Posted inଫୁରସତ

କୁଇଣ୍ଟାଲ ଓଜନର ଲେହେଙ୍ଗା ପିନ୍ଧି ବିବାହ କଲେ ଯୁବତୀ

ବିବାହକୁ ସ୍ବତନ୍ତ୍ର ତଥ ସ୍ମରଣୀୟ କରିବା ପାଇଁ ବର-କନ୍ୟା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ପାକିସ୍ତାନର ଜଣେ ଯୁବତୀ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ସେ ବିବାହରେ ୧ କି ୨ ନୁହେଁ, ୧୦୦ କିଲୋ ଅର୍ଥାତ୍‌ କୁଇଣ୍ଟାଲ ଲେହେଙ୍ଗା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଲାଲ୍‌ ରଙ୍ଗର ଏହି ଲେହେଙ୍ଗାରେ ରିଚ୍‌ କ୍ରିଷ୍ଟଲ୍‌ ଏବଂ ଥ୍ରେଡ୍‌ ଓ୍ବର୍କ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏତେ ଓଜନିଆ ଲେହେଙ୍ଗା ପିନ୍ଧି ସେ ଚାଲିଥିଲେ। ସୋସିଆଲ ମିଡିଆରେ ଯୁବତୀଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବତୀ ଜଣଙ୍କ ଟ୍ରୋଲ ହୋଇଛନ୍ତି। ୟୁଜର୍ସ କହିଛନ୍ତି ଲେହେଙ୍ଗା ଯୁବତୀ ପିନ୍ଧିଛନ୍ତି ନା ଯୁବତୀଙ୍କୁ ଲେହେଙ୍ଗା ପିନ୍ଧି କିଛି ବୁଝାପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାର ସେଇ ଧଳା ଓ ହଳଦିଆ ଗାର

ରାସ୍ତାରେ ଗଲାବେଳେ ଧଳା ଓ ହଳଦିଆ ରଙ୍ଗର ଗାର ନିଶ୍ଚୟ ଦେଖିଥିବେ। ତେବେ ଜାଣିଛନ୍ତି କି ଏହି ଗାର ସବୁ ରାସ୍ତାରେ କାହିଁକି କରାଯାଇଥାଏ। ରାସ୍ତାକୁ...

ପ୍ରାଣୀ ପର୍ଯ୍ୟଟନ

ଏବେ ପର୍ଯ୍ୟଟନର ଋତୁ। ଆଉ ଓଡ଼ିଶା ହେଉଛି ପର୍ଯ୍ୟଟନର ଗନ୍ତାଘର। ଏଠାକାର ପାହାଡ଼, ଝରଣା, ପଶୁପକ୍ଷୀ ସବୁକିଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେବେ ଯେଉଁମାନେ ଖାସ୍‌...

ଟିକା ଭୟରେ ଗଛରେ ଚଢ଼ିଲେ…

ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି...

ଶିକ୍ଷକଙ୍କ ମୃତ୍ୟୁ ପରେ ମଧ୍ୟ ୧୮ ମାସ ପର୍ଯ୍ୟନ୍ତ ଆସୁଥିଲା ଦରମା, ଏମିତି ଜଣାପଡ଼ିଲା..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ବି ତାଙ୍କ ଆକାଉଣ୍ଟ ୧୮ ମାସ ଧରି ଦରମା...

ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ।...

ଏହି ମନ୍ଦିରରେ ଶିବଙ୍କ ପୂର୍ବରୁ ପୂଜା ପାଇଥାନ୍ତି ରାବଣ

ଦୁନିଆରେ ଏପରି ଅନେକ ଚମତ୍କାର ମନ୍ଦିର ଅଛି, ଯାହାକୁ ନେଇ ଏକ ଅନନ୍ୟ କାହାଣୀ ଅଛି। ଯଦିଓ ସମଗ୍ର ବିଶ୍ୱରେ ଭଗବାନ ଶିବଙ୍କର ଅନେକ ମନ୍ଦିର...

ଛୁଟି ମନାଇବା ପାଇଁ ୩ ବର୍ଷ ପୂର୍ବରୁ ବୁକ୍‌ କରିବାକୁ ପଡ଼ିଥାଏ ଏହି ଟାଓ୍ବାର, କାରଣ ଜାଣିଲେ…

ବ୍ରିଟେନ୍‌ର ସବୁଠାରୁ ଲୋକପ୍ରିୟ ଟାଓ୍ବାରରେ ଛୁଟି ମନାଇବାକୁ ହେଲେ ଦୀର୍ଘଦିନରୁ ବୁକ୍‌ କରିବାକୁ ପଡ଼ିଥାଏ। ଏହି ଟାଓ୍ବାରର ସ୍ବତନ୍ତ୍ରତା ରହିଛି। ଯାହାଦ୍ୱାରା ଏଠାରେ ସହଜରେ ବୁକ୍‌...

ଏହି ପରିବାରର ସମସ୍ତ ସଦସ୍ୟ ଚୋର, ଏମିତି ଉପାୟରେ କେବଳ ଚୋରି କରନ୍ତି ସୁନା

ମୁମ୍ବାଇ,୩।୨: ‘ଆମେ ସମସ୍ତେ ଚୋର’ ଏହା କୌଣସି ବଲିଉଡ୍‌ ଫିଲ୍ମର ଡାଏଲଗ୍‌ ନୁହେଁ, ଏହା ହେଉଛି ମୁମ୍ବାଇର ଏକ ପରିବାରର ନିରାଟ ସତ କାହାଣୀ। କାରଣ...

Advertisement
Archives

Model This Week