ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ଆସବାବପତ୍ର

ପାପଡ଼ାହାଣ୍ଡି/ମଇଦଳପୁର,୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହେମନ୍ତ ବିଶୋଇଙ୍କ ଘରେ ଗୁରୁବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନାନୁଯାୟୀ, ଆଜି ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଲିକ୍‌ ହୋଇଥିଲା। ପରିବାର ଲୋକେ ଜାଣିବା ବେଳକୁ ନିଆଁ ଲାଗି ନିକଟରେ ଥିବା ଖଟ, ଟିଭି, ପୋଷାକ ଓ ଅନ୍ୟନ୍ୟ ଆସବାବପତ୍ର ସହ ଦୋକାନ ଘର କିଛି ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗା ତହସିଲ ପକ୍ଷରୁ ଉଚ୍ଛେଦ ଆରମ୍ଭ

ବାହାନଗା, ୫ା୧୦(ଡି.ଏନ.ଏ.)-ଘରୁ ବାହାରିବା ଲାଗି ରାସ୍ତା ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଓଡଶାଳ ପଞ୍ଚାୟତର ଝଳଝଳିଆ ଗ୍ରାମର ୩ ପରିବାର ଗତ ୩୦...

ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ବେଦାନ୍ତ ପ୍ରକଳ୍ପ ସମ୍ମୁଖରେ କାତିକେଲାବାସୀଙ୍କ ଆନ୍ଦୋଳନ

ଝାରସୁଗୁଡା ଅଫିସ, ୮।୪: ଝାରସୁଗୁଡା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ ପ୍ରକଳ୍ପ ଫାଟକ ସମ୍ମୁଖରେ କାତିକେଲାବାସୀ ଗୁରୁବାର ସକାଳ ୬ଟାରୁ ଧାରଣା ଦେଇଛନ୍ତି। ପାଉଁଶ ପୋଖରୀ ଦ୍ବାରା...

୫୪ ବର୍ଷରେ ମଝିପଡ଼ା କାଳୀପୂଜା: ହିନ୍ଦୁ ମୁସଲିମ୍‌ ଭାଇଚାରାର ବାର୍ତ୍ତା ଦିଏ

ସୋନପୁର,୨୪।୧୦(ନି.ପ୍ର.): ସୁବର୍ଣ୍ଣପୁର ସହର ମଝିପଡାରେ ୫୪ତମ ସାର୍ବଜନୀନ କାଳୀପୂଜା ୨୪ ତାରିଖ ସୋମବାର ରାତିରୁ ଆରମ୍ଭ ହେବ। ରାମଧୂନ କ୍ଲବ ମଝିପଡା ପକ୍ଷରୁ ଏହି ପୂଜା...

ଓଡ଼ଗାଁରୁ ଚୋରି ଗାଡ଼ି ରଣପୁରରୁ ଜବତ

ରଣପୁର,୨।୮ (ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ଥାନା ଅଞ୍ଚଳରୁ ଗତ ଜୁଲାଇ ୩୦ ତାରିଖରେ ଚୋରି ହୋଇଥିବା ଏକ ବୋଲେରୋକୁ ରଣପୁର ପୋଲିସ ଗୁରୁବାର ରଣପୁର ଅନ୍ତର୍ଗତ...

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର, ୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭାଜପା (ଭୂୟାଁ ଓ ଜୁଆଙ୍ଗ ପିଢ଼) ରେଞ୍ଚ ଫୁଲଝର ପଞ୍ଚାୟତ ଶଙ୍କରୀ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ...

ସିମନବାଡ଼ିରେ କରାଗଲା ବିଶୋଧନ, ବ୍ୟବହାର ହେଉଛି କମ୍‌ ପରିମାଣର ବ୍ଲିଚିଂ

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ପଞ୍ଚାୟତ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଗାଁ ଦାଣ୍ଡ ବିଶୋଧନ କରାଯାଇଛି। ତେବେ ଉପଯୁକ୍ତ...

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ...

ଟଙ୍କା ନେବାକୁ ଆସି ଧରାପଡ଼ିଲେ ନକଲି ବ୍ୟାଙ୍କ ଅଧିକାରୀ

କୋକସରା,୨୨।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ନକଲି ବ୍ୟାଙ୍କ...

Advertisement
Archives

Model This Week