କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା। ତେଣୁ ସେମାନଙ୍କୁ ପ୍ରାୟତଃ କୌଣସି ମେକ୍‌ ଅପ୍‌ ନେବାକୁ ପଡ଼ି ନ ଥାଏ। ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ ରୌତେଲା ଏବଂ ୟାମୀ ଗୌତମଙ୍କ ଚେହେରା ଏଭଳି। ଶୁଟିଂ ସମୟରେ ସେମାନଙ୍କୁ ଅଧିକ ମେକ୍‌ ଅପ୍‌ ନେବାର ଆବଶ୍ୟକତା ପଡ଼େ ନାହିଁ। ସୋସିଆଲ୍‌ ମିଡ଼ିଆରେ ଏହି ୪ ଅଭିନେତ୍ରୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଟେନ୍‌ସନ୍‌ ଲାଗିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା...

ପ୍ରିୟଙ୍କାଙ୍କ ପୋଷ୍ଟକୁ ନେଇ ପାକିସ୍ତାନୀ ଅଭିନେତାଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୪:ନିକଟରେ ପ୍ରିୟଙ୍କା ଚୋପ୍ରା ଇନ୍‌ଷ୍ଟାଗ୍ରାମରେ ପାକିସ୍ତାନ ଡାଇରେକ୍ଟର ସରମିନ୍‌ ଔବେଦଙ୍କୁ ନେଇ ଏକ ପୋଷ୍ଟ ଶେୟାର୍‌ କରିଛନ୍ତି। ଏହି ପୋଷ୍ଟରେ ସେ ସରମିନ୍‌ଙ୍କୁ ଷ୍ଟାର୍‌ ଓ୍ବାର୍ସ...

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଆଉ ଏବେର ପାରିଶ୍ରମିକ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଫିଟ୍‌ନେସ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ପର୍ଯ୍ୟନ୍ତ, କାଜଲ...

ହସ୍ପିଟାଲରୁ ଘରକୁ ଫେରିଲେ ଅମିତାଭ, ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

ଅମିତାଭ ବଚ୍ଚନ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଘରକୁ କାର୍‌ରେ ଯିବା ସମୟରେ ତାଙ୍କୁ ରାସ୍ତାରେ ସ୍ପଟ୍‌ କରାଯାଇଛି। ତାଙ୍କ...

ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ: କଙ୍ଗନା

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ ସର୍ବଦା ବ୍ୟକ୍ତିଗତ ତଥା ସାମାଜିକ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏବେ ସେ...

ଭଉଣୀ ବାହାଘର ପାଇଁ ପାଖରେ ନ ଥିଲା ଟଙ୍କା, ଆଜି ବଡ଼ ଷ୍ଟାର

ମୁମ୍ବାଇ: ଆଜି ଅର୍ଥାତ୍‌ ଏପ୍ରିଲ ୨ରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଜନ୍ମଦିନ। ୧୯୮୧ରେ କପିଲ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଲୋକଙ୍କ ମୁହଁରେ ହସ ଫୁଟାଉଥିବା...

ଦୁଇ ବର୍ଷର ହେଲେ ଭାମିକା: ମା’ ଅନୁଷ୍କା ଶେୟାର କଲେ ସ୍ପେଶାଲ ଫଟୋ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗେହ୍ଲି ଝିଅ ଭାମିକା ଦୁଇ ବର୍ଷର ହୋଇଛନ୍ତି। ଏହି ଖାସ୍‌ ଦିନରେ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମରେ ଝିଅଙ୍କ ବହୁତ...

ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ...

Advertisement
Archives

Model This Week