ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ: ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୧୬।୫ – ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। ଘଟଣା ନେଇ ଖବର ପାଇବା ପରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିଥିଲେ। ଏହା ପରେ ରାସ୍ତାରୋକୋ ହଟିଥିଲା।

ବରଗଡ଼ ଜିଲାର ପ୍ରବାସୀ ମାନେ କୋଏମ୍ବାଟୁରରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ଶନିବାର ରାତିରେ ଭଦ୍ରକରେ ପହଞ୍ଚିଥିଲେ। ସେଠାରେ ରାତିରେ ସେମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗରେ ସେମାନେ ନିଜ ନିଜ ବ୍ୟାଗ ଧରି ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ସହୁଛନ୍ତି ବିସ୍ଥାପିତ

ବନ୍ତଳା,୧୫ା୨: ଡେରଜାଙ୍ଗ ଡ୍ୟାମ୍‌ବୁଡ଼ି ଅଞ୍ଚଳର ୩୦ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାର ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଗୁରଙ୍ଗ କରଡ଼ାବଣିରେ ଥଇଥାନ କରିଥିଲେ। ଘର ପାଇଁ ଜାଗା...

ଭେଣ୍ଡିଂ ଜୋନ୍‌ ନାହିଁ, ବ୍ୟବସାୟୀଙ୍କୁ ଟ୍ରେ ଭରସା

ଗଞ୍ଜାମ, ୨।୧୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ହେବ ଗଞ୍ଜାମ ସହରର ବ୍ୟବସାୟୀମାନେ ଭେଣ୍ଡିଂ ଜୋନ୍‌ ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ...

ବ୍ରହ୍ମପୁର ଆଇଟିଆଇକୁ ସ୍ବର୍ଣ୍ଣ

ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା...

ସଞ୍ଚୟ ଦିଦିଙ୍କ ଠିକଣା ମହାନଦୀ ପଠା

ଅନୁଗୋଳ ସହର,୨୧।୧ ହାତ ଗଣତି କେତେଜଣଙ୍କୁ ବାଦ୍‌ ଦେଲେ ବାକି ପ୍ରାୟତଃ ମୂଲିଆ ଶ୍ରେଣୀର ଲୋକ। କେଉଁଠି କିଛି ମୂଲ ଲାଗିଲେ ସେମାନଙ୍କ ହାତକୁ ଆସେ...

ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା: କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ବାଲେଶ୍ୱର ଅଫିସ, ୨୫।୮: ବାଲେଶ୍ବର ଜିଲା ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲପମ୍ପରେ ସୋମବାର ରାତିରେ ୩ ଦୁର୍ବୃତ୍ତ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରିଛନ୍ତି। ଏହା...

ଆଜି ସରିବ ଅଲାରନାଥଙ୍କ ଅଣସର ଦର୍ଶନ: ବର୍ଷାରେ ଭିଜି ଦର୍ଶନ କଲେ ଭକ୍ତ

ବ୍ରହ୍ମଗିରି, ୨।୭(ଡି.ଏନ୍‌.ଏ.): ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥିଲେ ଶ୍ରୀଜୀଉମାନେ। ରବିବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦଇତାପତିଙ୍କ ଦ୍ୱାରା...

ଏନ୍‌ଇଟି ସ୍ଥଗିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୦ ଡିସେମ୍ବର ପର୍ଯ୍ୟାୟ ୟୁଜିସି ଦ୍ୱାରା ପରିଚାଳିତ ନ୍ୟାଶନାଲ...

ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।...

Advertisement
Archives

Model This Week