ଖଇରାରେ କର୍ନାଟକ ପୋଲିସ

ଖଇରା, ୬।୧୨(ଡି.ଏନ.ଏ.)-କର୍ନାଟକ ଓ ପଶ୍ଚିମବଙ୍ଗ ସିବିଆଇର ଏକ ମିଳିତ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ଖଇରା ଥାନାରେ ପହଞ୍ଚିଛନ୍ତି। ୨ଜଣ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ଟିମ୍‌ ଖଇରାରେ ପହଞ୍ଚିବା ପରେ ଗଣ୍ଡିବେଡ ଯାଇ ସେଠାରୁ ରାଧାକ୍ରିଷ୍ଣ ଗହଣା ଦୋକାନ ମାଲିକ ଶ୍ରୀକାନ୍ତ ଜେନାଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୋକାନୀ ଜଣକ କର୍ନାଟକରୁ ଚୋରାରେ ଗହଣା ଆଣୁଥିବା ସନ୍ଦେହରେ ତାଙ୍କୁ ଥାନାରେ ପଚରାଉଚୁରା କରାଯାଉଛି। ଏ ସମ୍ପର୍କରେ କର୍ନାଟକ ସିବିଆଇ ପୋଲିସକୁ ପଚାରିବାରେ ସେମାନେ ତଦନ୍ତ ପରେ ତଥ୍ୟ ଦିଆଯିବ ବୋଲି କହିଥିଲେ। ଶ୍ରୀକାନ୍ତଙ୍କ ଘର ସୋର ଥାନା ଅଧୀନ ପିତାକାଳିଆ ଗ୍ରାମରେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରୁ ଉଠିଲା ୧୪୪ ଧାରା

ଛତ୍ରପୁର,୧୯ା୩(ଡି.ଏନ.ଏ.) କରୋନା ଭୂତାଣୁ ଭୟାବହତାକୁ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାରେ ୧୪୪ ଧାରା ଲାଗୁ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି...

ଘରକୁ ଫେରୁଥିବା ୮ ଶ୍ରମିକଙ୍କୁ ସଙ୍ଗରୋଧ ଗୃହକୁ ପଠାଇଲା ପୋଲିସ

  କୋକସରା,୧୨।୪ (ଡି.ଏନ.ଏ.) କୋରାପୁଟ ଜିଲାର ବୋରିଗୁମାର ଏକ ରାଇସ୍‌ ମିଲ୍‌ରେ ଶ୍ରମିକ ଭାବରେ କାମ କରୁଥିବା ୮ ଜଣ ଶ୍ରମିକ ରବିବାର ଚାଲି ଚାଲି...

ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ

ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜେଲ,ଦିନକ ପରେ ଝିଅ ବାହାଘର

ବ୍ରହ୍ମପୁର ଅଫିସ,୨୨ା୨:ଦିନକ ପରେ ଅର୍ଥାତ୍‌ ଆସନ୍ତା ବୁଧବାର ଝିଅ ବାହାଘର ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ...

ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ପୁଷ୍ପା: ଝି’ର ଚିକିଛା ଲାଗି ଦାଦନ ଖଟୁଛେ ବାପ୍‌

କୋମନା, ୧୬।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ଭେଲା ଗାଁ ହରିଜନ ପଡ଼ାର ବିଜେ ସୁନାନୀକଁର ଝି’ ପୁଷ୍ପା ସୁନାନୀ(୧୬)। ସେ ଛୁଆବେଲୁ କେହେନ୍‌ସି...

କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ବାହାରେ ଫିଙ୍ଗିଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାହାନଗା,୧।୩(ଡି.ଏନ୍‌.ଏ.): ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଷ୍ଠୀ ଗ୍ରାମସ୍ଥିତ ଉଡମ୍ବର ସାହିରେ ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର...

୨ ବର୍ଷ ପରେ ଫେରିଲେ ସବ୍ୟସାଚୀ

ଢେଙ୍କାନାଳ ଅଫିସ, ୨୫।୮ – ପ୍ରଶିକ୍ଷଣ ଦେବାକୁ ଯାଇ ଦକ୍ଷିଣ ଆଫ୍ରିକାରେ ଫସିଥିବା ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମର ରଞ୍ଜନ ନନ୍ଦଙ୍କ ଏକମାତ୍ର ପୁଅ...

ବେସରକାରୀ ଜମି ଉପରେ ସରକାରୀ କମ୍ୟୁନିଟି ସେଣ୍ଟର

କେନ୍ଦୁଝର,୩୦।୩(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜଙ୍ଘିରା ପଞ୍ଚାୟତ ୱାର୍ଡ ନଂ୬ ବାଥୁଡି ସାହିରେ ଥିବା ଏକ କମ୍ୟୁନିଟି ଘରକୁ ନେଇ ବିବାଦ ଦେଖାଦେଇଛି। ଏକ ବେସରକାରୀ ଆଦିବାସୀଙ୍କ...

Advertisement
Archives

Model This Week