Posted inଜାତୀୟ

ଚାଇନାକୁ ଝଟ୍‌କା: ଉଦ୍ଧବ ସରକାର ରଦ୍ଦ କଲେ ୫ ହଜାର କୋଟିର ୩ ଚୁକ୍ତି

ମୁମ୍ବାଇ, ୨୨।୬: ଗଲଓ୍ବାନ ଘାଟିରେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିବା ଚାଇନା ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଚାଇନା ସହିତ ଚୁକ୍ତି ସ୍ବାକ୍ଷର କରାଯାଇଥିବା ୫ ହଜାର କୋଟି ଟଙ୍କାର ୩ ପ୍ରକଳ୍ପକୁ ରଦ୍ଦ କରିଛନ୍ତି। ସେଥିମଧ୍ୟରେ ୨ଟି ଅଟୋମୋବାଇଲ ଏବଂ ଗୋଟିଏ ଇଞ୍ଜିନିୟରିଂ ପ୍ରକଳ୍ପ ରହିଛି। କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ଉଦ୍ଧବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଚୁକ୍ତି ଗଲଓ୍ବାନ ଘାଟି ସଂଘର୍ଷ ପୂର୍ବରୁ ହୋଇଥିଲା। ଅନ୍ୟ କୌଣସି ଚୁକ୍ତି ସ୍ବାକ୍ଷର ନ କରିବାକୁ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଦ୍ଧବ ସରକାରଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲାମଙ୍କୁ ମିଶାଇଲ ମ୍ୟାନ କରିଥିଲେ ଇସ୍ରୋର ଜନକ ଡା. ସାରାଭାଇ

ନୂଆଦିଲ୍ଲୀ,୧୨।୮: ଭାରତ ଆଜି ମହାକାଶ ଗବେଷଣା କ୍ଷେତ୍ରରେ ବହୁ ଆଗକୁ ଚାଲି ଯାଇଛି। ନିକଟରେ ଚନ୍ଦ୍ରୟାନ-୨ ପରୀକ୍ଷଣ କରି ଭାରତ ନିଜପାଇଁ ସୃଷ୍ଟି କରିଛି ଏକ...

୪ ବର୍ଷରେ ୩ ଦଳ ଛାଡ଼ିଛନ୍ତି ଭାଜପା ଶିବିର,ଏବେ ଏଆଇଏଡିଏମ୍‌କେ ହାତ ଛାଡ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୩ : ୧୯୯୮ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ...

ସୋମବାର ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ମତଦାନ: ୧୫ ଆସନରେ ୨୨୧ ପ୍ରାର୍ଥୀ

ରାଞ୍ଚି, ୧୪।୧୨: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୫ଟି ଆସନ ଲାଗି ମତଦାନ କରାଯିବ। ନିର୍ବାଚନ...

ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜନୀତି

ମୁମ୍ବାଇ,୧୮ା୧୧(ପି.ଟି.): ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀରେ ରବିବାର ଉଭୟ ଭାଜପା ଓ ଶିବସେନା ନେତାମାନେ ଶିବାଜୀ ପାର୍କ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି...

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ...

ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା

ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ...

କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ...

ଜେଲେନସ୍କିଙ୍କ ଆମେରିକା ଗସ୍ତ ପୂର୍ବରୁ ରୁଷିଆ-ଚାଇନା ଏକଜୁଟ…

ଓ୍ବାଶିଂଟନ,୨୧।୧୨ : ଫେବୃଆରୀରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି। ସେ ଆମେରିକା...

Advertisement
Archives

Model This Week