କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ,୧୭।୪(ଏଏଫ୍‌ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍‌ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପଞ୍ଚମ ରେସ୍‌ ଭାବେ ଏହି ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଏହାପୂର୍ବରୁ ରୋମ, ପ୍ୟାରିସ୍‌, ସିଓଲ ଓ ଜାକାର୍ତ୍ତା ରେସ୍‌କୁ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ରଖାଯାଇଥିଲା। ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ସରକାରମାନେ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କଣ୍ଟେନମେଣ୍ଟ ନିୟମକୁ ଆମେ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ତେବେ ଏହି ରେସ୍‌ ଆୟୋଜନ କରିବାକୁ ଓ ଶେଷ କରିବାକୁ ଆମେ ସବୁ ବିକଳ୍ପର ସନ୍ଧାନ କରିବୁ। ଆବଶ୍ୟକ ପଡିଲେ ରୁଦ୍ଧଦ୍ୱାରରେ ଏହି ରେସ୍‌ ଆୟୋଜନ କରିବାକୁ ପଛାଇବୁ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ...

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ...

ଶକ୍ତି ପ୍ରଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୭।୮: ପଞ୍ଜାବ କଂଗ୍ରେସରେ କନ୍ଦଳ ଭିତରେ ଏବେ ଶକ୍ତି ପ୍ରଦର୍ଶନ ସମୟ ଆସିଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବେ କ୍ୟାପଟେନ...

ସରପଞ୍ଚଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ଉପରେ ପଞ୍ଚାୟତସ୍ତରରେ ରଖିବେ ନଜର; କରାଇବେ ରେଜିଷ୍ଟ୍ରେଶନ, କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ...

କୋହଲି ହୋଇପାରନ୍ତି ଦେଶର ସବୁଠୁ ସଫଳ ଅଧିନାୟକ

କିଙ୍ଗ୍‌ଷ୍ଟନ(ଜାମାଇକା),୨୯।୮- ବିରାଟ କୋହଲି କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ସବୁଠୁ ସଫଳତମ ଅଧିନାୟକ ହେବାରୁ ମାତ୍ର ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି। ଏଠାରେ ଶୁକ୍ରବାରଠାରୁ...

ରୋହିତଙ୍କୁ ଜୀବନଦାନ ଦେବା ପଡ଼ିଲା ମହଙ୍ଗା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଓପନର ରୋହିତ ଶର୍ମା ଛକା ମାରି ଶତକ ପୂରଣ କରିଛନ୍ତି। ୨୦୪ ବଲର ସମ୍ମୁଖୀନ ହୋଇଥିବା...

‘ତାରକା ଖଚ୍ଚିତ ଟିମ୍‌ ଇଣ୍ଡିଆକୁ ହରାଇପାରିବ ପାକିସ୍ତାନ’

କରାଚୀ,୧୪।୧୦: ବିନା ଚାପ ଓ ବିନା ଡରରେ ଖେଳିଲେ ତାରକା ଖଚ୍ଚିତ ଟିମ୍‌ ଇଣ୍ଡିଆକୁ ଆମେ ହରାଇପାରିବା। ଏଭଳି ମତ ରଖିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ...

ପୂର୍ବତନ ଆଇଏଏଏଫ୍‌ ମୁଖ୍ୟ ଲାମିନେ ଡିଆକଙ୍କୁ ଜେଲ୍‌

ପ୍ୟାରିସ୍‌,୧୭।୯(ଏପି): ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌) ପୂର୍ବତନ ଅଧ୍ୟକ୍ଷ ତଥା ସେନେଗାଲର ଜଣାଶୁଣା ବ୍ୟବସାୟୀ ଲାମିନ୍‌ ଡିଆକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ...

Advertisement
Archives

Model This Week