ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ ଦାବି: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଜମନକିରା,୧୯।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ମିଳିତ ଚାଷୀ ସଂଗଠନ ପକ୍ଷରୁ ଶସ୍ୟବୀମା ରାଶି ପ୍ରଦାନ ଦାବିରେ କୁଚିଣ୍ଡା ଉପଖଣ୍ଡରେ ଥିବା ୫୫ଟି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଜମନକିରା ବ୍ଲକ୍‌ରେ ୨୧ଟିରୁ ଅଦ୍ୟାବଧି ୭ଟି ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀମାନେ ତାଲା ପକାଇଛନ୍ତି। ପୂର୍ବରୁ ୪ଟି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିବା ବେଳେ ଗୁରୁବାର ବଡ଼ରମା, ସିରିଡ଼ ଓ ଟିକିିଲିପଡ଼ା କାର୍ଯ୍ୟାଳୟରେ ଚାଷୀମାନେ ତାଲା ପକାଇଛନ୍ତି। ଦାବି ପୂରଣ ନ ହେବା ଯାଏ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟକୁ ଅଚଳ କରାଇ ଦିଆଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ଆଜିର ଏହି ଆନ୍ଦୋଳନରେ ବଡ଼ରମା ପଞ୍ଚାୟତ ଚାଷୀ ସୁରକ୍ଷା ସଂଗଠନର ସଭାପତି କମଳଲୋଚନ ପଟେଲ, ସମ୍ପାଦକ ଶ୍ରୀକର ପଧାନ, ଅରବିନ୍ଦ ନାୟକ, ଗୋଲବଦନ ଭୂୟଁା, ଅଙ୍ଗଦ ବାଘ, ଗଣେଶ ବାଘ, ମନୋରଞ୍ଜନ ଦାସ, ସରୋଜ ପଟେଲ, ଚିିତ୍ତରଞ୍ଜନ ସାହୁ, ପର୍ଶୁରାମ ପଟେଲ, ଜଗନ୍ନାଥ ପଟେଲ, ଧର୍ମେନ୍ଦ୍ର ପଧାନ, ମନୋରଞ୍ଜନ ମାକର, ସୁନିଲ ଟପ୍ପୋ, ପ୍ରଶାନ୍ତ ପଟେଲ ଏବଂ ସମରା ମିଞ୍ଜ ପ୍ରମୁଖ ଚାଷୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ଧକ୍କାରେ ୨ ହାତୀ ମୃତ

ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ...

ରଥଖଳାରେ ସେବାୟତ ହାତାହାତି

ପୁରୀ ଅଫିସ,୪ା୬: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ। ରଥ କାମରେ ବିଶ୍ୱକର୍ମା ମହାରଣା ନିୟୋଜିତ ହୋଇଛନ୍ତି। ତେବେ ଏହି ପବିତ୍ର କାମ...

ଅନୁଗୋଳ ପୋଲିସ କବ୍‌ଜାରେ ଅଭିଯୁକ୍ତ ବାପି

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ବାପି ଓରଫ ସତ୍ୟଜିତ୍‌ ପ୍ରଧାନ(୩୩)। ତେବେ ବାପିଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ...

ପୋଲ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ...

ଫ୍ୟାଶନ ଶୋ’ରେ ଚମକିଲେ ଶିକ୍ଷକ, ଛାତ୍ରୀ

ଅନୁଗୋଳ ଅଫିସ,୫।୧୨ – ନଭେମ୍ବର ୨୬ ଓ ୨୭ ତାରିଖରେ ପୁରୀଠାରେ ଅନୁଷ୍ଠିତ ଗ୍ଲୋବାଲ ମଡେଲ ଇଣ୍ଡିଆ ଫ୍ୟାଶନ ଶୋ’ରେ ଚମକିଛନ୍ତି ଅନୁଗୋଳର ଶିକ୍ଷକ ସୌମ୍ୟ...

ଉଲଗ୍ନ କରି ଚଲାଇଥିଲେ

ଭୁବନେଶ୍ୱର,୨୮ା।୯(ବ୍ୟୁରୋ) ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ପ୍ରତିଦିନ କିପରି ନିର୍ଯାତନା ଦେଇଆସୁଛି ସେନେଇ ୨୬ ତାରିଖ...

ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା

ତିହିଡ଼ି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବଣ୍ଟନ ଦାୟିତ୍ୱରେ ଥିବା ରିଟେଲର...

ଡିଡି କଲେଜ ପାଚେରି ଭଙ୍ଗାକୁ ନେଇ ବିବାଦ

କେନ୍ଦୁଝର,୨୫ା୮(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରାଞ୍ଚଳରେ ଥିବା ଧରଣୀଧର ସ୍ବୟଂଶାସିତ(ଡିଡି) ମହାବିଦ୍ୟାଳୟର ପାଚେରି ଭଙ୍ଗାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଜବରଦଖଲ ଉଚ୍ଛେଦ ନାମରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା...

Advertisement


Archives

Model This Week