ଖବରକାଗଜ ସୁରକ୍ଷିତ: କେରଳ ଡାକ୍ତର

କୋଜିକୋଡ଼େ,୨୪।୩: ଖବରକାଗଜ ଯୋଗୁ ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ନେଇ ଗୁଜବ ସୃଷ୍ଟି ହେବାପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସେହିପରି ଏବେ କେରଳ କୋଜିକୋଡ଼େର ଜଣେ ଡାକ୍ତର ଖବରକାଗଜ ଦ୍ୱାରା କରୋନା ସଂକ୍ରମଣ ହୋଇ ନ ଥାଏ ବୋଲି କହିଛନ୍ତି। ଘରକୁ ଆସୁଥିବା ଖବରକାଗଜ କେବଳ ପରିବାର ସଦସ୍ୟମାନେ ପଢ଼ିଥାନ୍ତି। ତେଣୁ ଏହା ସୁରକ୍ଷିତ। ତେବେ ବାହାରେ ରାସ୍ତାକଡ଼ରେ ସମସ୍ତଙ୍କ ପଢ଼ିବା ପାଇଁ ରଖାଯାଇଥିବା ଖବର କାଗଜ ସୁରକ୍ଷିତ ନୁହେଁ। ଏହାଯୋଗୁ ହୁଏତ କରୋନା ସଂକ୍ରମଣର ଆଶଙ୍କା ରହିପାରେ। ଏପରିସ୍ଥଳେ ଘରେ ଦାୟିତ୍ୱ ସମ୍ପନ୍ନ ହକରମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଖବର କାଗଜ ଯୋଗୁ କୌଣସି ସଂକ୍ରମଣର ଆଶଙ୍କା ନ ଥାଏ ବୋଲି ୨୦୧୮ରେ କେରଳରେ ନିଫା ଭୂତାଣୁ ସଂକ୍ରମଣ ରୋକିବାରେ ସଫଳ ହୋଇଥିବା ଡାକ୍ତର ଅନୁପ କୁମାର କହିଛନ୍ତି। ତେଣୁ ଘରକୁ ଆସୁଥିବା ଦୈନିକ ଖବରକାଗଜ ନେଇ ସୃଷ୍ଟି ହୋଇଥିବା ଗୁଜବ ମିଥ୍ୟା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତବଲିଗ୍‌ ଜମାତ୍‌ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ

ବିଶାଖାପଟ୍ଟନମ୍‌,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା...

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର...

ନାଚିଲେ କେନ୍ଦ୍ରମନ୍ତ୍ରୀ, କମେଣ୍ଟ କଲେ ମୋଦି

ଦିଲ୍ଲୀ,୧।୧୦: ଅରୁଣାଚଳ ପ୍ରଦେଶ କାଜଲଙ୍ଗା ଗାଁର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପ ସମୀକ୍ଷା ପାଇଁ ଯାଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ। ପାରମ୍ପରିକ ରୀତିନୀତିରେ ସେଠାରେ...

ପାମ୍ପୋର ଏନକାଉଣ୍ଟର: ଲସ୍କରର ଟପ୍ କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ,୧୬ ।୧୦: ଜମ୍ମୁ-କଶ୍ମୀର ପୁଲୱାମାର ପାମ୍ପୋର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଆତଙ୍କବାଦୀ...

ପାଗ ପରିବର୍ତ୍ତନ ନ ହେଲେ ବଢିପାରେ ଅଡ୍‌-ଇଭିନର ଅବଧି

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅଡ୍‌-ଇଭିନ ନମ୍ବରର ଅବଧି ଶୁକ୍ରବାର ସମାପ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀର ବାୟୁ ପ୍ରଦୂଷଣ କମ୍‌ ହୋଇ ନାହିଁ। ତେବେ...

ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଏମ୍ବାଟୁର, ୧୩।୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏହାର ମାତ୍ର କେଇଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲାରେ ଜଣେ...

ଗୁଗ୍‌ଲ କ୍ରୋମ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୨୧।୮: ଗୁଗ୍‌ଲ କ୍ରୋମ ବେଶ୍‌ ଲୋକପ୍ରିୟ ଓ୍ବେବ-ବ୍ରାଉଜର ଅଟେ। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର...

ମୁମ୍ବାଇର କାଂଦିବଲିରେ ଫୁଟିଲା ୪ ରାଉଣ୍ଡ ଗୁଳି: ଜଣେ ମୃତ, ୩ ଆହତ

ମୁମ୍ବାଇ,୧ ।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଫୁଟିଛି ଗୁଳି । ହଠାତ୍ ଏମିତି ଘଟିଥିବା ଘଟଣାକୁ ନେଇ ଲୋକେ ଭୟଭିତ ହୋଇଯାଇଛନ୍ତି । ଏହି...

Advertisement
Archives

Model This Week