ଗଞ୍ଜାମରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି

ଛତ୍ରପୁର, ୧୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକର ୫୧, ୫୪, ୨୩ ଓ ୬୦ ବର୍ଷୀୟ ପୁରୁଷ ରହିଥିବା ବେଳେ ପାତ୍ରପୁର ବ୍ଲକର ୩୫ ଓ ୧୮ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭଞ୍ଜନଗର ଏନ୍‌ଏସିର ୪୫ ବର୍ଷୀୟା ମହିଳା ଓ ବ୍ଲକର ୫୫ ବର୍ଷୀର ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା ପାଇଁ ୨୦ ହଜାର ସୁପାରି

କଟକ ଅଫିସ,୧୦ା୩: କଟକ ବିଡ଼ାନାସୀ ଥାନା ଅଧୀନ ଭୁଆସୁଣୀ ନିକଟ ମହାନଦୀ ପଠାରେ ଘଟିଥିବା ଆଜାଦ ଯାଦବ ହତ୍ୟା ଘଟଣାର ରହସ୍ୟ ବୁଧବାର ଉନ୍ମୋଚନ ହୋଇଛି।...

୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚୋରାଚାଲାଣ : ଦୁଇ ଗାଡ଼ି, ୧ ଲକ୍ଷ ଟଙ୍କା ଜବତ, ୪ ଗିରଫ

ମାଲକାନଗିରି,୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଭିନ୍ନ ଭିନ୍ନ ଥାନା ଅଧୀନରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବାବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫୮ କିଲୋଗ୍ରାମ ଗଞ୍ଜେଇ,...

ଫାଇଦା ଉଠାଉଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆ

ନୂଆଦିଲ୍ଲୀ,୧୩ା୫(ଆଇଏଏନ୍‌ଏସ୍‌): ଅନ୍ତର୍ଜାତୀୟ ଡ୍ରଗ୍‌ ମାଫିଆମାନେ ନୋଭେଲ କରୋନା ଭାଇରସ୍‌ ସଙ୍କଟର ଫାଇଦା ଉଠାଇ ଅଧିକ ସକ୍ରିୟ ହୋଇଯାଇଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)...

କନଷ୍ଟେବଳଙ୍କୁ ମାଡ଼, ୫ ଗିରଫ

ଆଠମଲ୍ଲିକ,୧୨ା୬(ଡି.ଏନ.ଏ.)-ଆଠମଲ୍ଲିକ ଥାନା ଜାମୁଡୋଲି ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠମଲ୍ଲିକ ଥାନା...

ନାରୀ ଜାଣିଛି ସାମର୍ଥ୍ୟ, ସୀମାରେଖା

ବଅଁରପାଳ,୮।୩- ସେ ସୃଷ୍ଟିର ଆଧାର। ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ। ସେ ମା’ ହୋଇ ଭବିଷ୍ୟତ ଗଢ଼ିପାରେ। ଆଶାର ଆଲୋକ ସାଜିପାରେ। ଭଉଣୀ ହୋଇ ସ୍ନେହ ଅଜାଡ଼ିଦେଇପାରେ।...

ବିକ୍ରି ହେଉନି ଧାନ, ଆନ୍ଦୋଳନମୁହାଁ ଚାଷୀ

ଝାରବନ୍ଧ, ୪।୨ (ଡି.ଏନ.ଏ) ଝାରବନ୍ଧ ବ୍ଲକ ଡଭା କୃଷି ସମବାୟ ସମିତିର ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରୁନାହାନ୍ତି। ଏକ ସପ୍ତାହ ମଧ୍ୟରେ ଏହି ସମସ୍ୟାର...

ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଉଜୁଡୁଛି ଫସଲ

କଣାସ, ୨୮ା୧୧(ସ୍ବ.ପ୍ର.): ପୁରୀ ଜିଲାରେ ପ୍ରବାହିତ ଦୟା, ଭାର୍ଗବୀ, ରାଜୁଆ, ମକରା, ଲୁଣା, କାଣିଆ, ମଲାଗୁଣି, କୁଶଭଦ୍ରା, ପ୍ରାଚୀ ଏବଂ ଦେବୀ ନଦୀର ବନ୍ୟାଜଳ ପ୍ରତିବର୍ଷ...

୩ ଦିନ ହେଲା ଯାତାୟାତ ଠପ୍‌: ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହାସାହି ଲୋକେ ଯାତାୟାତ କରୁଥିବା ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ୩ ଦିନ...

Advertisement
Archives

Model This Week