Posted inଜାତୀୟ

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ମହାରାଷ୍ଟ୍ରରେ ଏଭଳି ଚିକିତ୍ସା ପ୍ରତି ଲୋକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ରହିଥାଏ। ଦେଶର ବିଭିନ୍ନ ଅଞ୍ଚଳରେ ଜୋକ ଦ୍ୱାରା ରୋଗ ଚିକିତ୍ସା କରାଯାଇଥାଏ। ଗତ ୧୦ ବର୍ଷ ମଧ୍ୟରେ ଏହି ଚିକିତ୍ସା ୧୩ ଗୁଣା ମହଙ୍ଗା ହୋଇଛି। ପ୍ରତିବର୍ଷ ଏହି ଚିକିତ୍ସା ପାଇଁ ୧୨ କୋଟି ଟଙ୍କାର ଜୋକ ବିକ୍ରି ହୋଇଥାଏ। ଦେଶରେ ଶହେରୁ ଅଧିକ ଜୋକ ସପ୍ଲାୟର ଅଛନ୍ତି। ଗୋଟିଏ ଗୋଟିଏ ଜୋକକୁ ୨ଶହରୁ ୨ ଶହ ୫୦ ଟଙ୍କାରେ ବିକ୍ରି କରାଯାଇଥାଏ। ଅଧିକ ଚାହିଦା ହେଲେ ଏହାର ଦାମ୍‌ ୫ ଶହରେ ପହଞ୍ଚିଥାଏ। ୧୦ ବର୍ଷ ତଳେ ଗୋଟିଏ ଜୋକର ଦାମ୍‌ ୧୦ରୁ ୧୫ ଟଙ୍କା ଥିବାବେଳେ ଏବେ ଏହା ମହଙ୍ଗା ହେବାରେ ଲାଗିଥିବା ଏକେ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବିରୋଧରେ ବିଭିନ୍ନ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଭାବପ୍ରବଣ ହୋଇ କହିଲେ ସ୍ବପ୍ନା…

ଥିରୁଭାନନ୍ତପୁରମ୍‌, ୧୨।୬ : କେରଳରେ ସୁନା ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବପା୍ନ ସୁରେଶଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ...

ଚନ୍ଦ୍ରରେ ହେବ ରାତି: ବିକ୍ରମ ଲ୍ୟାଣ୍ଡର ସହ ଆଉ ହୋଇ ନ ପାରେ ସମ୍ପର୍କ

ନୂଆଦିଲ୍ଲୀ,୧୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ ଏହି ଆଶା କ୍ଷୀଣ...

ଭୋଟ ଦେବା ପରେ ଭାଜପା ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ସକାଳ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟ ଗ୍ରହଣ ଚାଲିଥିବା ବେଳେ ବି ରାଜନେତାମାନେ ପରସ୍ପର...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜୀବ ଗାନ୍ଧୀ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୯।୩:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଏଜି ପେରାରିଭାଲାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ଅଦାଲତଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର...

ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ, ୨୬।୧୦: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ।...

ଏକାକୀ ଲଢିବ କଂଗ୍ରେସ

ଲକ୍ଷ୍ନୌ,୧୪।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ...

ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ କେନ୍ଦ୍ର-ଆରବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୨ : ବିମୁଦ୍ରୀକରଣ ରେକର୍ଡ ଦାଖଲ ପାଇଁ ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଛନ୍ତି।...

ଭିଜିଲା ରାଜଧାନୀ

ନୂଆଦିଲ୍ଲୀ,୧୬।୧: ରାଜଧାନୀ ଦିଲ୍ଲୀ ଅଦିନିଆ ବର୍ଷାରେ ଭିଜିଛି। ଦିଲ୍ଲୀର କେତେକ ସ୍ଥାନରେ ଗୁରୁବାର ସାମନ୍ୟ ବର୍ଷା ହୋଇଛି। ଫଳରେ ଏଠାକାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ...

Advertisement
Archives

Model This Week