କ୍ୱାରାଣ୍ଟାଇନ୍‌ରୁ ଖସିଯାଇ ୯୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟାକଲେ ଯୁବକ

ମଦୁରାଇ,୨୮।୩: ତାମିଲନାଡୁ ଥେନି ଜିଲାରେ ଜଣେ ୩୪ ବର୍ଷ ବୟସ୍କ ଯୁବକ କ୍ୱାରାଣ୍ଟାଇନରୁ ଖସିଯାଇଛନ୍ତି। ଉକ୍ତ ଯୁବକ ଜଣଙ୍କ ଶ୍ରୀଲଙ୍କାରୁ ଫେରିବା ପରେ ତାଙ୍କ ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଉଲଗ୍ନ ଅବସ୍ଥାରେ ଘରୁ ଉଠି ବାହାରକୁ ଚାଲିଯାଇଥିଲେ। ଏହି ସମୟରେ ତାଙ୍କ ଘର ବାହାରେ ଶୋଇଥିବା ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ପୋଲିସ କହିଛି ସେ ମାନସିକ ବିକାରଗ୍ରସ୍ତ ଥିବାରୁ ଏଭଳି କାର୍ଯ୍ୟ କରିଥାଇ ପାରନ୍ତି। ତେବେ ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବା ସମୟରେ ତାଙ୍କର ଚିତ୍କାର ଶୁଣି ପାଖ ପଡୋଶୀ ରୁଣ୍ଡ ହୋଇ ତାଙ୍କୁ ଉଦ୍ଧାର କରିଥିବା ବେଳେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ କାର୍ଯ୍ୟରେ କରୋନା ବାଧକ

ପୁରୀ ଅଫିସ, ୭ା୫: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ,...

ବଢ଼ୁଛି ପିଲାଙ୍କ ଚିନ୍ତା: ରାଜ୍ୟରେ ପୁଣି ୧୦୦ରୁ ଊର୍ଦ୍ଧ୍ୱ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ନିର୍ବାଚନ ପୂର୍ବରୁ ଭାଜପା ଖେଳିପାରେ ୟୁନିଫର୍ମ ସିଭିଲ କୋଡ୍‌ କାର୍ଡ

ଅହମ୍ମଦାବାଦ,୨୯।୧୦: ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପୂର୍ବରୁ ବର୍ତ୍ତମାନର...

ନୂତନ ଅବକାରୀ ନୀତି, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୬।୮ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ...

ଶପଥ ଗ୍ରହଣ ଉତ୍ସବରେ କେଜ୍‌ରିଓ୍ବାଲ ପିନ୍ଧିଥିବା ସ୍ବେଟର୍‌ର ଦାମ୍‌ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୬।୨: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ। ଶପଥ ଗ୍ରହଣ ଉତ୍ସବରେ କଳାରଙ୍ଗର...

କୁତବ ମିନାର ଖନନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୫: କୁତବ ମିନାର କମ୍ପ୍ଲେକ୍ସରେ ଖନନ କରିବାକୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସ୍‌ଆଇ)କୁ ଆଦେଶ ଦିଆଯାଇ ନ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କେ...

ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ...

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୧୦୨୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରବିବାରବାର ୧୦୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୭୫ ଜଣ ପିଲା...

Advertisement
Archives

Model This Week