କୁନ୍ଦୁରୀ ଆଚାର

ଆବଶ୍ୟକ ସାମଗ୍ରୀ: କୁନ୍ଦୁରୀ ୨୫୦ ଗ୍ରାମ୍‌, ଲୁଣ ଏକ ଚାମଚ, ୨ ଚାମଚ ଭିନେଗାର, ସୋରିଷ ତେଲ ୧/୪ କପ୍‌, ହେଙ୍ଗୁ ଅଳ୍ପ, ଲାଲ ଲଙ୍କା ଗୁଣ୍ଡ ୧ ଛୋଟ ଚାମଚ, ହଳଦୀ ଗୁଣ୍ଡ ୧/୨ ଚାମଚ, ହଳଦିଆ ସୋରିଷ ୨ ଛୋଟ ଚାମଚ, ପାନମହୁରି ୨ ଛୋଟ ଚାମଚ, ମେଥି ୨ ଛୋଟ ଚାମଚ।
ପ୍ରସ୍ତୁତି ପ୍ରଣାଳୀ: କୁନ୍ଦୁରୀଗୁଡ଼ିକୁ ଲମ୍ବାରେ ୪ ଭାଗ କରି କାଟି ଦିଅନ୍ତୁ। ଏକ କାଚ ଡବାରେ କୁନ୍ଦୁରୀ ରଖି ଲୁଣ ମିଶାଇ ଦିଅନ୍ତୁ। ଡବା ବନ୍ଦ କରି ଖରାରେ ଗୋଟେ ଦିନ ରଖି ଦିଅନ୍ତୁ। ପରେ ଏକ ଛଣା ସାହାଯ୍ୟରେ କୁନ୍ଦୁରୀରୁ ବାହାରିଥିବା ପାଣିକୁ ଅଲଗା କରିଦିଅନ୍ତୁ। ଗ୍ୟାସ୍‌ ଚୁଲାରେ ଏକ ପ୍ୟାନ୍‌ ଲଗାଇ ଗରମ କରନ୍ତୁ। ଅଳ୍ପ ଆଞ୍ଚରେ ମେଥି, ପାନମହୁରି ଏବଂ ସୋରିଷକୁ ୧ରୁ ୨ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏହାକୁ ଥଣ୍ଡା କରି ଗୁଣ୍ଡ କରି ଦିଅନ୍ତୁ। ବର୍ତ୍ତମାନ ଚୁଲାରେ ପ୍ୟାନ୍‌ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଚୁଲା ବନ୍ଦ କରି କୁନ୍ଦୁରୀକୁ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ସେଥିରେ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଶେଷରେ ଭିନେଗାର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୁନ୍ଦୁରୀ ଆଚାର।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମିତ ହେବା ପରେ ରୋଗୀଙ୍କ ପିଛା ଛାଡୁନି ଏହି ୬ ସମସ୍ୟା

କରୋନା ଭାଇରସ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଛି। ଟିକାକରଣ ଆରମ୍ଭ ହେବା ପରେ ବି ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା...

ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ...

ଓ୍ବାଟରପ୍ରୁଫ୍‌ ମୋଜା

ମୋଜା, ପୁଣି ଓ୍ବାଟରପ୍ରୁଫ୍‌-ଏ କଥାକୁ ହୁଏ ତ ଅନେକେ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ହେଲେ ସେପରି ଏକ ମୋଜା ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ...

ଶୀତଦିନେ ପିଅନ୍ତୁ ଏହି ଚା’…

ଶୀତଦିନେ ଲବଙ୍ଗ ଚା’ ପିଇଲେ ବହୁ ଉପକାର ହୋଇଥାଏ। ଲବଙ୍ଗ ଚା’ ଡାଇବେଟିସ୍‌ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟରଲସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ...

ଲକ୍‌ଡାଉନ୍‌: କିପରି ଚାଲିଛି ପରିବାର

କରୋନା କଟକଣା ବଢ଼ାଇଛି ଜଞ୍ଜାଳ। ଘରେ ଏବେ ପରିବାରର ସବୁ ସଦସ୍ୟ। ଏ ସମୟରେ ବଢ଼ିଛି ଗୃହିଣୀଙ୍କ କାମ। ନିତିଦିନିଆ କାମ ସାଙ୍ଗକୁ ପିଲା ଓ...

ବିନା ଓଭନରେ ଏଗ୍‌ଲେସ୍‌ ଭାନିଲା କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ମଇଦା, ୨.୫ ଟି ସ୍ପୁନ୍‌ ବେକିଂ ପାଉଡ଼ର, ଅଧା କପ୍‌ ବଟର, ୧.୫ କପ୍‌ କ୍ୟାଷ୍ଟର ସୁଗାର, ଅଧା କପ୍‌...

ମେଦବହୁଳତା ସମସ୍ୟା ନେଇ ଚିନ୍ତିତ କି ? ଖାଆନ୍ତୁ ଏହି ୫ ଫଳ

ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତାର ମୁଖ୍ୟ କାରଣ। ଛୋଟରୁ ବଡ଼ ପ୍ରାୟ ସମସ୍ତେ ଏହାର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ନିଜ ଖାଦ୍ୟପେୟରେ ବିଶେଷ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଚାଉଳ ଧୁଆ ପାଣି

ସାଧାରଣତଃ ଭାରତରେ ଅଧିକ ଲୋକ ପ୍ରତିଦିନ ଭାତ ଖାଇଥାନ୍ତି। ଭାତ ପ୍ରସ୍ତୁତ କରିବା ବେଳେ ଚାଉଳ ଭଲ ଭାବେ ଧୋଇ ତା ପାଣି ଫୋପାଡି ଦିଆଯାଏ।...

Advertisement

BGU

Archives

Model This Week

Why Dharitri