ତ୍ୱଚାରେ ଏସବୁ ଜିନିଷ ଭୁଲରେ ମଧ୍ୟ କରନ୍ତୁ ନାହିଁ ବ୍ୟବହାର

ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା ରସାୟନିକ ପଦାର୍ଥ ମଧ୍ୟ ଲଗାଇଥାନ୍ତି। ଏହାର ଅନେକ ପାର୍ଶ୍ୱ ପତିକ୍ରିୟା ଦେଖାଯାଇଥାଏ। ଅଜଣାତରେ ହେଉ ଅବା ଜଣାତରେ ଏପରି କିଛି ଜନିଷ ଅଛି ଯାହାକୁ ଲଗାଇବା ଦ୍ୱାରା ତ୍ୱଚା ଲାଗି ଅଧିକ କ୍ଷତିକାରକ ହୋଇଥାଏ। ତେବେ ଜାଣନ୍ତୁ ସେ ସବୁ କ’ଣ…

ସାବୁନ: ତ୍ୱଚାରେ ସାବୁନର ବ୍ୟବହାର ଆଦୌ ଉଚିତ ନୁହଁ। ଗ୍ରୀଷ୍ମ ଋତୁ ହେଉ କିମ୍ବା ଶୀତ କୌଣସି ସମୟରେ ଏହାର ବ୍ୟବହାର ଆଦୌ ଠିକ୍‌ ନୁହେଁ । ଶୀତଦିନେ ଏହା ତ୍ୱଚାକୁ ରୁକ୍ଷ କରିଦେଇଥାଏ।

ଟୁଥ୍‌ପେଷ୍ଟ: କେତେ ଜଣ ମୂଖ ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ଲାଗି ତ୍ୱଚାରେ ଟୁଥ୍‌ ପେଷ୍ଟର ବ୍ୟବହାର କରିଥାନ୍ତି। ଯଦିଓ ଏହା ବ୍ରଣ ଦୂର ରିଥାଏ। ମାତ୍ର ଏହା ତ୍ୱଚାର ଅନେକ କ୍ଷତି ଘଟାଇଥାଏ।

ବଡିଲୋଶନ: କିଛି ଲୋଶନ ହାତ ଗୋଡ଼ରେ ଲଗାଇବା ସମୟରେ ମୁହଁରେ ମାରି ଦେଇଥାନ୍ତି ଯାହା ଅଧିକ କ୍ଷତିକାରକ ହୋଇଥାଏ । ଶରୀରର ବିଭିନ୍ନ ଅଙ୍ଗ ତ୍ୱଚାଠାରୁ ପୃଥକ ତେଣୁ ଏହାକୁ ଲଗାଇବା ଠିକ୍‌ ହୋଇ ନ ଥାଏ।

ଗରମ ପାଣି : ଏଥିରେ ଗାଧୋଇବାକୁ ଅନେକ ପସନ୍ଦ କରିଥାନ୍ତି। ମାତ୍ର ଅତ୍ୟଧିକ ଗରମ ପାଣି ତ୍ୱଚା ଲାଗି ଠିକ୍‌ ହୋଇ ନଥାଏ।

ଶାମ୍ପୋ:
କେଶ ଧୋଇବା ସମୟରେ ଶାମ୍ପୋର ଫେଣ ମୁହଁରେ ଲାଗିଥାଏ। ବିଶେଷ ଭାବେ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ କାରଣ ଏହା ଅଧିକ କ୍ଷତି ଘଟାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାବ ଭକ୍ତିରେ ଛନ୍ଦା ଶୈବପୀଠ: ଯେଉଁଠାକୁ ବୁଲିଯାଇ ଲଭି ପାରିବେ ପ୍ରଭୁଙ୍କ ଅପାର କରୁଣା…

ଦେବ ଦେବ ମହାଦେବଙ୍କର ମହିମା ଅପାର। ପୂରାଣ ଶାସ୍ତ୍ର ଅନୁଯାୟୀ, ନିଷ୍ଠାର ସହ ପ୍ରଭୁଙ୍କୁ ସ୍ମରଣ କଲେ ଭକ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ। ଏପରିକି...

ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର...

ଆଖିର ଏସ୍‌-୨ ରିସେପ୍ଟର ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଲୋକଙ୍କୁ ମାସ୍କ୍‌ ପିନ୍ଧିବା ଲାଗି...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୩ ଥର…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨-୩ଥର କଲରା ଖାଇଲେ...

କାନଫୁଲ ବି ଦୂର କରିଥାଏ ମହିଳାଙ୍କ ବହୁ ଶାରିରୀକ ସମସ୍ୟା…

ଶୃଙ୍ଗାର ଯୋଗୁ ମହିଳାଙ୍କ ସୌନ୍ଦର୍ଯ୍ୟ ଅଧିକ ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଶୃଙ୍ଗାର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଅନ୍ତର୍ଗତ ମହିଳାମାନେ ବିଭିନ୍ନ...

ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ...

ବିଜ୍ଞାନ କଥାଶିଳ୍ପୀ ଗୋକୁଳାନନ୍ଦ

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା କର୍ମଯୋଗୀମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ...

ପିରିୟଡ୍‌ ଅନିୟମିତତା ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌ ହୋଇଗଲାଣି: ଡା. ସଂଘମିତ୍ରା ଶତପଥୀ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏହାରି ଭିତରେ ମହିଳାଙ୍କ ପିରିୟଡ୍‌ ସମସ୍ୟା ଅନ୍ୟତମ। ସେହିଭଳି ଆଜିକାଲି ଇନ୍‌ଫର୍ଟିଲିଟି (ବନ୍ଧ୍ୟା) କେସ୍‌...

Advertisement
Archives

Model This Week