Posted inଜାତୀୟ

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ ୧୩ ଲକ୍ଷ ଥିଲା। ତାଙ୍କୁ ଟୁଇଟ୍‌ କରି ସହାୟତା ଲୋଡୁଥିବା ବ୍ୟକ୍ତିଙ୍କୁ ସେ ତତ୍‌କ୍ଷଣାତ୍‌ ସହଯୋଗର ହାତ ବଢ଼ାଉଥିଲେ। ଥରେ ସୁଷମାଙ୍କ ମୃତ୍ୟୁର କାମନା କରି ଜଣେ ଫଲୋରର୍ସ ଟୁଇଟ୍‌ କରିଥିଲେ। ତେବେ ଏଥିରେ ସୁଷମା କ୍ଷୋଭ ପ୍ରକାଶ କରିବା ପରିବର୍ତ୍ତେ ତାଙ୍କ ପ୍ରତି ଏଭଳି ଭାବନା ରଖୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମିରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩ ।୭: ମଧ୍ୟପ୍ରଦେଶ ମନ୍ଦସୌରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ ପି ସୁଧୀର ଗୁପ୍ତା ଏକ ବିବାଦୀୟ ବୟାନ ଦେଇଛନ୍ତି । ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ...

ଚକ୍ରବୂ୍ୟହରେ ଚାଇନା

ନୂଆଦିଲ୍ଲୀ,୫ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଅତିକ୍ରମ କରି ଲଦାଖର କେତେକ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଚାଇନା ଭାରତ ସହ ସୀମାବିବାଦ ବଢ଼ାଇଥିବାବେଳେ ସେପଟେ ଅନ୍ୟ...

ଶ୍ୱଶୁର ଘରେ ପହଞ୍ଚି ନବବିବାହିତା ସ୍ତ୍ରୀଙ୍କୁ ବେଲ୍ଟରେ ନିର୍ଧୂମ ପିଟିଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୬ା୯: ଗ୍ବାଲିଅରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲେ। ଫଳରେ ସେ ତାଙ୍କ ବାପଘରକୁ ଚାଲିଯାଇଥିଲେ।...

ଖାର୍ଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୧୦: ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ମଧ୍ୟରେ ବୁଧବାର କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ...

ନିର୍ଭୟା ମାମଲା: ତୃତୀୟ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ,୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟ ଯାଇଥିଲେ। ଶୁକ୍ରବାର...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ଶଶି ଥରୁର-ଦିଗବିଜୟ ସିଂ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ...

ଏହି ମନ୍ଦିରକୁ ଏବେ ବି ଆସନ୍ତି ମହାଭାରତର ଯୋଦ୍ଧା…

ମହାଭାରତର ଅଶ୍ୱତ୍‌ଥମା ଏବେ ବି ମା’ଙ୍କ ମନ୍ଦିରରେ ପୂଜା କରନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଦ୍ୱାପର ଯୁଗର କିଛି କଥା ସହିତ ଜଡ଼ିତ...

ଡାକ୍ତରଙ୍କ ଭଳି ଏବେ ହୋଟେଲରେ ରହିବେ ପୋଲିସ

ନୂଆଦିଲ୍ଲୀ,୧୬।୪: କରୋନା ବିରୋଧରେ ଲଢ଼େଇ ଜାରି ରଖିଥିବା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର...

Advertisement
Archives

Model This Week