରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୧ ।୮: ଦେଶରେ କରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେତେବେଳେ କମ୍ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪...

ଚାଲିଛି ଉପରାଷ୍ଟ୍ରପତି ମତଦାନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୬।୮: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଶନିବାର ସ୍ଥିର ହେବ। ନୂଆଦିଲ୍ଲୀର ସଂସଦ ଗୃହରେ ପୂର୍ବାହ୍ନ ୧୦ଟାରୁ...

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ...

ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ

କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା...

୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନ ବହୁ ପ୍ରଭାବଶାଳୀ: ଦାବି କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୧୭।୬: ଭାରତ ବାୟୋଟେକର ଆଣ୍ଟି-କରୋନା ଭାଇରସ୍‌ ଟିକା କୋଭୋକ୍ସିନ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ।...

ଆଜିଠାରୁ ଉପବାସରେ ସିଦ୍ଧୁ

ଚଣ୍ଡିଗଡ଼,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା...

Advertisement
Archives

Model This Week