କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା। ତେଣୁ ସେମାନଙ୍କୁ ପ୍ରାୟତଃ କୌଣସି ମେକ୍‌ ଅପ୍‌ ନେବାକୁ ପଡ଼ି ନ ଥାଏ। ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ ରୌତେଲା ଏବଂ ୟାମୀ ଗୌତମଙ୍କ ଚେହେରା ଏଭଳି। ଶୁଟିଂ ସମୟରେ ସେମାନଙ୍କୁ ଅଧିକ ମେକ୍‌ ଅପ୍‌ ନେବାର ଆବଶ୍ୟକତା ପଡ଼େ ନାହିଁ। ସୋସିଆଲ୍‌ ମିଡ଼ିଆରେ ଏହି ୪ ଅଭିନେତ୍ରୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୬୫ତମ ଫିଲ୍ମ ଫେୟାର ଆଓ୍ବାର୍ଡ: ଓ୍ବାର, ଉରି ସମେତ ଏହି ଫିଲ୍ମ ମାରିଲେ ବାଜି

ମୁମ୍ବାଇ: ୬୫ତମ ଆମାଜନ ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୦ ଚଳିତ ଥର ଆସାମରେ ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। ତେବେ ଏହି ଆଓ୍ବାର୍ଡ ସେରିମନି ପୂର୍ବରୁ ନୋମିନେଶନ୍‌...

ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା...

ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା...

ଅମିତାଭ, ଅଭିଷେକଙ୍କ ପାଇଁ ପୂଜାର୍ଚ୍ଚନା

ମୁମ୍ବାଇ,୧୨।୭: ବିଗ୍‌ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ରାତିରେ ପଜିଟିଭ ଆସିବା ପରେ ଏବେ ଏମାନଙ୍କ...

ଦିପ୍ତୀ ନାଭାଲଙ୍କୁ ପୂରିଲା ୬୮: ଆକ୍ଟିଂ କରିବାର ନିଶା ଟାଣି ଆଣିଥିଲା ବଲିଉଡ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିପ୍ତୀ ନାଭାଲ ସୋମବାର  ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୨ ଫେବୃୟାରୀ ୩ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି...

ରିୟାଙ୍କୁ ୯ ଘଣ୍ଟା ଧରି ଜେରା କଲା ସିବିଆଇ

ମୁମ୍ବାଇ, ୩୦।୮(ପି.ଟି.)-ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ରବିବାର ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ। ତୃତୀୟ ଦିନ...

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ...

୧୯ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ପ୍ରଥମଥର ଅଡିଶନର ସାମ୍ନା କଲେ କରୀନା

ପ୍ରଥମ ଥର କରୀନା କପୁର ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ପାଇଁ ଅଡିଶନ ଦେଇଛନ୍ତି। ୧୯ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ କେବେ ବି ଅଡିଶନ୍‌ର...

Coronavirus Update


Archives

Model This Week

Why Dharitri