କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ ଏହି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଏକ ଘଟଣା ଘଟିଥିଲା। ଆକ୍ଟିଂ ଲାଇନ୍‌କୁ ଆସିବାକୁ ସୋନାକ୍ଷୀଙ୍କର ଆଦୌ ଇଚ୍ଛା ନ ଥିଲା। କାରଣ ଏହାପୂର୍ବରୁ ସେ ଫ୍ୟାଶନ ଡିଜାଇନିଂ କୋର୍ସ କରିସାରିଥିଲେ। କେବଳ ସେତିକି ନୁହେଁ, ୨୦୦୫ରେ ମୁକ୍ତିଲାଭ କରିଥିବା ‘ମେରେ ଦିଲ୍‌ ଲେକେ ଦେଖୋ’ର ସେ କଷ୍ଟ୍ୟୁମ ଡିଜାଇନିଂ କରିଥିଲେ। ଯେତେବେଳେ ଆକ୍ଟିଂ କଥା ପଡ଼ିଲା ସେ ଏ ନେଇ ମନା କରିବା ପରେ ସଲମାନ ତାଙ୍କୁ ବୁଝାଇବାକୁ ଯାଇଥିଲେ। ବାସ୍‌, କିଛି ସମୟ କଥାବାର୍ତ୍ତା ଭିତରେ ସଲମାନ ତାଙ୍କୁ କି ମନ୍ତ୍ର ଦେଲେ କେଜାଣି ସୋନାକ୍ଷୀ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ପ୍ରଥମ ସିନେମା ‘ଦବଙ୍ଗ’ ପାଇଁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଥିଲା। ପ୍ରଥମେ ଏହି ଫିଲ୍ମ ପାଇଁ ସେ ୩୦ କି.ଗ୍ରା. ଓଜନ କମାଇଥିଲେ। ସେଥିପାଇଁ ତାଙ୍କୁ ନିୟମିତ ଜିମ୍‌ ଯିବା ସହ ସୁଇମିଙ୍ଗ ଓ ଯୋଗ ଆଦି କରିବାକୁ ପଡ଼ିଥିଲା। ଗୋଟିଏ କଥା ଜାଣନ୍ତି ? ସୋନାକ୍ଷୀ ଜଣେ ଭଲ ଚିତ୍ରଶିଳ୍ପୀ। କିଛି ସମୟ ଅନ୍ତରାଳରେ ଖାଇବା ତାଙ୍କର ଏକ ଅଭ୍ୟାସ। ବାହାରକୁ ଗଲେ ସେ ନିଜ ସହ ୨-୩ ପେୟାର ଡ୍ରେସ୍‌ ନେବାକୁ ଭୁଲି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

ସୁଶାନ୍ତ ସିଂଙ୍କ ମୃତ୍ୟୁର ଏକ ମାସ ପରେ ଏପରି କଲେ ରିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ବାନ୍ଦ୍ରା ପୋଲିସ ଅନେକ ସମୟରେ...

ଅଯଥା କଥାରେ ସମୟ ନଷ୍ଟ କରୁଛନ୍ତି ଟ୍ରମ୍ପ: ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ କରିଥିବା ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ବିଶ୍ୱରେ କରୋନା ମହାମାରୀ...

୨୫ ବର୍ଷ ସୁରକ୍ଷା ଯୋଗାଇବା ପରେ ନିଜ ବଡିଗାର୍ଡଙ୍କୁ ଏମିତି କହିଲେ ସଲମାନ ଖାନ୍‌

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ସବୁଠାରୁ ବିଶ୍ବସ୍ତ ବଡିଗାର୍ଡ ହେଉଛନ୍ତି ଶେରା। ବଲିଉଡ୍‌ ସେଲିବ୍ରିଟିଙ୍କ ପରି ସେ ଲୋକପ୍ରିୟ। ଶେରା ସଲମାନଙ୍କୁ ସୁରକ୍ଷା ଯୋଗାଇ...

ଲକ୍‌ଡାଉନ ଖୋଲିବା ପରେ ସମୁଦ୍ର କୂଳରେ ନଜର ଆସିଲେ ଶୈଫିନା

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଗତ ମାର୍ଚ୍ଚ ମାସ ଶେଷରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା ଲକ୍‌ଡାଉନ। ଏହି ସମୟରେ ବଲିଉଡ୍‌ର ସମସ୍ତ...

ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ...

ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ...

ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି

ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ...

Coronavirus Update


Archives

Model This Week

Why Dharitri