Posted inଜାତୀୟ

ଦିଲ୍ଲୀରେ ଫେରୁଛି ଶାନ୍ତି: ରେଖା ଶର୍ମା

ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ପରେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି ବୋଲି କୁହାଯାଉଛି। ଶୁକ୍ରବାର ସକାଳେ ନ୍ୟାଶନାଲ କମିଶନ ଫର୍‌ ଓମେନ୍‌(ଏନ୍‌ସିଡବ୍ଲୁ)ର ମୁଖ୍ୟ ରେଖା ଶର୍ମା ଓ ତାଙ୍କର କେତେଜଣ ସହଯୋଗୀ ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସେଠାକାର ସ୍ଥିତିକୁ ଦେଖିବା ପରେ ରେଖା କହିଛନ୍ତି ଦିଲ୍ଲୀରେ ଏବେ ଶାନ୍ତି ଫେରୁଛି। ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ସେଠାରେ ସେ ମହିଳାମାନଙ୍କ ସହ କଥା ହୋଇଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏଠାରେ ସ୍ଥିତି ସାମାନ୍ୟ ଉତ୍ତେଜନା ପୂର୍ଣ୍ଣ ରହିଛି। ହେଲେ ଧୀରେ ଧୀରେ ଏହା ସ୍ବାଭାବିକ ହେବାରେ ଲାଗିଛି। ଶନିବାର ମଧ୍ୟ ସେ ପୁଣି ଥରେ ଏହି ଅଞ୍ଚଳ ବୁଲି ଆସିବେ ବୋଲି କହିଛନ୍ତି। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଚେଷ୍ଟା କରୁଥିବା ପ୍ରକାଶ କରିଛନ୍ତି। କବିର ନଗର ଓ ବାବରପୁର ଅଞ୍ଚଳରେ ମ୍ୟୁନିସିପାଲିଟି ଦ୍ୱାରା ରାସ୍ତା ସଫେଇ କାମ ଆରମ୍ଭ କରାଯାଇଥିବା ନଜର ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମରେ ବିବାହ କରି ‘ମହାନ ପ୍ରେମିକ’ ହୁଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୯: ଛତିଶଗଡ଼ର ଏକ ଅନ୍ୟ ଧାର୍ମିକ ବିବାହ ମାମଲାର ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ସମୟରେ ଯୁବକଙ୍କୁ ବିଶ୍ୱସ୍ତ ଜୀବନସାଥୀ ଓ ମହାନ...

କରୋନା ଯୋଦ୍ଧା ଦିନକୁ ୧୮୬ ଟଙ୍କା ପାରିଶ୍ରମିକରେ ଲଗାଉଛନ୍ତି ଜୀବନକୁ ବାଜି

ଭୋପାଳ,୨୩।୪: କରୋନା ଭାଇରସ ସାରା ଦେଶର ଚିନ୍ତାକୁ ବଢାଇ ଚାଲିଥିବା ବେଳେ ଏବେ ଏହାସହ ସିଧାସଳଖ ଲଢୁଥିବା ଲୋକଙ୍କୁ ଆମେ କରୋନା ଯୋଦ୍ଧା ବୋଲି କହୁଛୁ।...

ସୋନଭଦ୍ରା ଗସ୍ତରେ ଯୋଗୀ ଆଦିତ୍ୟନାଥ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତରପ୍ରଦେଶର ସୋନଭଦ୍ରାରେ ହୋଇଥିବା ନରସଂହାର ପରେ ରାଜନେତାମାନେ ଏଠାକୁ ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ଗୁଲାମ ନବୀ ଖୋଲିଲେ ଗୁମର: ଅଧ୍ୟକ୍ଷାଙ୍କ ପ୍ରତି ନାହିଁ ସମର୍ଥନ, ୫୦ ବର୍ଷ କ୍ଷମତାକୁ ଆଉ ଆସିବନି କଂଗ୍ରେସ !

ନୂଆଦିଲ୍ଲୀ, ୨୯।୮: କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ଏବେ ଦଳୀୟ କନ୍ଦଳ ବାହାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ କହିଛନ୍ତି...

ଜେଏନ୍‌ୟୁର ମୁଖାପିନ୍ଧା ଆକ୍ରମଣକାରୀ ଏବିଭିପି ସମର୍ଥକ: ଆକ୍ରମଣ ପୂର୍ବରୁ ଏବଂ ପରେ ଲିଭାଯାଇଥିଲା ଷ୍ଟ୍ରିଟ୍‌ ଲାଇଟ୍‌ !

ନୂଆଦିଲ୍ଲୀ, ୧୧।୧: ଜେଏନ୍‌ୟୁରେ ଜାନୁୟାରୀ ୫ରେ ରାତି ଅନ୍ଧାରରେ କ୍ୟାମ୍ପସ୍‌ରେ ପଶି କିଛି ଦୁର୍ବୃତ୍ତ ଗୁଣ୍ଡାରାଜ ଚଳାଇଥିଲେ। ଶିକ୍ଷାର୍ଥୀ ଏବଂ ଅଧ୍ୟାପକଙ୍କୁ ନିସ୍ତୁକ ପିଟି ଥିବା...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି।...

ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ...

ବିଶ୍ୱର କୌଣସି ଶକ୍ତି ଭାରତରୁ ଏକ ଇଞ୍ଚ ଜାଗା ନେଇପାରିବନି: ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୭।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଲେହ ପହଞ୍ଚିଛନ୍ତି। ଏହି ଅବସରରେ ସେ ଭାରତୀୟ ବୀର ଯବାନଙ୍କ ସାହାସ ବୃଦ୍ଧି...

Coronavirus Update


Archives

Model This Week

Why Dharitri