କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର ଚିକିତ୍ସା କରାଯାଉଛି। ୭୬ ବର୍ଷୀୟ ହଣ୍ଟର ୧୫ ବର୍ଷର କ୍ୟାରିୟରରେ ୭୨୬ଟି ମ୍ୟାଚ୍‌ ଖେଳିଥିଲେ। ସେ ଦୁଇଟି ଲିଗ୍‌ ଟାଇଟଲ ହାସଲ କରିଥିଲେ। ୧୯୭୫ରେ ସେ ୟୁରୋପିଆନ୍‌ କପ୍‌ ଫାଇନାଲ ଖେଳିଥିଲେ ଓ ବେୟର୍ନ ମ୍ୟୁନିକ୍‌ଠାରୁ ପରାସ୍ତ ହୋଇଥିଲେ। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ବିଶ୍ୱକପ୍‌ ଜିତିଥିଲା ଓ ହଣ୍ଟର ଦଳରେ ସାମିଲ ହୋଇଥିଲେ ମଧ୍ୟ ଟୁର୍ନାମେଣ୍ଟ ଖେଳି ନ ଥିଲେ।
ଇଂଲଣ୍ଡ ପାଇଁ ସେ ମୋଟ ୨୮ଟି ମ୍ୟାଚ୍‌ ଖେଳିଥିଲେ। କେବଳ ଲିଡ୍ସ ପାଇଁ ୫୪୦ଟି ମ୍ୟାଚ୍‌ ଖେଳିଥିଲେ। ୧୯୭୪ରେ ତାଙ୍କୁ ପ୍ରଥମ ପିଏଫ୍‌ଏ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା। ସେ କରୋନା ଭାଇରସ ଦ୍ୱାର ସଂକ୍ରମିତ ହୋଇଥିବା କଥା କ୍ଲବ ଓ୍ବେବ୍‌ସାଇଟରେ ସୂଚନା ଦିଆଯାଇଛି। ହଣ୍ଟର ଫା କପ, ଲିଗ୍‌ କପ୍‌ ଓ ଇଣ୍ଟରୟ- ସିଟିଜ ପେୟାର୍ସ କପ୍ସରେ ମଧ୍ୟ ବିଜୟୀ ହୋଇଥିଲେ। ସେ ୧୯୭୬ରେ ଲିଡ୍ସ ଛାଡିଥିଲେ ଓ ଏହାପରେ ବ୍ରିଷ୍ଟଲ ସିଟି, ବାର୍ନସ୍‌ଲି, ରୋଥରହାମ ତରଫରୁ ଖେଳିଥିଲେ। ଶେଷରେ ସେ ୧୯୮୨ରେ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପଦ ପାଇବା ପରେ ଏବେ କମେଣ୍ଟ୍ରି କରିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୬: କ୍ରିକେଟ ପଡ଼ିଆରୁ ରାଜନୀତିରେ ପାଦ ଦେଇଥିବା କ୍ରିକେଟର ଗୌତମ ଗମ୍ଭୀର ଏବେ କମେଣ୍ଟ୍ରି କରିବେ। ଜୁନ୍‌ ୯ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ସେ ଷ୍ଟାର...

ଭାରତ କବ୍‌ଜାରେ ଦିବାରାତ୍ର ଟେଷ୍ଟ

ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପ୍ରଥମ ଦିନ ଶେଷ ସୁଦ୍ଧା...

ଲକ୍‌ଡାଉନ୍‌ରେ ବାହାରକୁ ଯାଉଥିଲେ…

କରୋନା ସଂକ୍ରମଣ ପାଇଁ ଏବେ ଗୃହିଣୀମାନେ ବହୁ ଭାବରେ ସତର୍କ । କାହିଁକି ନା ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଅନେକାଂଶରେ ସେମାନଙ୍କର। ତେଣୁ...

ଦ୍ୱିତୀୟ ଟେଷ୍ଟରେ ଭାରତର ଟିମ୍‌ ଇଲେଭେନ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆ ଏକ...

ଯେଉଁମାନଙ୍କୁ ଚୟନ ଦଳ ପସନ୍ଦ ନୁହେଁ ସେମାନେ ମ୍ୟାଚ ଦେଖନ୍ତୁ ନାହିଁ: ସୁନୀଲ ଗାଭାସ୍କର…

ନୂଆଦିଲ୍ଲୀ,୨୨।୮ : ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଭାରତୀୟ ଦଳ ଚୟନ କରାଯାଇଛି। ସମ୍ମାନଜନକ ଟୁର୍ନାମେଣ୍ଟର ୧୬ ତମ ସିଜନରେ ରୋହିତ ଶର୍ମା...

ସ୍ବାସ୍ଥ୍ୟକର୍ମୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ, ଐତିହାସିକ ଉପଲବ୍ଧି ପାଇଁ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୨୦।୭ : କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ୨୦୦ କୋଟି ଲକ୍ଷ୍ୟ ପୂରଣ କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ...

ନାଡାଲଙ୍କ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୯।୯(ଏପି): ସ୍ପାନିଶ ଟେନିସ କିମ୍ବଦନ୍ତୀ ରାଫାଲ ନାଡାଲ ରବିବାର କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ ଫାଇନାଲରେ ଡାନିଏଲ...

ଲକ୍ଷ୍ମଣଙ୍କ କ୍ୟାଚ୍‌ ଛାଡ଼ିବାରୁ ଅବସର ନେଇଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ମହାନ ଉଇକେଟ୍‌କିପରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ଅନ୍ୟତମ। କ୍ରିକେଟ୍‌ରେ ଉଇକେଟ୍‌କିପରଙ୍କ ଭୂମିକାରେ ହୋଇଥିବା ପରିବର୍ତ୍ତନର ସମସ୍ତ ଶ୍ରେୟ ଗିଲ୍‌ଖ୍ରୀଷ୍ଟଙ୍କୁ...

Advertisement
Archives

Model This Week