Posted inଜାତୀୟ

ଦିନକରେ ୨ଥର ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦ୍ୱିପ୍ରହର ୨ଟା ୧୦ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର କଟରାରୁ ୮୫କିଲୋମିଟର ପୂର୍ବରେ ରହିଥିବା ନେଇ ସୂଚନା ରହିଛି। ଏହାପୂର୍ବରୁ ସକାଳ ୭ଟାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ସାମ୍ପ୍ରଦାୟିକ ହିଂସା, ୧୪୪ ଧାରା ଜାରି

କୋପ୍ପାଲ,୧୧।୮: କର୍ନାଟକର କୋପ୍ପାଲ ଜିଲା ଅଧୀନ ହୁଲିହାଇଦର ଗ୍ରାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୬...

ଅନୁଚ୍ଛେଦ ୩୫୫ ଲାଗୁ ନେଇ କଂଗ୍ରେସ-ତୃଣମୂଳ ମୁହାଁମୁହିଁ…

କୋଲକାତା, ୨୮।୩ : ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବାକୁ ନେଇ ଏବେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ କମିଟି...

କରୋନାରେ ମୃତ ବରିଷ୍ଠ ନାଗରିକଙ୍କୁ ୪୮ ଘଣ୍ଟା ଫ୍ରିଜରରେ ରଖିଲେ ପରିବାର!

କୋଲକାତା,୨।୭: କରୋନା ସଂକ୍ରମଣ ଓ ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ବେଳେ ବେଳେ ଏମିତି ଖବର ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରି ଦେଉଛି।...

ଅସ୍ତ୍ରଶସ୍ତ୍ରରେ ପଛାଉଛି ଭାରତ

‘ମେକ୍‌ ଇନ୍‌ ଇଣ୍ଡିଆ’ ନୀତିରେ ମୋବାଇଲଠାରୁ ଆରମ୍ଭ କରି ଫାଇଟର ଜେଟ୍‌ ନିର୍ମାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋତ୍ସାହିତ କରୁଛନ୍ତି। ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଏହାର...

ସ୍କୁଲ ପିଲାଙ୍କ ଗହଣରେ ଜନ୍ମଦିନ ପାଳିଲେ ପ୍ରିନ୍ସ ଚାର୍ଲସ

ମୁମ୍ବାଇ,୧୪।୧୧: ବ୍ରିଟେନ୍‌ ରାଜକୁମାର ପ୍ରିନ୍ସ ଚାର୍ଲସ ତାଙ୍କର ୭୧ତମ ଜନ୍ମଦିବସ ଭାରତରେ ପାଳନ କରିଛନ୍ତି। ଭାରତ ଗସ୍ତରେ ଥିବା ପ୍ରିନ୍ସ ଚାର୍ଲସ ମୁମ୍ବାଇଠାରେ ସ୍କୁଲ ପିଲାମାନଙ୍କ...

ଝିଅ ଆଗରେ ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଲକ୍ଷ୍ନୌ, ୧୨।୮: ଇ-ରିକ୍ସା ଚଲାଉଥିବା ଜଣେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଇଥିଲା। ଦୟା ପାଇଁ...

ପ୍ରାଣୀଙ୍କ ପାଇଁ ଆରମ୍ଭ ହେଲା ଦେଶର ପ୍ରଥମ ମୋବାଇଲ ଆଇଭିଏଫ ଭ୍ୟାନ

ଆମରେଲି,୨ ।୧: ଦେଶରେ ପ୍ରାଣୀଙ୍କ ପାଇଁ ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ ପାଇଁ ପ୍ରଥମ ଚାଳିତ ଲ୍ୟାବର ଲୋକାର୍ପଣ ଗୁଜରାଟର ଆମରେଲିରେ ସନ୍ଥ ମୁରାର ବାପୁ...

ଶୁକ୍ରବାରଠାରୁ ସିଭିଲ୍‌ ସର୍ଭିସ (ମେନ୍‌) ପରୀକ୍ଷା

ନୂଆଦିଲ୍ଲୀ, ୬।୧(ପି.ଟି.): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସିଭିଲ୍‌ ସର୍ଭିସ (ମେନ୍‌) ପରୀକ୍ଷା, ୨୦୨୧ ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି ବୁଧବାର କେନ୍ଦ୍ରୀୟ ଲୋକ ସେବା...

Advertisement
Archives

Model This Week