ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ ପରିଦର୍ଶନ କଲେ ଶାହା

ନୂଆଦିଲ୍ଲୀ,୧୫।୬: ଦିଲ୍ଲୀରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧିପାଇବା ସହ ଦିନକୁ ଦିନ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଦିଲ୍ଲୀରେ ସବୁ ରାଜନୈତିକ ଦଳ ନିଜର ମତଭେଦକୁ ଭୁଲି କରୋନା ଲଢ଼େଇରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ୍‌ ବୋଲି ଶାହା ଏହି ବୈଠକରେ କହିଥିଲେ। ଏହାପରେ ସେ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ(ଏଲ୍‌ଏନ୍‌ଜେପି) ପରିଦର୍ଶନ କରିଛନ୍ତି। ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଶାହା ପହଞ୍ଚି କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତେବେ ସମୀକ୍ଷା ବୈଠକ ପରେ ପୁରା ହସ୍ପିଟାଲର ସୂଚନା ଶାହା ଡାକ୍ତରଙ୍କଠାରୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

CORONAVIRUS UPDATE: ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ ବୁଧବାର ଗୋଟିଏ ଦିନରେ ୩,୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି।...

କାମାଥ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୫: ଜଣାଶୁଣା ବ୍ୟାଙ୍କର୍‌ କୁନ୍ଦପୁର ବାମନ କାମାଥ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତଥ୍ୟାଭିଜ୍ଞ ମହଲରେ ଚାଲିଥିବା ଆଲୋଚନାକୁ ସତ...

ସାର୍କ ଦେଶ ସହ କରୋନାକୁ ନେଇ ଆଲୋଚନା: ଜରୁରିକାଳୀନ ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

ନୂଆଦିଲ୍ଲୀ,୧୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ଏସ୍‌ଏଏଆର୍‌ସି) ବା ସାର୍କ ଦେଶର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ...

କରୋନା ମୃତ୍ୟୁ ଛୁଇଁଲା ୪ ଲକ୍ଷ: ୬୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ...

ସଂରକ୍ଷଣକୁ ନେଇ ବିତର୍କ ଆବଶ୍ୟକ ନାହିଁ: ପାଶ୍ୱାନ

ନୂଆଦିଲ୍ଲୀ,୨୧ା୮(ପି.ଟି.): ସ୍ଥାନ ସଂରକ୍ଷଣ ସମାଜର ଦୁର୍ବଳ ଶ୍ରେଣୀ ଜନତାଙ୍କ ସାମ୍ବିଧାନିକ ଅଧିକାର। ଏହାକୁ ନେଇ ବିତର୍କର କୌଣସି ଆବଶ୍ୟକତା ନାହିଁ ବୋଲି ଭାଜପା ସହଯୋଗୀ ଲୋକ...

କରୋନା ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭିଜା ରଦ୍ଦ

ନୂଆଦିଲ୍ଲୀ,୧୨।୩: କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସମସ୍ତ ଭିଜା...

ହରିୟାଣା କଂଗ୍ରେସରେ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ

ଚଣ୍ଡିଗଡ଼,୩।୧୦: ପଞ୍ଜାବର ପୂର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି। ହରିୟାଣା କଂଗ୍ରେସର ବହୁ ତୁଙ୍ଗ ନେତା ସିଦ୍ଧୁ...

Coronavirus Update


Archives

Model This Week

Why Dharitri