ଖରାଦିନେ ମାଟିପାତ୍ର ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର

ବର୍ତ୍ତମାନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକେ ଫ୍ରିଜ୍‌ ପାଣି ବା ଥଣ୍ଡା ପାଣି ପିଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ଫ୍ରିଜ୍‌ ପାଣି ଅପେକ୍ଷା ମାଟିପାତ୍ର ପାଣି ପିଇବା ଅଧିକ ଲାଭଦାୟକ ତଥା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ଜାଣନ୍ତୁ ଏସମ୍ପର୍କରେ…

– ମାଟିହାଣ୍ଡି ପାଣି ମେଟାବୋଲ୍‌ଜିୟମ ବୃଦ୍ଧି କରିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

– ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ମାଟିପାତ୍ର ପାଣି ଖୁବ୍‌ ଭଲ କାମ କରେ। ଅନେକ ଗବେଷଣାରେ କୁହାଯାଇଛି କି, ଏକ ମାଟିପାତ୍ରରେ ରଖାଯାଇଥିବା ପାଣି ପିଇଲେ କୋଷ୍ଠକାଠିନ୍ୟ, ଅମ୍ଳତା ପରି ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ ନାହିଁ । ଯେଉଁ ବ୍ୟକ୍ତିଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଥାଏ, ସେମାନେ ପ୍ରତିଦିନ ମାଟିପାତ୍ର ପାଣି ପିଇବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।

– ମାଟିପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ଶରୀରର ମଇଳା ଦୂର ହୋଇଥାଏ। ଶରୀରର ଡିଟ୍‌କ୍ସଫିକେସନ ପାଇଁ ମାଟି ଜଳ ଅତ୍ୟନ୍ତ ଉପକାରୀ।

– ଗ୍ରୀଷ୍ମଋତୁରେ କେବଳ ଥଣ୍ଡା ପାଣି ଦ୍ୱାରା ଶୋଷ ମେଣ୍ଟାଯାଇପାରେ। ଅତ୍ୟଧିକ ଗରମ ଯୋଗୁ ଲୋକେ ଥଣ୍ଡା ପାଣି ପିଇବା ପାଇଁ ପସନ୍ଦ କରିଥାନ୍ତି। ତେଣୁ ମାଟିପାତ୍ରରେ ପାଣି ରଖିବା ଉଚିତ୍‌। ଏହା ଅଳ୍ପ ସମୟ ମଧ୍ୟରେ ପାଣିକୁ ଥଣ୍ଡା କରିଦିଏ। ମାଟିପାତ୍ର ପାଣି ପିଇଲେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ୍‌

ଆଜିକାଲିର ଇଲେକଟ୍ରୋନିକ୍‌ ଯୁଗରେ ଡିଭାଇସ୍‌କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ତାଲିକାରେ ସ୍ବିଡେନ୍‌ର ବୈଜ୍ଞାନିକ ଆଉ ଏକ କଥା ଯୋଡିଛନ୍ତି। ସେମାନେ ତିନିବର୍ଷ ପରିଶ୍ରମ...

ଶୀତଦିନେ ୫ ମିନିଟ୍‌ କରନ୍ତୁ ଏହି ମୁଦ୍ରା…

ନୂଆଦିଲ୍ଲୀ: ଶୀତଦିନେ ସକାଳେ ଅଭ୍ୟାସ କରି ୫ ମିନିଟ୍‌ ସୂର୍ଯ୍ୟମୁଦ୍ରା କଲେ ଶରୀର ଉପରେ ବହୁ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ମନୁଷ୍ୟ ଶରୀର ପୃଥିବୀ, ଜଳ,...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ମେଥିକୁ ଏଭଳି ସେବନ କରି ନିୟନ୍ତ୍ରଣକୁ ଆଣନ୍ତୁ, ନଚେତ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ହୋଲିରେ ଆପଣାନ୍ତୁ ଏହିି ଖାସ୍‌ ବାସ୍ତୁ ଟିପ୍ସ, ବର୍ଷସାରା ମିଳିବ ସୁଫଳ

ରଙ୍ଗର ପର୍ବ ହୋଲି। ସାଙ୍ଗସାଥୀଙ୍କ ସହ ହୋଲି ଖେଳିବା ଆଉ ନାନାଦି ସୁସ୍ବାଦୁ ବ୍ୟଞ୍ଜନ ଖାଇବାରେ ଏହି ଶୁଭଦିନଟି କିପରି ବିତିଯାଏ ଜଣାପଡ଼େନି। କିନ୍ତୁ ବାସ୍ତୁବିତ୍‌ଙ୍କ...

ଏହି ସବୁ ରୋଗରୁ ମୁକ୍ତିଦିଏ କାଜୁ

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ...

ଡାଇବେଟିସ୍‌ ହୋଇପାରେ ଆଲ୍‌ଜିମର୍ସର କାରଣ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଆମକୁ ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ତା’...

ଉପକାରୀ ଧନିଆ

ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ଏବଂ ଫସ୍‌ଫରସ୍‌ ଭରି ରହିଛି। ନିୟମିତ...

ଗ୍ରହାଣୁ ସଂଘର୍ଷରୁ ପୃଥିବୀକୁ ସୁରକ୍ଷା

ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି। ପ୍ରତ୍ୟେକ ପିଣ୍ଡକୁ ‘ଗ୍ରହାଣୁ’ ବୋଲି କୁହାଯାଏ ଏବଂ...

Advertisement
Archives

Model This Week