ଜାତୀୟ ସ୍ବାର୍ଥକୁ ଦେଖି ନିଷ୍ପତ୍ତି ହେଉ

ପୁରୀ ଅଫିସ,୨୫ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ସିଂହଦ୍ୱାର ଡେଇଁ ପାରୁନାହାନ୍ତି ଭକ୍ତ। ମାସେରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଏବେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ। ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ବିବୃତିରେ କହିଛନ୍ତି ଯେ, ସରକାରଙ୍କ ଲକ୍‌ଡାଉନ୍‌ ନିୟମରେ କୌଣସି ଧର୍ମପୀଠରେ ବାହାର ଯାତ୍ରାକୁ ପୁରା ବାରଣ କରାଯାଇଛି। ସରକାରଙ୍କ ଏଭଳି ନିୟମକୁ ପରିଚାଳନା କମିଟି ମାନିବାକୁ ପଡ଼ିବ। ସ୍ନାନଯାତ୍ରା ଓ ରଥ ଯାତ୍ରା ପାଇଁ ସମୟ ଅଛି। ଲକ୍‌ଡାଉନ ହଟିବା ପରେ ରଥଯାତ୍ରା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ଠିକ୍‌ ହେବ ବୋଲି କହିଛନ୍ତି। ସର୍ବୋପରି ମାନବ ସମାଜ ପ୍ରତି ବିପଦ ସୃଷ୍ଟି ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା ଠିକ୍‌ ନୁହେଁ ବୋଲି ମହାରାଜା କହିଛନ୍ତି। ମହାରାଜାଙ୍କ ଏଭଳି ବିବୃତ୍ତି ପରେ ଚଳିତବର୍ଷ ରଥଯାତ୍ରା ଆୟୋଜନକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ...

ଆରିରେ ଶାଳୀଙ୍କ ନାକ କାଟିଦେଲେ

କୁଆଁରମୁଣ୍ଡା,୧୫ା୯(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ମାଳିବଗିଚାରେ ରହୁଥିବା ଜଣେ ସମ୍ପର୍କୀୟ ଶାଳୀଙ୍କୁ ଭିଣୋଇ କୁହାଯାଉଥିବା ମନୋଜ ପ୍ରଧାନ ଏକ ଆରିରେ ନାକ କାଟି...

ବିଶ୍ୱ ଯୋଗ ଦିବସରେ ଈଶ୍ୱରଙ୍କ କଳାକୃତି: ପେନ୍‌ସିଲ ମୁନ୍‌ରେ ୧ ସେଣ୍ଟିମିଟର ଉଚ୍ଚ ଯୋଗ ପ୍ରତିକୃତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲା ଜଟଣୀ ଗୋପିନାଥପୁରର ଶିଳ୍ପୀ ଏଲ୍‌.ଈଶ୍ୱର ରାଓ ପେନ୍‌ସିଲ ମୁନରେ ୧ ସେଣ୍ଟିମିଟର ଯୋଗ...

ଅନୁପଙ୍କ ପୁତୁରା, ଭାଇ ସମେତ ୩ଜଣଙ୍କୁ ନୋଟିସ

ଭୁବନେଶ୍ୱର,(ବ୍ୟୁରୋ)/ ବ୍ରଜରାଜନଗର, ୧୮।୨ (ଡି.ଏନ.ଏ.): ଛତିଶଗଡର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା...

ଆଜିଠୁ ଓଜେଇଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହେବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଦୈନିକ ତିନୋଟି ଶିଫ୍ଟରେ ଏହି ପରୀକ୍ଷା ଚାଲିବ।...

ଦନ୍ତାହାତୀର ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଟେନ୍‌ସା,୧୭।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଜରଡ଼ା ରେଞ୍ଜ ଅନ୍ତର୍ଗତ କଂସର ସେକ୍‌ସନ ରାଇପୁରୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଦନ୍ତାହାତୀର ମୃତ୍ୟୁ ଘଟଛି। ହାତୀ...

ନୌସେନା ପକ୍ଷରୁ ଚିଲିକାରେ ନୌଚାଳନା ପ୍ରତିଯୋଗିତା: ତଟ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କମୋଡ଼ର ଋତୁରାଜ

ବାଲୁଗାଁ,୧୮ା୧୧(ଡ଼ି.ଏନ.ଏ.): ଚିଲିକା ତଥା ସମୁଦ୍ର ତଟ ସୁରକ୍ଷା ଦିଗରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ସେମାନେ ହେଲେ କର୍ଣ୍ଣଧାର ତଥା ଆଖି ଓ କାନ ସଦୃଶ।...

ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ପାଳିଲା ବିଶ୍ୱ ପଖାଳ ଦିବସ

ବଡ଼ବିଲ,୨୦।୩ (ସ୍ବ.ପ୍ର.): ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି...

Advertisement
Archives

Model This Week